Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳିକାଟୁ ପୌରପରିଷଦ ଷଷ୍ଠ ସାଧାରଣ ବୈଠକ
ହିଞ୍ଜିଳିକାଟୁ ୮।୨ : ହିଞ୍ଜିଳିକାଟୁ ପୌରପାଳିକା ବୈଠକ ଗୃହରେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲର ମାନଙ୍କୁ ନେଇ ଷଷ୍ଠ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକା ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ!-->…
ଫାଇଲେରିଆ ରୋକିବା ନେଇ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡି,୮/୨ : ଦାରିଙ୍ଗବାଡିରେ ଫାଇଲେରିଆ ରୋକିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟାନ୍ୟ ବିଭାଗ ଆଗକୁ ଆଗେଇ ଆସି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି । ସ୍ବାସ୍ଥ୍ୟ ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତା କ୍ରମେ!-->!-->!-->…
ବନବିଭାଗ ତରଫରୁ ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ୪ନଂ.ଓ୍ବାର୍ଡର ଗୋଇବନ୍ଧା ଡ୍ୟାମ୍ ନିକଟରେ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ବାରା ଇକୋ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଥିବା!-->…
ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ: ଜଣେ ଗିରଫ
ବାଲିଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ଲଣ୍ଡାଗାଁ!-->…
ଜୁନ ୭-୧୧ରେ ଲଣ୍ଡନରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ତାରିଖ ଘୋଷଣା କରିଛି । ଏହି ଟେଷ୍ଟ ମ୍ୟାଚଟି ଲଣ୍ଡନର ଓଭାଲଠାରେ ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବ । ୧୨ ତାରିଖକୁ ଏକ ରିଜର୍ଭ ଦିବସ ଭାବେ ରଖାଯାଇଛି ।ଗତ ୨୦୨୧ରେ ହୋଇଥିବା ପ୍ରଥମ!-->…
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଗୁଜୁରାଟ ଯିବ ଗୋପାଳ ଦାସ..!
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ!-->…
ମୋ ଭାଷଣ କାହିଁକି କାଟିଲ ? ରାହୁଲ ଗାନ୍ଧିଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର କେତେକ ଆପତ୍ତିଜନକ ଅଂଶକୁ ସଂସଦର ରେକର୍ଡରୁ କାଟିଦିଆଯିବାକୁ ନେଇ ବିବାଦ ଦେଖାଦେଇଛି । ଏ ନେଇ ଅସନ୍ତୋଷ ପ୍ରକାଶ କରି ରାହୁଲ!-->…
ହେପାଜତ ମୃତ୍ୟୁ ମାମଲା: ରେଞ୍ଜରଙ୍କ ସମେତ ୬ ବନ କର୍ମଚାରୀ ଗିରଫ…
ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ମାମଲାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ!-->…
ନବ ଦାସ ହତ୍ୟା ମାମଲା: ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବ ନାର୍କୋ ଟେଷ୍ଟ
ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ!-->…
ଜି-୨୦ ରାଷ୍ଟ୍ରବାସୀଙ୍କୁ ଭାରତରେ ମିଳିବ ୟୁପିଆଇ ସୁବିଧା
ନୂଆଦିଲ୍ଲୀ : ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଜରିଆରେ ଭାରତରେ କିଣାକିଣିର ସୁବିଧା ପାଇବେ ବିଦେଶୀ। ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ ଏନେଇ ଆଜି ଘୋଷଣା କରିଛନ୍ତି। ତେବେ କେବଳ ଜି-୨୦ ରାଷ୍ଟ୍ରବାସୀ ଦେଶର କିଛି ଏୟାରପୋର୍ଟରେ ଏହି ସୁବିଧା ପାଇବେ ବୋଲି ଆରବିଆଇ ପକ୍ଷରୁ!-->…