Sign in
Sign in
Recover your password.
A password will be e-mailed to you.
ହେପାଜତରେ ଥିବା ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ନ୍ୟାୟିକ କିମ୍ବା ପୁଲିସ ହେପାଜତରେ ଥିବା ଜଣେ ମହିଳା ବନ୍ଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ!-->…
ତୁର୍କୀରେ ବିରଳ ପ୍ରକାରର ଭୂମିକମ୍ପ : ୨ ଦିନରେ ୫ଟି ବଡ଼ ଭୂମିକମ୍ପ, ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ
ଇସ୍ତାନବୁଲ : ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ!-->…
ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର ; ୩ ଯୁବକ ଗୁରୁତର…
ଛତ୍ରପୁର : ଅଗସ୍ତିନୂଆଗାଁ ଛକ ଅଷ୍ଟମ ବାଟାଲିଆନ ସମ୍ମୁଖ ଜାତୀୟ ରାଜପଥରେ ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର । ଫଳରେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହାତ ମାନେ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ କରପଡା ଗ୍ରାମର ଦିପୁ ପାଢୀ, ନାରାୟଣ ନାହାକ ଓ କାହ୍ନୁ ରାଉଳ ।!-->!-->!-->…
ପ୍ୟାଣ୍ଟାଲୁନ୍ସ ସୋ’ରୁମ୍କୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍ ଜାରି…
ବ୍ରହ୍ମପୁର : କମାପଲ୍ଲୀ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ୟାଣ୍ଟାଲୁନ୍ସ ସୋ’ରୁମ୍କୁ ସୋମବାର ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ରେ ଉଲ୍ଲେଖ ରହିଛି ଯେ, ଲୋୟର ବେସ୍ମେଣ୍ଟ ସହିତ ଅଣ୍ଡର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଳୋର୍ ଏବଂ ୩ ମହଲା କୋଠା ପାଇଁ!-->…
ସ୍ବର୍ଗତ ସତ୍ୟ ନାରାୟଣ ପାଢ଼ିଙ୍କ ଶ୍ରାଦ୍ଧ ଦିବସ…
ବ୍ରହ୍ମପୁର, : ଗଞ୍ଜାମ ଓକିଲ ସଂଘର କନଫ୍ରେସନ ହଲ ପରିସରରେ ସଂଘର ବିଶିଷ୍ଟ ଆଇନଜୀବୀ ସତ୍ୟ ନାରାୟଣ ପାଢ଼ିଙ୍କ ଶ୍ରାଦ୍ଧ ଦିବସ ଅନୁଷ୍ଠିତ ହୋଇଥିଲା । ସଭାପତି କପିଳେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସ୍ବର୍ଗତ ସତ୍ୟନାରାୟଣ ପାଢ଼ିଙ୍କ ପୁଅ ଶିଶିର କୁମାର ପାଢ଼ିଙ୍କ ପରିଚାଳନାରେ!-->!-->!-->…
ନିଃସହାୟ ବୃଦ୍ଧଙ୍କୁ ଫେରାଇଦେଲେ ବ୍ରହ୍ମପୁର ବଡ଼ ମେଡିକାଲ କର୍ତ୍ତୃପକ୍ଷ…
ଗଞ୍ଜାମ// ଛତ୍ରପୁର : ଗରିବ ଓ ଅସହାୟମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏସବୁ ଯୋଜନାର ସୁଫଳ ପ୍ରକୃତ ଗରିବ ଲୋକ ପାଇବାରୁ ବଞ୍ôଚତ ହେଉଛନ୍ତି । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ!-->!-->!-->…
କନ୍ଧମାଳ ଜିଲ୍ଲାରୁ ଧରାପଡ଼ିଲା ବଡ଼ ଧରଣର ଚୋରି ର଼୍ୟାକେଟ: ବହୁ ସାମଗ୍ରୀ ସହ ୫ ଗିରଫ…
ଫୁଲବାଣୀ : ଦୀର୍ଘ ୫ ମାସ ଧରି କନ୍ଧମାଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସର ନିଦ ହଜାଇ ଦେଇଥିଲା ଶେଷରେ କନ୍ଧମାଳ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା ଅଞ୍ଚଳର ଯୁବକଙ୍କ ସମେତ କନ୍ଧମାଳ ଜିଲାର ୪!-->…
ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ
ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ!-->…
ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି…
ସୁନ୍ଦରଗଡ଼ : ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ସ୍ଥାନୀୟ ସଦ୍ଭାବନା ଭବନଠାରେ ଆୟୋଜିତ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।
!-->!-->…
ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ
ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ!-->…