ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ: ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ରାଜନୀତିରେ ହିଂସାର ସ୍ଥାନ ନାହିଁ। କେବଳ ସାଧାରଣ ଲୋକ

ବ୍ରାଜିଲ୍‌ର ପୂର୍ବତନ ରାଷ୍ଟ୍ରପତିଙ୍କ ନିର୍ବାସିତ ଜୀବନ: ‘କେଏଫ୍‌ସି’ରେ ଖାଉଛନ୍ତି; ସୁପର୍‌ମାର୍କେଟ୍‌ରେ ବୁଲୁଛନ୍ତି

ଡୋରାଲ୍‌ (ଫ୍ଲୋରିଡା): ଲାଟିନ୍‌ ଆମେରିକାର ବୃହତ୍ତମ ଦେଶ ବ୍ରାଜିଲ୍‌ ଏବଂ ତା’ର ୨୧୪ ନିୟୁତ ଜନତାଙ୍କ ଉପରେ ରାଷ୍ଟ୍ରପତିତ୍ବ କରୁଥିବା ଜାଇଲ୍‌ ବୋଲ୍‌ସୋନାରୋ ସମ୍ପ୍ରତି ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ଗୋଟାଏ କ୍ଷୁଦ୍ର ନଗରୀରେ ରହି ‘ଫାଷ୍ଟ୍‌-ଫୁଡ୍‌’ ରେସ୍ତୋରାଁରେ ଏକାକୀ

ଆହ୍ଲାବାଦର ପ୍ରୟାଗରାଜ୍ ଗଲା ନବ ଦାସଙ୍କ ଅସ୍ଥି…

ଝାରସୁଗୁଡ଼ା: ଆହ୍ଲାବାଦ ଗଲା ନବ ଦାସଙ୍କ ଅସ୍ଥି । ବାପାଙ୍କ ଅସ୍ଥି ନେଇ ଗଲେ ପୁଅ ବିଶାଲ । ଝାରସୁଗୁଡ଼ା ବିମାନବନ୍ଦରରୁ ଗଲେ ପୁଅ ବିଶାଲ । ଗତ ରବିବାର ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ପୁଅ ବିଶାଲଙ୍କ ସହ ତାଙ୍କ ସମ୍ପର୍କୀୟ ମଧ୍ୟ ଆହ୍ଲାବାଦ ଯାଇଛନ୍ତି ।

ଆତଙ୍କବାଦୀଙ୍କ ଜରିଆରେ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରୁଛି ପାକିସ୍ତାନ…

ପାକିସ୍ତାନ: ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ବି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର

ଝାରସୁଗୁଡ଼ାରେ ମନସ୍ତତ୍ୱବିତ୍ ଟିମ୍: ଗୋପାଳ ଦାସର ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ ଜାରି…

ଝାରସୁଗୁଡ଼ା : ସତ ଉଗାରୁଛି କିଲର ଏଏସଆଇ । ଗୋପାଳ ଦାସକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ହତ୍ୟାର ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ବା LVA ଟେଷ୍ଟ ପରେ ଗୋପାଳର ମାନସିକ ସ୍ଥିତିର ଅନୁଧ୍ୟାନ ଚାଲିଛି । ଝାରସୁଗୁଡ଼ା OSAP ଦ୍ୱିତୀୟ

ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ : ଚୀନ୍‌…

ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି।ଆମେରିକା ଆକାଶରେ ଦେଖା

ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ…

ଯାଜପୁର : ଯାଜପୁର ଦଶରଥପୁର ବିଜିପୁର ଗାଁରେ ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ସଡ଼କ ଦୁର୍ଘଟଣା ରେ ତାଙ୍କର ପରଲୋକ ହୋଇଥିଲା। ସେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ। ଅର୍ଜୁନ ବାଇକରେ ଭୁବନେଶ୍ୱର ଯାଉଥିବା ବେଳେ

ଦେଶରେ ଖାଲି ଭାଷଣ ଦିଆଯାଉଛି, କୃଷକଙ୍କ ଉପରେ କାହାର ଧ୍ୟାନ ନାହିଁ: କେସିଆର…

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଆଜି ନବଗଠିତ ଭାରତୀୟ ରାଷ୍ଟ୍ରୀୟ ସମିତି (ବିଆରଏସ) ଏକ ମେଗା ରାଲି କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି | ଏହି ସାଧାରଣ ସଭାକୁ ସମ୍ବୋଧିତ କରି ଦଳର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କେନ୍ଦ୍ର ସରକାରଙ୍କୁ

୧୫ ବର୍ଷର ପୁରୁଣା ଗାଡ଼ି ଉପରେ ଟିକସ ଓ ଫାଇନ ଛାଡ଼ କଲେ ସରକାର…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ : ସିଦ୍ଧରମୈୟା

ବେଙ୍ଗାଲୁର :  ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ। ଏଭଳି କିଛି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା। ସେ ଅବସର ଘୋଷଣା କରିବା ଆଳରେ ରାଜନୈତିକ ଗୋଟି ଚାଳନା କରିଛନ୍ତି। ସୂଚନା ଅନୁସାରେ, ଅବସର ନେ‌ଲା ପରେ ମଧ୍ୟ ସେ