Sign in
Sign in
Recover your password.
A password will be e-mailed to you.
ଥାନା ସମ୍ମୁଖରୁ ଝୁଲନ୍ତା ମୃତଦେହ ଉଦ୍ଧାର…
ବ୍ରହ୍ମପୁର :ଗୋଶାଣିନୁଆଗାଁ ଥାନା ସମ୍ମୁଖରୁ ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନ ଥିବା ପୋଲିସ କହିଛି। ଏପରି କି ସେ ପିନ୍ଧିଥିବା ଏକ ପ୍ୟାଣ୍ଟ ଅଣ୍ଟାରୁ ଖସି ତଳେ ପଡିଯାଇଥିବାରୁ ଯାହାକୁ ପୋଲିସ ଜବତ କରିଛି। ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ!-->…
ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ପାଳନ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ବହୁ ଆଡ଼ମ୍ବରରେ ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ବିରାଜ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ!-->!-->!-->…
ସ୍ତ୍ରୀ ଓ ଛୁଆକୁ ମାରିଲା ପରେ ନିଜେ ରଶିଦେଇ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ
କୋରାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପୂର ବ୍ଲକ ର ତୋୟାପୁଟ ଗ୍ରାମ ରେ ଗୋଟିଏ ସାଙ୍ଘାତିକ ଘଟଣା ଘଟିଯାଇଛି ଗୋଟିଏ ଘରେ ସ୍ୱାମୀ ସ୍ତ୍ରୀ ଓ ୨ ବର୍ଷ ର ଶିଶୁ କନ୍ୟା ର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି ଯାହାକି ସ୍ୱାମି ଙ୍କ ଝୁଲନ୍ତା ମୃତ ଦେହ ଏବଂ ସ୍ତ୍ରୀ ସଫା ଉପରେ ଏବଂ ଶିଶୁର!-->…
ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସ୍ଥିତ ସ୍ଥାନୀୟ ବ୍ଲକ କଲନୀ ସ୍କୁଲ ଠାରେ ଏନ୍ ପି ଏସ ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗତ ଦିନରେ ସରକାରଙ୍କୁ ଦିଆ ଯାଇଥିବା ତିନି ଦଫା ଦାବୀ ମଧ୍ୟରୁ କୌଣସି ଦାବୀ ପୂରଣ କରିବା ଦିଗରେ ସରକାର ଆଜି!-->…
ଚୋରା ବାଇକକୁ ଖଣ୍ଡ କରୁଥିବା ସ୍କ୍ରାପ ଦୋକାନରେ ପୋଲିସ ଚଢ଼ାଉ: ୧ ଗିରଫ
ହିଞ୍ଜିଳିକାଟୁ (୧୨ା୨) : ଚୋରି ବାଇକକୁ ରାତି ଅଧରେ କାଟି ଖଣ୍ଡଖଣ୍ଡ କରି ସ୍କ୍ରାପ ବେପାର କରୁଥିବା ଅଭିଯୋଗରେ ସୂଚନା ପାଇଁ ଶନିବାର ରାତିରେ ହିଞ୍ଜିଳି ପୋଲିସ ଶ୍ୟାମଳାଇ ଛକରେ ଥିବା ଏକ ବେଆଇନ ସ୍କ୍ରାପ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲେ ସ୍କ୍ରାପ ଦୋକନ ମାଲିକ!-->…
ଘର ଭିତରୁ ଗୋଟିଏ ପରିବାର ୩ ମୃତଦେହ ଉଦ୍ଧାର
କୋରାପୁଟ: ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।
କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା। ବାପାର ମୃତଦେହ ରଶି ଲାଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମା’ର!-->!-->!-->…
ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର…
ଆଠଗଡ଼: ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଆହତଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି।!-->…
ସମ୍ବଲପୁର ବୁଢାରାଜା ଜଙ୍ଗଲରେ ନିଆଁ…
ସମ୍ବଲପୁର: ସମ୍ବଲପୁର ଦାନୀପାଲି ସ୍ଥିତ ବୁଢାରାଜା ଜଙ୍ଗଲରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ବନ ବିଭାଗ କହିଛି l ଆଜି ସନ୍ଧ୍ୟ୍ରା ପ୍ରାୟ ୫ଟା ୩୦ ରେ ଏହି ନିଆଁକୁ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ l ସ୍ଥାନୀୟ ଯୁବକମାନେ ତୁରନ୍ତ ବନ ବିଭାଗକୁ ସୂଚନା!-->…
OHRCରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ…
ଓଡ଼ିଶା ମାନବାଧିକାର କମିଶନ (OHRC) ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାଶ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା!-->!-->!-->…
ରାସ୍ତା ଉପରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ
କେନ୍ଦ୍ରାପଡା : ରାସ୍ତା ଉପରେ ଚଲୁଥିବା ସମୟରେ ହୁତୁହୁତୁ ହୋଇ ଜଳିଗଲା କାର୍ । ଅଳ୍ପକେ ବର୍ତ୍ତିଲେ ୪ ଜଣ ଯାତ୍ରୀ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ – ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ନିକଟରେ ଚାଲୁଥିବା ବେଳେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି । ଭୋଜି!-->…