Sign in
Sign in
Recover your password.
A password will be e-mailed to you.
କେଉଁ ଚିଠି ଆଧାରରେ ଜଷ୍ଟିସ ଜେ ପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ଦେଖାନ୍ତୁ ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନଥିବା ସେ ନିଜେ ପ୍ରମାଣ କରିଛନ୍ତି,!-->…
ଚିତା ଆଣିବା ପଛରେ ରହିଛି ଷଡ଼ଯନ୍ତ୍ର ! କମିଯିବ କଂଗ୍ରେସର ଭୋଟ୍ !!
ନୂଆଦିଲ୍ଲୀ : ଗତ ବର୍ଷ ଆଫ୍ରିକାରୁ ଭାରତକୁ ୮ଟି ଚିତା ବାଘ ଅଣାଯାଇଛି। ଏହି ବାଘ ଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯାଇଛି। ଆଗାମୀ ଦିନରେ ଆଫ୍ରିକାରୁ ଆମ ଦେଶକୁ ଆହୁରି ଚିତା ବାଘ ଆସିବେ। ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି। ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୨ଟି!-->…
ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏତଲା ରଖୁଛି ପୋଲିସ: ବିଜେପି
ଭୁବନେଶ୍ୱର: ଓଡ଼ିଶାରେ ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ହାଇକୋର୍ଟ ହସ୍ତକ୍ଷେପ ନକଲେ ପୋଲିସ ଏତଲା ରଖୁନି । ରାଜ୍ୟରେ ପୋଲିସ ବିଭାଗ ବଲଗାମ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ବେସାହାରା ହୋଇ ପଡ଼ିଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ ।!-->…
ପଞ୍ଜାବ: ଲୁଧିଆନା କୋର୍ଟ ବାହାରେ ଗୁଳିକାଣ୍ଡ; ୩ ଅଭିଯୁକ୍ତ ଫେରାର
ଲୁଧିଆନା: ପଞ୍ଜାବର ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ମଙ୍ଗଳବାର ଅପରାହ୍ନରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ୩ ଜଣ ଅଜ୍ଞାତ ବ୍ୟକ୍ତି ଲୁଧିଆନା ଜିଲ୍ଲା ଅଦାଲତ ପରିସର ବାହାରେ ୩ ରାଉଣ୍ଡ ଗୁଳି ଚାଳନା କରିବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଜଣା ପଡ଼ି ନଥିବା!-->…
ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ, ଦେଖାଇଲା ଡେମୋ
ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା!-->…
ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ନେଲେ ଏଲ୍ସି ଭିକ୍ଟୋରିଆ, ନିଯୁକ୍ତି ରଦ୍ଦ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ: ଆଜି ବହୁବାଦବିବାଦ ପରେ ବରିଷ୍ଠ ମହିଳା ଆଇନଜୀବୀ ଏଲ୍ସି ଭିକ୍ଟୋରିଆ ଗୌରୀ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯିବା ପରେ ଏହାକୁ ବିରୋଧ କରି ବହୁ ଓକିଲ!-->…
ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର, ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି: ବିଜେଡି
ବରଗଡ଼: ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି। କେନ୍ଦ୍ରର ଅବହେଳା ନେଇ ପ୍ରେସ୍ମିଟରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଏକ କୃଷକ ବହୁଳ ରାଜ୍ୟ। କିନ୍ତୁ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟ୍ରେ କଟିଲା ୨୦ ହଜାର କୋଟି ଟଙ୍କା। ଓଡ଼ିଶାରୁ!-->…
କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍…
କଟକ: କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍ଟି ପକ୍ଷରୁ ରେଡ୍ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍ଟି ।
ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି।!-->!-->!-->…
ଆପଣଙ୍କ ସବୁ ସମସ୍ୟାର ସମାଧାନ ବାହାର କରିବ ଗୀତା, ଗୁଗୁଲ୍ ତିଆରି କଲା ‘ଗୀତା-ଜିପିଟି’
ହାଇଦ୍ରାବାଦ : କୁହାଯାଏ ମାନବ ସମ୍ମୁଖୀନ ହେଉଥିବା ସବୁ ସମସ୍ୟାର ସମାଧାନ ଶ୍ରୀମଦ୍ ଭଗବତ୍ ଗୀତାରେ ରହିଛି । ଯୁଗ ଯୁଗ ଧରି ସନାତନ ଧର୍ମର ଏହି ଅମୂଲ୍ୟ ରତ୍ନ ମାନବକୁ ପଥ ଦେଖାଇଆସିଛି । ଆଜିର ବୈଜ୍ଞାନିକ ଯୁଗରେ ବି ମାନବ ସମସ୍ୟାର ସମାଧାନ ପାଇଁ ମଣିଷ ଗୀତାର ସହାୟତା ନେଉଛି ।ଗୁଗୁଲ!-->…
ଲୁନାକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର
ନୟାଗଡ: ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଲୁନାଗାଡିକୁ ପଛପଟୁ ଧକ୍କାଦେଲା ମଧୁବାସନ୍ତି ଗଣନାଟ୍ୟର ଟ୍ରକ।ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ!-->…