ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶିଳ ହେଲେ ଦେଶ ପ୍ରଗତିଶୀଳ ହେବ…

ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତବ୍ରହ୍ମପୁର (୬/୨) : ସମ୍ପ୍ରତି ଯୁବକ ଯୁବତୀ ମାନେ ଚାକିରି ଅନେସ୍ଵନ, ବେରୋଜଗାର ଯୋଗୁଁ ମାନସିକ ଆସାନ୍ତିରେ ଜୀବନ ଯାପନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ

ସୋମାଲିକାଙ୍କ ବୟାନ ରେକର୍ଡ କଲା ପୋଲିସ…

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ବାନ୍ଧବୀ ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଘଟଣାରେ ବୟାନ ରେକର୍ଡ କରିଛି ପୋଲିସ । ଜଗତସିଂହପୁର ଥାନାରେ ୫ ଘଣ୍ଟା ଧରି ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ ଚାଲିଛି । ମହିଳା ଆଡିସନାଲ ଆଇଆଇସିଙ୍କ ସମେତ ଏସଡିପିଓ, ଆଡିସନାଲ

ନବ ଦାସ ହତ୍ୟା ମାମଲା : ଗୋପାଳର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚକଲା ଏସ୍‌ସିବି ଟିମ୍…

ଭୁବନେଶ୍ୱର : କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକଲା ଗୋପାଳକୃଷ୍ଣ ଦାସ ? ଏହି ପ୍ରଶ୍ନର ସେ ସିଧା ଉତ୍ତର ଦେଉନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତର ସପ୍ତମ ଦିନରେ ରବିବାର ଗୋପାଳଙ୍କର ମାନସିକ ସ୍ଥିତିର ଯାଞ୍ଚ କରିଛି ବିଶେଷଜ୍ଞ ଟିମ୍ । କାରଣ ଗୋପାଳ ବାଇପୋଲାର ଡିଜିଜ୍‌ର ଶିକାର

ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନ ଠାରେ ଦାବୀ…

ଛତ୍ରପୁର : ଅର୍ଥ ଜମାକାରୀ ସଂସ୍ଥା "ସାହାରା ଇଣ୍ଡିଆ" କମ୍ପାନୀ ହଡ଼ପ କରିଥିବା ଜମାକାରୀ ଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ ସଂଗଠିତ ଅଭିଯୋଗ ଶୁଣାଣୀରେ ଗଞ୍ଜାମ

ଓଏସସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ : କିମସ ପ୍ରେକ୍ଷାଳୟରେ ପୁରସ୍କୃତ…

ଛତ୍ରପୁର: ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓକେସିଏଲର ପ୍ରଣୀତ ତଥା ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା 'ଓଏସସିଆଇଟି' ଶିକ୍ଷା କ୍ଷେତ୍ରରେ ୨୦୨୨ ମସିହାରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଚିଟଫଣ୍ଡ ଠକେଇ ମାମଲାରେ ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ୍‌

ବାଲେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲ୍ ଦଣ୍ଡାଦେଶ । ରାଜ୍ ଗଡସନ୍ କମ୍ପାନୀ ଏମଡି ଜଗଦୀଶ ମିଶ୍ରଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଗରିମାନା ଦେବାକୁ ଦଣ୍ଡାଦେଶ । ଜେଲ୍‌, ଜରିମାନା ଦଣ୍ଡାଦେଶ କଲେ ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୬ରେ କମ୍ପାନୀ ନାଁ ରେ ୩୮.୨୫ ଲକ୍ଷ

ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନା ନନ୍ଦ ମହାରଣା ଗୁରୁତର

କଟକ: ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନା ନନ୍ଦ ମହାରଣା ଗୁରୁତର। ଯାହା ସୂଚନା ରହିଛି ଭୁବନାନନ୍ଦଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଛି। ଏବେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ସୁସ୍ଥତା ବିଷୟରେ ଅଧିକ ଖବର ମିଳିପାରିନାହିଁ।

ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ…

ଭୁବନେଶ୍ୱର: ହସ ଓ ରାଗ ବାଣ୍ଟି ଆସୁଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କର ଲିଭର ନଷ୍ଟ ହୋଇଛି । ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ

ଋଷିମାଳ ବାରୁଣୀ ମେଳା ପାଳନ ନିମନ୍ତେ ବ୍ଲକ ଓ ଜିଲା ପ୍ରଶାସଙ୍କ ଦୃଷ୍ଟି ଆକର୍ଷଣ କଲେ କମିଟି ସଦସ୍ୟ….

ଦାରିଙ୍ଗବାଡି,୦୬/୦୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମ ନିକଟରେ ରହିଛି ଋଷିମାଳ ପର୍ବତ। ଏହି ଋଷିମାଳ ପର୍ବତରୁ ଉତ୍ତପତି ହୋଇଛି ଋଷିକୂଲ୍ୟା ନଦୀ। ଋଷିକୂଲ୍ୟା ପର୍ବତମାଳା ଓ ଋଷିକୂଲ୍ୟା ନଦୀକୁ ନେଇଁ ଏତିହାସିକ କିମ୍ବଦନ୍ତୀ

ନବ ଦାସଙ୍କ ହତ୍ୟାରେ ବଡ଼ ଷଡ଼ଯନ୍ତ୍ର ଅଛି: ସନ୍ତୋଷ ସିଂ ସାଲୁଜା…

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି, ଏହା ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ। ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି। ରାଜନୈତିକ ଓ ବ୍ୟାବସାୟିକ କାରଣ ଥାଇ ପାରେ। ନିଜ