Sign in
Sign in
Recover your password.
A password will be e-mailed to you.
ଗାଁ ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ…
ହିଞ୍ଜିଳିକାଟୁ ୪/୨: ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ଗାଁ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଅମଳ ପାଇଁ ଥିବା ଧାନ ବିଡା ସହ ପାଳଗଦା ଜଣାଯାଇଛି। ଲକ୍ଷାଧିକ ଟଙ୍କାର ଧାନ ପୋଡି ଜଳି ପାଉଁଶ ହୋଇଗଲା। ଖଳାରେ କିପରି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା!-->!-->!-->…
ଘରୋଇ ବିଦ୍ୟାଳୟ ବିସ୍ପୋରଣ ଘଟଣାର ତଦନ୍ତ ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଏବିଭିପି…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଘରୋଇ ଶିକ୍ଷାନୁଷ୍ଟନ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଘଟିଥିବା ବିସ୍ପୋରଣ ଘଟଣା ରେ ଆଜି ଏବିଭିପି ତରଫରୁ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି lବିସ୍ପୋରଣରେ ଗୁରୁତର ଆହତ ହୋଇ କଟକ ଏସସିବିରେ!-->!-->!-->…
କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଅନୁଷ୍ଠିତ…
ବ୍ରହ୍ମପୁର : କର୍କଟ ରୋଗ ଏବେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆଜି ବ୍ରହ୍ମପୁର କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଓ ଜନସଚେତନତା ରାଲି ଖଲ୍ଲିକୋଟ ପଡିଆ ରୁ ବାହାରି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଅନପୂଣ୍ଣ ମାର୍କେଟ!-->…
ମତ୍ସ୍ୟଜୀବୀଙ୍କ ସହାୟତା ନିମନ୍ତେ ଆବେଦନକାରୀଙ୍କ ଭିଡ଼, ପୁଲିସ୍ ଫୋର୍ସ ମୁତୟନ
ଅସ୍ତରଙ୍ଗ: ମତ୍ସ୍ୟଜୀବୀ ସହାୟତା ପାଇବା ନିମନ୍ତେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଫିସ୍ ନିକଟରେ ପ୍ରବଳ ଭିଡ଼ ଲାଗିରହିଛି। ଶୁକ୍ରବାର ଠାରୁ ଏଭଳି ଭିଡ଼ ଯେ ସମ୍ବାଳି ପାରୁନି ସାମୁଦ୍ରିକ ମତ୍ସ୍ୟବିଭାଗ। ପାଞ୍ଚଟି ପଞ୍ଚାୟତରୁ ଲୋକମାନେ ଜମା ହେବା ଫଳରେ ହୋହାଲ୍ଲା!-->…
୫୦ ଫୁଟ ତଳକୁ ଖସିଲା କାର୍, ୩ ଗୁରୁତର
ଗତକାଲି ବିଳମ୍ବିତ ରାତିରେ ନିଆଳି ଥାନା ବିଲାସୁଣୀ ବଳିକୁଡଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଳିକୁଡଠାରେ ଥିବା କୁଣ୍ଡିମୁହଁ ପୋଲ ଅତିକ୍ରମ କରିବା ପରେ ଏକ କାର୍ ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ପଡ଼ିଥିଲା। ଫଳରେ କାର୍ରେ ଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି।!-->…
‘ବିଧାୟକ କ୍ୟାରେକ୍ଟରଲେସ୍, ତାଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି’
ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି। ସେପରି ପୁଅକୁ ବିବାହ କରିବାଠୁ ଅବିବାହିତ ରହିଯିବା ଭଲ। କିନ୍ତୁ ସେ ଦଣ୍ଡ ପାଇବା ଉଚିତ। ’ ଗଣମାଧ୍ୟମ ସମ୍ମୁଖରେ ଏପରି କହିଛନ୍ତି ଜଗତସିଂହପୁର!-->…
୧୫ଫୁଟ୍ ତଳକୁ ଖସିଲା ବାଇକ୍; ଶଳା ମୃତ, ଭିଣୋଇ ଆହତ…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତ ଜଣକ ହେଲେ!-->!-->!-->…
ନବ ଦାସ ହତ୍ୟା ଘଟଣାରେ ଜଣେ ପୁଲିସ ଗୁଳିକରି ମାରିବା ଆଶ୍ଚର୍ଯ୍ୟ ଲାଗୁଛି : ସୌମ୍ୟରଞ୍ଜନ ପଟ୍ଟନାୟକ
କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ପଟ୍ଟନାୟକ କହିଛନ୍ତି ଯେ, ନବ ଦାସଙ୍କୁ ପୁଲିସ ଗୁଳି କରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଏହା ବିଶ୍ବାସ ହେଉନାହିଁ।!-->…
ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍ଡୋଜର୍…
ବାଲେଶ୍ୱର: ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍ଡୋଜର୍ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍ ମୁଡ୍ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍ଡୋଜର ଲଗାଇ ଭଙ୍ଗା!-->…
ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର
ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି!-->…