ନବ ଦାସ ହତ୍ୟା ମାମଲା : ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ଖୋଜୁନି ପୋଲିସ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଦିନକୁ ଦିନ ଖୋଲିବାରେ ଲାଗିଛି ଅନେକ ତଥ୍ୟ । ଗୋପାଳ ସୁଟର, ହ୍ୟାଣ୍ଡଲରକୁ ଖୋଜୁଛି ପୋଲିସ କହିଲେ ଜୟନାରାୟଣ ମିଶ୍ର । ପୋଲିସ ଉପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆରୋପ । ହତ୍ୟାର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର

ଟ୍ରକ ଟର୍ମିନାଲରେ ମହିଳାଙ୍କୁ ହତ୍ୟା !

କଟକ: ଦିନକୁ ଦିନ ମୃତ୍ୟୁର ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଆଉ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଜଗତପୁର ଟ୍ରକ ଟର୍ମିନାଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା । ପୋଲିସ ମୃତଦେହକୁ ଉଦ୍ଧାର କରି ଜଗତପୁର ଥାନା ପୋଲିସର ଛାନଭିନ ଜାରି ରହିଛି । ମୃତ ମହିଳା

୫୦୦ ବର୍ଷର ପ୍ୟାଲେସ୍‌ରେ ବାହା ହେବେ ସ୍ମୃତି ଇରାନୀଙ୍କ ଝିଅ

ନୂଆଦିଲ୍ଲୀ : ବାହା ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ। ହାତକୁ ଦି ହାତ ହେବେ ଶଲେନ ଇରାନୀ। ଝିଅକୁ ରାଜକୁମାରୀ ଭଳି ବିଦା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମା' ସ୍ମୃତି। ଏଥିପାଇଁ ସଜେଇ ହୋଇଛି ୫୦୦ ବର୍ଷର ପୁରୁଣା ପ୍ୟାଲେସ। ସିଦ୍ଧାର୍ଥ ଓ କିଆରାଙ୍କ ପରେ ରାଜସ୍ଥାନରେ ରାଜକୀୟ

ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି

ଝାରସୁଗୁଡ଼ା: କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଝାରସୁଗୁଡ଼ାରେ

୨୦୦୪ରୁ ୧୪ ପର୍ଯ୍ୟନ୍ତ କଂଗ୍ରେସ ଶାସନ ଅଧିକ ଦୁର୍ନୀତିପୂର୍ଣ୍ଣ ଥିଲା: ମୋଦି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିଛନ୍ତି। ଏହି ଅବସରରେ ମୋଦି କଂଗ୍ରେସ ଉପରେ ନିଶାନା କରିଛନ୍ତି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦାନି ପ୍ରସଙ୍ଗ ସହ ବିଭିନ୍ନ

ଆଖି ବୁଜିଲା ଚିକିତ୍ସାଧୀନ ହାତୀ: କିଛିଦିନ ଧରି ଥିଲା ଅସୁସ୍ଥ

ଭଞ୍ଜନଗର: ଚିକିତ୍ସାଧୀନ ଅବସ୍ଥାରେ ମାଈହାତୀ ମୃତ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ଲେଙ୍ଗେଡା ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ହାତୀଟି କ୍ରିଆଝୋଳ ଗାଁକୁ ଲାଗିରହିଥିବା ଜଙ୍ଗଲରେ ଏକା ହୋଇ ବୁଲୁଥିଲା। ଗାଁ

ଖୁବଶୀଘ୍ର ସିନ୍ଦେଙ୍କ ଶାସନର ପତନ ହେବ: ଆଦିତ୍ୟ ଠାକରେ…

ମୁମ୍ବାଇ : ଶିବସେନା ନେତା ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ବୁଧବାର ମହାରାଷ୍ଟ୍ରର ସିନ୍ଦେ ସରକାରକୁ ନିଶାନା କରିଛନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ

ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପାଇଁ ଗୁରୁବାର ଝାରସୁଗୁଡ଼ାରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ମୃତିସଭା । ଏଥିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବେ । ମନ୍ତ୍ରିମଣ୍ଡଳର ପ୍ରାୟ ସମସ୍ତ ସଦସ୍ୟ,

ରଶି ଲଗାଇ ଜୀବନ ହାରିଲେ ମହିଳା…

ବ୍ରହ୍ମପୁର: ବ୍ରହ୍ମପୁର ମିନାକ୍ଷୀ ନଗର ପ୍ରଥମ ଲାଇଲରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ସୁଚିସ୍ମିତା ନାୟକ । ଏନେଇ ଘର ଲୋକେ ଦେଖିବା ପରେ ଗୋଷାଣୀନୂଆଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ

ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର : ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ। ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ। ସେବାୟତଙ୍କ ପରିବାର ଭୋର ୪ଟାରୁ ୫ଟା ମଧ୍ୟରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଆସିପାରିବେ। ସେହିପରି ପାସ୍‌ଧାରୀ