Sign in
Sign in
Recover your password.
A password will be e-mailed to you.
ଆଦାନି ବିବାଦର ତଦନ୍ତ ଦାବି କରି ଦେଶବ୍ୟାପୀ ପ୍ରତିବାଦ ଚଳାଇଛି କଂଗ୍ରେସ
ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ କମ୍ପାନିଜ୍ର ଅଂଶଧନ ଉପରେ ତଦନ୍ତ ଦାବି କରି ଆଜି କଂଗ୍ରେସ ‘ସଂସଦରୁ ସଡ଼କ ପର୍ଯ୍ୟନ୍ତ’ ପ୍ରତିବାଦ ଆରମ୍ଭ କରିଛି। ଅଦାନି ଗ୍ରୁପ୍ ବିରୋଧରେ ‘ୟୁଏସ୍ ସର୍ଟ-ସେଲର୍ ହିଣ୍ଡେନ୍ବର୍ଗ ରିସର୍ଚ’ର କରିଥିବା ଅଭିଯୋଗ ବିଷୟରେ ‘ମିଳିତ ସଂସଦ କମିଟି’ କିଂବା!-->…
ତୁର୍କୀ, ସିରିଆରେ ଭୂକମ୍ପ ହେବ ବୋଲି ୩ଦିନ ପୂର୍ବେ ଭବିଷ୍ୟବାଣୀ କରିଥିଲେ ଡଚ୍ ଗବେଷକ, ହସି ଉଡାଇ ଦେଇଥିଲେ ଲୋକେ
ଇସ୍ତାନ୍ବୁଲ୍: ଆଜି ଦକ୍ଷିଣପୂର୍ବାଞ୍ଚଳ ତୁର୍କୀରେ ସଂଘଠିତ ୭.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୧୩୦୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଲୋକେ ଶୋଇଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଥିବାରୁ ଧରାଶାୟୀ!-->…
ତୁର୍କୀରେ ପୁଣି ଭୂମିକମ୍ପ, ୨୪ ଘଣ୍ଟାରେ ୩ୟ ଝଟକା,ମୃତ୍ୟୁସଂଖ୍ୟା ୧୮୦୦ ଟପିଲା
ଅଙ୍କାରା : ତୁର୍କୀରେ ପୁଣି ଭୂମିକମ୍ପ ଆସିଛି । ଗତ ୨୪ ଘଣ୍ଟାରେ ଏହା ହେଉଛି ୩ୟ ଭୂମିକମ୍ପ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍ଥିତି ଆହୁରି ସଂଗୀନ ହେବା ସହ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।ସୋମବାର ଭୋର ୪ଟା ବେଳେ ହୋଇଥିବା!-->…
ତୁର୍କୀ ଉପରେ ବିପଦର ପାହାଡ଼ : ପୁଣି ଆସିଲା ବଡ଼ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୪୦୦ ଟପିଲା…
ଇସ୍ତାନବୁଲ : ତୁର୍କୀ ଉପରେ ପଡ଼ିଥିବା ବିପଦ ଟଳିନାହିଁ । ସୋମବାର ଭୋରରୁ ହୋଇଥିବା ବିନାଶକାରୀ ଭୂମିକମ୍ପ ପରେ ସୋମବାରଦିନ ଆଉ ଏକ ବଡ଼ ଭୂମିକମ୍ପ ଆସିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ବୋଲି ଜଣାପଡ଼ିଛି । ଅପରାହ୍ଣ ସାଢେ ଗୋଟାଏରେ ଏହି ଭୂମିକମ୍ପ ଦକ୍ଷିଣ ତୁର୍କୀର!-->…
ଆଇଏନଏସ ବିକ୍ରାନ୍ତରେ ପ୍ରଥମ ଥର ପାଇଁ ଓହ୍ଲାଇଲା ଲଢୁଆ ବିମାନ…
ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଦିଗରେ ସୋମବାର ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ନୌସେନାର ପାଇଲଟମାନେ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ଏଲସିଏ ବା ତେଜସର ନାଭାଲ ଭାରିଆଣ୍ଟକୁ ସଫଳତାର ସହ ଅବତରଣ କରାଇଛନ୍ତି ।ଗତ ବର୍ଷ!-->…
ଦାଉଦଙ୍କୁ ଭାରତ ହସ୍ତାନ୍ତର ପାଇଁ ମୁଶାରଫଙ୍କୁ କହିଥିଲେ ଆଡ଼ଭାନୀ…
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆଜି ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ପରଭେଜ ମୁଶାରଫ ଅସୁସ୍ଥ ଥିଲେ ଏବଂ ତାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ତେବେ ୨୦୦୧!-->…
ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି…
ନୂଆଦିଲ୍ଲୀ : ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି। ପ୍ରଧାନବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ପାଞ୍ଚ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ!-->…
ପୁଣି ହଟ୍ଟଗୋଳ, ଦିଲ୍ଲୀ ମେୟର ନିର୍ବାଚନ ତୃତୀୟ ଥର ପାଇଁ ଅଟକିଲା
ନୂଆଦିଲ୍ଲୀ : ପୁଣିଥରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ଅଟକିଛି। ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି। ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା। ଏବେ!-->…
ପୁଣି ଏକ ମିଶନରେ ବାହାରିବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉ ଏକ ଲମ୍ବା ପଦଯାତ୍ରା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ସେ ସଜବାଜ ମଧ୍ୟ ଆରମ୍ଭ କରିଦେଲେଣି। ଆଗାମୀ ଦିନରେ ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଆସାମ ପର୍ଯ୍ୟନ୍ତ ଏକ ବିଶାଳ!-->…
ଜାତିପ୍ରଥାକୁ କିଛି ବ୍ରାହ୍ମଣ ତିଆରି କରିଛନ୍ତି: ମୋହନ ଭାଗବତ…
ନୂଆଦିଲ୍ଲୀ : ଜାତିପ୍ରଥାକୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ବୟାନ ବିତର୍କଘେରାକୁ ଟାଣିଛି। ଆରଏସସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ଇଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଶାସ୍ତ୍ର ଆଧାରରେ କିଛି ପଣ୍ଡିତ ଓ ବ୍ରାହ୍ମଣମାନେ ଜାତିପ୍ରପ୍ରଥା ତିଆରି!-->…