ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ…

ନୀଳଗିରି: ଅଜଣା ଗାଡି ଧକ୍କାରେ ୩ ଭାଲୁ ମୃତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧୀନ ଅଯୋଧ୍ୟା ମିତ୍ରପୁର ରାସ୍ତା ପାଟଣା ଠାରେ ଅଜଣା ଗାଡି ଧକ୍କାରେ ୩ଟି ଭାଲୁଙ୍କର ମୃତ୍ୟୁ ହୋଇଥିବା ସୂଚନା । ମାଆ ଭାଲୁ ସହ ୨ଟି ଛୁଆ ଭାଲୁଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ, ରବିବାର ଭୋର

ଚାଇନା ଉପରେ ପୁଣି ଥରେ ଭାରତର ଡିଜିଟାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ : ଚାଇନା ଉପରେ ପୁଣି ଥରେ ଭାରତ ଡିଜିଟାଲ ଷ୍ଟ୍ରାଇକ କରିଛି। ଚାଇନା ଲିଙ୍କ ଥିବେ ୨୩୨ ରୁ ଅଧିକ ଆପକୁ ନିଷିଦ୍ଧ କରିଛନ୍ତି କେନ୍ଦ୍ର ସରକାର। ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ବ୍ୟାନ୍‌ କରାଯାଥିବା ଆପ୍‌ ମଧ୍ୟରେ ୧୩୮ ବେଟିଂ ଆପ ଏବଂ ୯୪ ଋଣ ଆପ

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା…

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ସ୍କୁଲ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଛି ସୂଚନା । ଏହି ପରୀକ୍ଷା ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବା ନେଇ ସୂଚନା

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁୁଙ୍କ ଉପସ୍ଥିତିରେ ଜଳିଲା ଝାଡ଼ଦୀପ…

ଢେଙ୍କାନାଳ: ୧୮୭୪ମସିହାରୁ ଆରମ୍ଭ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୧୫୦ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଅନୁଷ୍ଠିତ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଜଣାଯାଇଛି । ସନ୍ଧ୍ୟା ୫ଟା୧୫ରେ ଝାଡରେ ଅଗ୍ନୀ ସଂଯୋଗ

ଜୋଶୀମଠର ସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ରବି ଶଙ୍କର ପ୍ରସାଦ…

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜୋଶୀମଠର ସ୍ଥିତିକୁ ଭଲ ଭାବରେ ପରିଚାଳନା କରୁଛନ୍ତି। ଏହା କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ବିପଦସଙ୍କୁଳ ଅବସ୍ଥାରେ ଥିବା ଜୋଶୀମଠର ସ୍ଥିତିକୁ ଭଲ ଭାବେ ପୁଷ୍କର ସିଂ ଧାମି ପରିଚାଳନା କରୁଥିବାରୁ

ଓଏଏସ ସ୍ତରରେ ଅଦଳବଦଳ…

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ) ସ୍ତରରେ ବଦଳି କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ଅବକାରୀ ବିଭାଗର ଅତିରିକ୍ତ

ବୋମା ବିସ୍ଫୋରଣରେ ଟିଏମସି କର୍ମୀଙ୍କ ମୃତ୍ୟୁ…

କୋଲକାତା : ପଶ୍ଚିମବଙ୍ଗର ବୀରଭୂମିରେ ପୁଣି ହିଂସାକାଣ୍ଡ ଘଟିଛି। ବୀରଭୂମ ଜିଲାର ମାରଗ୍ରାମରେ ବୋମା ବିସ୍ଫୋରଣ ଯୋଗୁ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଗୁରୁତରଙ୍କୁ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ପରଲୋକ…

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବେଜ ମୁଶାରଫଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁଶାରଫ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୁଶାରଫଙ୍କ ମୃତଦେହକୁ

ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ…

ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼  ସଫଳତା । ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ ସହ ଟ୍ରକ୍‌ ଜବତ ହୋଇଛି । ଏହା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।  କୌଣସି ବିଶେଷ ସୂତ୍ରରୁ ଖବର ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶକୁ

ବାସହୀନଙ୍କ ଆଶ୍ରୟସ୍ଥଳୀରେ ଦୀର୍ଘ ଏକ ସପ୍ତାହ ହେଲା କରେଣ୍ଟ ନଥିବା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର…

ବ୍ରହ୍ମପୁର : ସ୍ଥାନୀୟ ପାୟଲ ହଲ ସମ୍ମୁଖରେ ଥିବା ସହରାଞ୍ଚଳ ବାସହୀନ ନିମନ୍ତେ ଥିବା ଆଶ୍ରୟସ୍ଥଳୀରେ ଦୀର୍ଘ ଏକ ସପ୍ତାହ ହେଲା କରେଣ୍ଟ ନ ଥିବା ଯୋଗୁଁ ସେଠାରେ ରହୁଥିବା ଗରିବ ଶ୍ରେଣୀର ଲୋକମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉ ଥିବା ଦେଖା ଦେଇଛି | ତେଣୁ ଏଥିପ୍ରତି