Sign in
Sign in
Recover your password.
A password will be e-mailed to you.
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତ ଦାନ…
ସୁନ୍ଦରଗଡ଼ / ରାଉରକେଲା : ପ୍ରତିବର୍ଷ ପରି ରାଉରକେଲାର ଅଗ୍ରଣୀ ସାହିତ୍ୟ- ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥି ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳେ ଷ୍ଟେସନ ସମ୍ମୁଖରେ ସଂଘ ଦ୍ୱାରା ସ୍ଥାପିତ!-->…
ପେଣ୍ଡ୍ରାଣୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ..
ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟର 39ତମ ବାର୍ଷିକ ଉତ୍ସବ ମହା ସମାରହରେ ପାଳନ କରାଯାଇଅଛି | ଏହି ଉତ୍ସବରେ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ପ୍ରାୟ ଦୁଇ ହଜାର ପାଞ୍ଚ ସହ ଛାତ୍ର, ଛାତ୍ରୀ ଯୋଗଦାନ କରିଥିଲେ | ପେଣ୍ଡ୍ରାଣୀ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ!-->…
ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ ଆନୁକୁଲ୍ୟରେ ଅନ୍ତଃ ପ୍ରକଳ୍ପ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ…
ମାଲକାନଗିରି // ବାଲିମେଳା (୪।୨) : ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍, ଭୁବନେଶ୍ୱର ପରିସର ଭୂକ୍ତ ଜଳ ବିଦ୍ୟୁତ୍ ପ୍ରକଳ୍ପ ମାନଙ୍କ ମଧ୍ୟରେ ଅନ୍ୟତମ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ, ଦୀର୍ଘ ୫୦ ବର୍ଷ ଧରି ଓଡିଶାର ଶକ୍ତି ଭିତିଭୁମିକୁ ସୁଦୃଢ କରି ଚାଲିଛିା ଓଡିଶାର ଦ୍ୱିତୀୟ!-->!-->!-->…
ଚିକିଟୀ ପେଣ୍ଠ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ-ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ପେଣ୍ଠ ସ୍ଥିତ ଚିକିଟୀ ପେଣ୍ଠ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ଆଜି ଓ କାଲି ତଥା ଶନିବାର ଓ ରବିବାର ଦୁଇ ଦିନ ବ୍ୟାପୀ ମହା ଆଡମ୍ବରରେ ଏହି ଉତ୍ସବ!-->…
କନ୍ଧମାଳବାସୀଙ୍କ ରେଳ ଯୋଗାଯୋଗ ସ୍ୱପ୍ନ ସାକାର ହେବ…
ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଫୁଲବାଣୀ : କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟ୍ରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦କୋଟି ଟଙ୍କା ବ୍ୟୟ!-->…
ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ…
ହିଞ୍ଜିଳିକାଟୁ ୪/୨ : ହିଞ୍ଜିଳିକାଟୁ ବ୍ଲକ ସୋମପୁର ଅନ୍ତର୍ଗତ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ରେ ମୁଖ୍ୟଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ!-->…
ଆବାସ ଯୋଜନା ତାଲିକାରେ ଅନିୟମିତତା ନେଇ ବ୍ଲକ ଘେରାଉ କଲା ବିଜେପି…
ଦାରିଙ୍ଗବାଡି,୪/୨: ଆବାସ ଯୋଜନାରେ ଯୋଗ୍ୟ ଲୋକ ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ଲୋକ ରହିଥିବା ଯୋଗୁଁ ବିଜେପି ପକ୍ଷରୁ ଏହାକୁ ବିରୋଧ କରିବା ସହ ଯୋଗ୍ୟ ଲୋକଙ୍କୁ ଆବାସ ଯୋଜନା ତାଲିକାରେ ଯୋଗ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ଘେରାଉ କରିଛି ବିଜେପି । ଏନେଇ ଦାରିଙ୍ଗବାଡି ବିଜେପି!-->…
ଚିକିଟୀ ମହାବିଦ୍ୟାଳୟର ବାର୍ଷିକୋତ୍ସବ…
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦର ୪୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ ସମେତ ନିମନ୍ତ୍ରିତ ଅତିଥି ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ ।ଅଧ୍ୟକ୍ଷ!-->…
ବିବାଦୀୟ ବିଷୟବସ୍ତୁ ନହଟାଇବାରୁ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ…
ଇସଲାମାବାଦ: ଲୋକପ୍ରିୟ ମାଗଣା ଏନସାଇକ୍ଲୋପିଡ଼ିଆ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ। ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପିଟିଏର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ରେ ପିଟିଏ ଏକ ପ୍ରେସ ବିଜ୍ଞପ୍ତି ଜାରି!-->…
ଦାରିଙ୍ଗବାଡି : ୨୩ କେଜି ଗଂଜେଇ ଜବତ ଜଣେ ଗିରଫ…
ଦାରିଙ୍ଗବାଡ଼ି,୦୪/୨,ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଲକଟି ଛକ ନିକଟରେ ଗଞ୍ଜେଇ ଚୋରାଚାଲାଣ ପାଇଁ ଗାଡ଼ି ଅପେକ୍ଷାରେ ରହିଥିବା ବେଳେ ଚାଲାଣ କାରୀକୁ ପୋଲିସ ଚତୁରତାର ସହ କାବୁ କରିନେବା ସହ ବସ୍ତା ଯୋଗେ ନେଉଥିବା ୨୩ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ କରି ଗତକାଲି କୋର୍ଟ ଚାଲାଣ!-->!-->!-->…