ଓଡ଼ିଶା ଭାଷା ବିଭାଗ ତରଫରୁ ଶ୍ରୀଜଗନ୍ନାଥ ସଂସ୍କୃତି ପାଠଚକ୍ର…

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ନବାଗତ ସ୍ବାଗତ ସମ୍ବର୍ଦ୍ଧନା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନାଚକ୍ର ଆୟୋଜନ କରାଯାଉଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ମହାବିଦ୍ୟାଳୟର ଅଧକ୍ଷ ଅଷୋକ କୁମାର ଷଡଙ୍ଗୀ ଯୋଗଦାନ

ବାହୁଦା ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ..

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟିସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ଠାରେ ରବିବାର ବାହୁଦା ସାହିତ୍ୟ ସଂସଦ, ଚିକିଟିପକ୍ଷରୁ ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚିକିଟୀ ଏନ୍ ଏ ସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି

ଫ୍ଳାଟ୍‌ ଦେବାକୁ କହି ଠକେଇ, ଗିରଫ ହେଲେ ଡାକ୍ତର…

ବ୍ରହ୍ମପୁର: ଫ୍ଳାଟ୍‌ ଦେବାକୁ କହି ଠକେଇ । ଗିରଫ ହେଲେ ଡାକ୍ତର । ବ୍ରହ୍ମପୁରରେ ଫ୍ଲାଟ୍‌ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ । ମାଲସାନି ପେଟା ଅଞ୍ଚଳର ଦାନ୍ତ ଡାକ୍ତର ଡି. ଉତ୍ତମ କୁମାର ଗିରଫ ହୋଇଛନ୍ତି ।

କାର ସହ ୯୪ ଲିଟର ବିଦେଶୀ ମଦ ଜବତ, ୨ ଗିରଫ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଫିରିଙ୍ଗିଆ ଥାନା ଘାଟି ସାହି ଛକ ନିକଟ ରାସ୍ତାରେ ଇଣ୍ଡିଗୋ କାର ସହ ୯୪ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି l ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ ଗତକାଲି ବିଳମ୍ବିତ ରାତିରେ

ଘୁଷୁରୀ ମଡ଼କ : ୧୫ ଦିନରେ ମଲେଣି ୩୦ ଘୁଷୁରି

ବ୍ରହ୍ମପୁର : ସୋରଡ଼ା ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ୧୫ ଦିନ ଭିତରେ ୩୦ରୁ ଊର୍ଦ୍ଧ୍ୱ ଘୁଷୁରି ମଲେଣି । ମଲା ଘୁଷୁରିଗୁଡ଼ିକ ଖିଲାବାଡ଼ି ନିକଟ ରାଇପଲ୍ଲୀ ରାସ୍ତାପାର୍ଶ୍ୱରେ ଓ ଅନ୍ୟ ସ୍ଥାନରେ ପଡ଼ିଥିବା ଦେଖାଯାଇଛି । ଜରଉ ନିକଟରେ ରହୁଥିବା ମାଲିକ ରତ୍ନମାଳା ପାତ୍ର କହିଛନ୍ତି,

ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବୈଠକ…

ଦାରିଙ୍ଗବାଡି (୧୨/୨) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାରିଙ୍ଗବାଡି ରାପଡ଼ାବାଡ଼ି ବିଦ୍ୟାଳୟଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ଦିନରେ ସରକାରଙ୍କୁ ଦିଆଯାଇଥିବା ୩ ଦଫା ଦାବୀ ମଧ୍ୟରେ ତିନିଟି ଦାବୀ ବର୍ତ୍ତମାନ

ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ…

କଟକ: କଟକରୁ ଧରାପଡ଼ିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗରେ ରେହମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ୨୦୧୫ରେ ଦିଲ୍ଲୀ ପୁଲିସ୍ କଟକ ଜିଲ୍ଲା ସାଲେପୁରର ପଶ୍ଚିମକଛ ସାତବାଟିଆ ଗାଁରୁ ଅବଦୁର

ଭୁବନେଶ୍ୱର-ପୁରୀ-କୋଣାର୍କକୁ  ଚାଲିବ ମେଟ୍ରୋ ଟ୍ରେନ୍…

ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ପର୍ଯ୍ୟଟକଙ୍କ ସମେତ ଯାତ୍ରୀଙ୍କ ସୁବିଧା ପାଇଁ ଏହି ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଏଥିପାଇଁ ରାଜ୍ୟ ସରକାର ମେଗା ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।

ଗଦାପୁରରେ ଲୁର୍ଦ୍ଧମେରୀ ପର୍ବ ପାଳନ…

ଦାରିଙ୍ଗବାଡି, (୧୨/୦୨) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଗଦାପୁରରେ ଲୁର୍ଦ୍ଧ ମେରୀ ପର୍ଵ ଗତକାଲି ବହୁ ଆଡମ୍ବରେ ପାଳିତ ହୋଇଛି। ଏହି ପର୍ବ ଉପଲକ୍ଷେ ଗଦାପୁର ଲୁର୍ଦ୍ଧମେରୀ ଗ୍ରାମ୍ୟକମିଟି ଓ ଯୁବ ସମୂହଙ୍କ ସହଯୋଗରେ ସନ୍ଧ୍ୟା ସମୟରେ ପଶ୍ଚିମ ଓଡିଶାର ମେଲୋଡି ଟିମ(ଶଗଡ଼ ଗାଡ଼ି)

ମା’ରାମଚଣ୍ଡୀଙ୍କ ମନ୍ଦିର ଓ ବିଗ୍ରହଙ୍କ ନବକଳେବର ସମ୍ପନ୍ନ…

ଛତ୍ରପୁର : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା, ତ୍ରିଶକ୍ତି ସ୍ୱରୂପିଣୀ ଦେବୀରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ ହୋଇଛି । ଏହି ଅବସରରେ ପବିତ୍ର