Sign in
Sign in
Recover your password.
A password will be e-mailed to you.
ନବବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…
ସାଲେପୁର: ପ୍ରେମ ବିବାହର ୭ମାସ ନ ପୂରୁଣୁ ଜଣେ ନବବଧୂର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ନବବଧୂ ପରିବାର ପକ୍ଷରୁ ଅଧିକ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ସାଲେପୁର ପୁଲିସ ଏହି ଘଟଣାରେ ନବବଧୂର ଶ୍ୱଶୁରଙ୍କୁ!-->…
ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ
ପୁରୀ: ପୁରୀ ଆସି ଶ୍ରୀ ମନ୍ଦିରରେ ଶ୍ରୀଜଗନ୍ନାଥ ଦର୍ଶନ କଲେ ଲୋକପ୍ରିୟ ଟେଲିଭିଜନ କଳାକାର ତଥା ଦୁରଦର୍ଶନର ସର୍ବାଧିକ ପ୍ରସାରିତ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଗତକାଲି ସନ୍ଧ୍ୟା ଶ୍ରୀମନ୍ଦିର ପହଞ୍ଚି ଜଗାଦର୍ଶନ କରିବା ସହ ଆଜି ଭୁବନେଶ୍ୱରରେ ହେବାକୁ ଥିବା ଶୁଣ!-->…
ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ସହିତ ୫ଗିରଫ
ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା ପୋଲିସ। ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତିଆ ସ୍ଥିତ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ବେଳେ ଯାଜପୁର ଏସପିଙ୍କ ନିର୍ଦେଶ କ୍ରମେ ବୈରୀ ଥାନା ପୋଲିସ ଚଢ଼ାଉ କରି ୫ଜଣକୁ ଗିରଫ କରିଛି।!-->…
ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ : ଜମିବାଡ଼ି ବିବାଦ ଥିଲା ମୂଳ କେନ୍ଦ୍ର..
ରାଉରକେଲା: ରାଉରକେଲାରେ ଡବଲ ମର୍ଡର ଘଟଣାରେ ପୋଲିସ ହାତରେ ବଡ଼ ସୁରାକ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହତ୍ୟାକାଣ୍ଡରେ ଗଞ୍ଜୁ ଓ ତାଙ୍କ ପତ୍ନୀଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।!-->…
ମୁଖ୍ୟମନ୍ତ୍ରୀ ନିରବ କାହିଁକି: ଶରତ ପଟ୍ଟନାୟକ…
ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ । ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କଲେ ଶରତ ପଟ୍ଟନାୟକ । କ୍ରାଇମ ବ୍ରାଞ୍ଚ ଉପରେ କାହାର ଭରସା ନାହିଁ । ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଅ୍ଧବ ତଦନ୍ତ ହେଲେ ଘଟଣା କଣ!-->…
ଟି-ସେତୁରେ ଜାଗର କଟକଣା…
କଟକ : ଆସନ୍ତା ୧୮ ତାରିଖରେ ମହାଶିବ ରାତ୍ରୀ। ଏଥିପାଇଁ ବଡ଼ମ୍ୱା ସିଂହନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ ଦେଇ ଯାନବାହନ ବନ୍ଦ ରହିବ ବୋଲି ଶନିବାର!-->…
ଓଡ଼ିଶାର ସବୁ ବିଦ୍ୟାଳୟକୁ ‘ଶିଶୁଲେଖା’ ପତ୍ରିକା ବଣ୍ଟନର ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର!-->…
ବର୍ଷକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଳ୍ପ ପ୍ରତିଷ୍ଠାନ…
ଭୁବନେଶ୍ୱର: ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଡୁବୁରୀ-ପାରାଦ୍ୱୀପ ଏକ୍ସପ୍ରେସ ହାେଇୱ କଡ଼ରେ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଆବଶ୍ୟକୀୟ ଜମି ଚିହ୍ନଟ ପାଇଁ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନ ବୁଲି ଦେଖିଛନ୍ତି । ଶିଳ୍ପ ବିଭାଗ!-->…
ପୂର୍ବତନ କ୍ରିକେଟ୍ ଖେଳାଳି ବିନୋଦ କାମ୍ବ୍ଲିଙ୍କ ନାଁରେ ପତ୍ନୀ ନିର୍ଯାତନା ମାମଲା
ମୁମ୍ବାଇ: ପତ୍ନୀଙ୍କୁ ମାରଧର କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ପୂର୍ବତନ ଭାରତୀୟ କ୍ରିକେଟ୍ ଖେଳାଳି ବିନୋଦ କାମ୍ବ୍ଲିଙ୍କ ନାମରେ ମାମଲା ରୁଜୁ କରିଛି।ନିଶାସକ୍ତ ଅବସ୍ଥାରେ ଶୁକ୍ରବାର ଦିନ ବାନ୍ଦ୍ରା ଫ୍ଲାଟ୍ରେ କାମ୍ବ୍ଲି ତାଙ୍କୁ ଗାଳିଗୁଲଜ ଦେବା ସହିତ ମାରଧର କରିଥିଲେ ବୋଲି!-->…
ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୧୩: ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୭
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୮୧୭ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,!-->…