ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ଆୟୋଜିତ

ମାଲକାନଗିରି : ଆଜି ବାଲ୍ମିକୀ ସମାଜର ଜିଲ୍ଲା ବୈଠକ ରେ ଆମ ଜିଲ୍ଲାରେ ବସବାସ କରୁଥିବା ତେଲୁଗୁ ଭାଷାର ବ୍ୟକ୍ତିବିଶେଷ ମାନେ ଏକତ୍ରିତ ହୋଇଥିଲେ l ତେଲୁଗୁ ଭାଷା ରେ "ଡମ୍ବ" ନାମରେ କୌଣସି ଜାତି କିମ୍ବା ଉପଜାତି ନଥିବାବେଳେ ଜିଲ୍ଲାରେ ଅନେକ ବ୍ୟକ୍ତିଙ୍କ ପଟ୍ଟା ରେ ଡ଼ମ୍ବ ଶବ୍ଦର ଉପଯୋଗ

ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ରାଜ୍ୟର ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଗଂଜାମ ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ହିଞ୍ଜିଳିବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି

ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଶରତ ପଟ୍ଟନାୟକ…

ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା ଏବେ ବି ଏହି କଥା କୁ ନେଇ ପୁରା ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି । ରାଜନୈତିକ, ବ୍ୟବସାୟିକ କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ

ବିଜିନେସ୍ ପଲିଟିକାଲ ମର୍ଡର: ସୁବାସ ପାଣିଗ୍ରାହୀ

ଭୁବନେଶ୍ୱର: ନବ ଦାସ ହତ୍ୟାକୁ ଏକ ବିଜନେଓ ପଲିଟିକାଲ ମର୍ଡର କହିଲେ ସୁବାସ ପାଣିଗ୍ରାହୀ । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସଂଗୀନ ଆରୋପ । ନବ ଦାସଙ୍କ ବହୁତ ଗୁଡିଏ ବିଜନେସ୍ ଥିଲା ଏବଂ ତାଙ୍କର ବଡ ସାମ୍ରାଜ୍ୟ ମଧ୍ୟ ରହିଥିଲା । ତାଙ୍କ ସାମ୍ରାଜ୍ୟ ନଷ୍ଟ କରିବାକୁ କେହି ଜଣେ

ନବ ଦାସ ହତ୍ୟା ମାମଲା: ଗୋପାଳର ଚାଲିଛି ଏଲବିଏ ଟେଷ୍ଟ…

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ଚାଲିଛି ଏଲଭିଏ ଟେଷ୍ଟ । ଏଲଭିଏ ଟେଷ୍ଟ ସହ ସାଇକୋଲଜିକାଲ ଆସେସମେଣ୍ଟଟେଷ୍ଟ ମଧ୍ୟ ଚାଲିଛି । ସିଏଫଏସଲ ଡାଇରେକ୍ଟର ଆଶା ଶ୍ରୀବାସ୍ତବ ନିଜେ ଏହି ପରୀକ୍ଷା କରାଉଛନ୍ତି । ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ବୟାନ ଆଧାରରେ ଏଲଭିଏ

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ

ନବ ଦାସଙ୍କ ହତ୍ୟାର ୮ ଦିନ ପରେ ବି ଜଣାପଡ଼ିନି ହତ୍ୟାର କାରଣ,ସାଇକୋଲୋଜିକାଲ ଆସେସମେଣ୍ଟ କରୁଛି ସିଏଫଏସଲ…

ଝାରସୁଗୁଡା : ନବ ଦାସଙ୍କ ହତ୍ୟାକୁ ୮ ଦିନ ବିତିଥିଲେ ବି ଏଯାଏ ଜଣାପଡ଼ିନି ହତ୍ୟାର କାରଣ । ଗୋପାଳ ଦାସ କାହିଁକି ଗୁଳି କରି ମାରିଲା ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ମର୍ଡର ମୋଟିଭ୍‌ କ’ଣ ଜାଣିବା ପାଇଁ ରିମାଣ୍ଡରେ ନେଇ କିଲର୍‌ ଏଏସଆଇ ମୁହଁରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ ।

ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗ : ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲି ଅଟକ

ମୁମ୍ବାଇ : ପତ୍ନୀଙ୍କୁ ପିଟାପିଟି ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲିଙ୍କୁ ପୁଲିସ ଅଟକ ରଖିଛି। ସୁବୁରବର୍ଣ୍ଣ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଏଭଳି କାଣ୍ଡ ଘଟାଇଥିବା କାମ୍ବଲିଙ୍କ ବିରୋଧରେ ମୁମ୍ବାଇ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

୧୯୭୧ ଯୁଦ୍ଧର ନରସଂହାର ପାଇଁ ପାକିସ୍ତାନ କ୍ଷମାମାଗୁ ବୋଲି କହିଲା ବାଂଲାଦେଶ; କଥା ଏଡ଼ାଇଲେ ହୀନା ରବ୍‌ବାନୀ…

କଲମ୍ବୋ: ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ବେଳେ ପ‌ାକିସ୍ତାନୀ ସେନା କରିଥିବା ନରସଂହାର ପାଇଁ ପାକିସ୍ତାନ ବାଂଲାଦେଶବାସୀଙ୍କୁ କ୍ଷମାଭିକ୍ଷା କରୁ ବୋଲି ପୁଣି ଥରେ ଦାବି କରାଯିବାରୁ ପାକିସ୍ତାନ ତାହାକୁ ଏଡ଼ାଇ ଦେଇଛି ବୋଲି ବଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ