ଉତ୍କଳ ବିଶ୍ୱବଦ୍ୟାଳୟରେ ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟରେ ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ମ୍ୟାଚ୍…

ଭୁବନେଶ୍ବର : ଉତ୍କଳ ବିଶ୍ୱବଦ୍ୟାଳୟର ,ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ବିଶ୍ଵବିଦ୍ୟାଳୟ ରେ କାର୍ଯରତ ଶିକ୍ଷକ ଏବଂ କର୍ମଚାରୀଙ୍କ ମଧ୍ୟ ରେ ଏକ ବନ୍ଧୁତ୍ବପର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ମାନେ ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଙ୍କ ତରଫ ରୁ ଖେଳୁଥିବା

ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ଗିରଫ…

ବ୍ରହ୍ମପୁର : ଭୁବନେଶ୍ବରରେ ଫ୍ଲାଟ୍ ଦେବାକୁ କହି ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ଡି. ଉତ୍ତମ କୁମାର(୪୫)। ପେସାରେ ସେ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ବଡ଼ବଜାରରେ ତାଙ୍କର ଏକ

ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ

ଭୁବନେଶ୍ୱର (୧୧/୦୨) : ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତଆନୁକୂଲ୍ୟରେ ‘କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଓ ଜନଜାତି କଲ୍ୟାଣ’ ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର

ଆଧ୍ୟାତ୍ମିକ ପୁସ୍ତକ “ଶ୍ରୀରାମ ରସାମୃତ” ଲୋକାର୍ପିତ…

ବ୍ରହ୍ମପୁର : ଶ୍ରୀରାମ ରସାମୃତ ପୁସ୍ତକର ଉନ୍ମଚନ କାର୍ଯ୍ୟକ୍ରମ ଶନିବାର ସଂଧ୍ୟାରେ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ସନ୍ତୋସି ମା ମନ୍ଦିର କଲ୍ୟାଣ ମଣ୍ଡପ ଠାରେଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିରବିଦ୍ ରଙ୍କନିଧି ସାହୁ ଙ୍କ ଦ୍ୱାରା ଲିଖିତ ଧାର୍ମିକ, ଆଧ୍ୟାତ୍ମିକ ପୁସ୍ତକ ଶ୍ରୀରାମ ରସାମୃତ

ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି, (୧୧/୦୨) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଡମା ଗ୍ରାମର ଇଆସିନ୍ତ ସିଂ (ଅଜୟ) ଙ୍କ ପୁଅ ଅଭୟସିଂ (୨୪) ବ୍ରାହ୍ମଣୀଗାଁ ବଜାରରୁ ମୋଟର ସାଇକେଲରେ ନିଜ ଗ୍ରାମ ଗଡ଼ମା ଯାଉଥିବା ସମୟରେ ଭାରସମ୍ୟ ହରାଇ ଟୁକୁଚାବନ୍ଦା କଲଭେଟ ପୂର୍ବରୁ ସଂଧ୍ୟା ୫ ଘଣ୍ଟା

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ ହୋଇଥିବା ଜଣାପଡିଛି l ଏହା ହେଉଛି କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗର ଉପ

ଆନ୍ତଃଜିଲ୍ଲା ୪ ଗଞ୍ଜେଇ ମାଫିଆ ଗିରଫ,  କାର ସହ ୫୫ କେଜି ଗଞ୍ଜେଇ ଜବତ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦ୍ବାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ୫୫ କେଜି  ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l ସୂଚନା  ମୁତାବକ ଗତକାଲି ଫିରିଙ୍ଗିଆ ପୋଲିସ କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି

ଫୁଲବାଣୀଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ତରଫରୁ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଆଜି ୧ମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧ଟି ଅର୍ଥ ଅସୁଲି ମାମଲାରେ ୬ଲକ୍ଷ ୪୮ହଜାର ୭୦୦ ଟଙ୍କା ଆଦାୟ

ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ବାର ହଜାର ଗଞ୍ଜେଇ ଗଛ ନଷ୍ଟକଲା ପୁଲିସ…

ବୌଦ୍ଧ (୧୧/୦୨) : କଣ୍ଟାମlଲ ବ୍ଲକ ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଆଜି ସକାଳ୯ ଘଣ୍ଟା ସମୟରେ ଘଣ୍ଟାପଡା ଥାନାଅଧିକାରୀ ଶ୍ରୀଯୁକ୍ତ ବି ଏନ ଲୋଇ ଙ୍କ ତାତ୍ଵାବଧାନରେ ଘଣ୍ଟାପଡା ପୋଲିସ ଟିମ ଉମା ପଞ୍ଚାୟତ ର ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରିଥିଲେ l ବେଆଇନ ଭାବେ ଚାଷ

ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ…

ବୌଦ୍ଧ : (୧୧/୦୨) ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନ 11ଘଣ୍ଟା ସମୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ