Sign in
Sign in
Recover your password.
A password will be e-mailed to you.
ନବ ଦାସ ହତ୍ୟା ଘଟଣା: ଚୌଦ୍ବାର ଜେଲ୍ରେ ପହଞ୍ଚିଲା ଗୋପାଳ
କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଆଜି ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍ର ୩ନମ୍ବର!-->…
ମଝି ଚିଲିକାରେ ୫୦ ଯାତ୍ରୀଙ୍କ ସହ ଫସିଲା ଡଙ୍ଗା
ବ୍ରହ୍ମଗିରି: ମଝି ଚିଲିକାରେ ଯାତ୍ରୀଙ୍କ ସହିତ ଭସାପୋଲ ଫସିବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ଡଙ୍ଗା ୫୦ ଯାତ୍ରୀଙ୍କ ସହିତ ଫସିଛି । ଦୀର୍ଘ ଘଣ୍ଟାଏ ଧରି ଡଙ୍ଗାଟି ଫସିବା ପରେ କୂଳକୁ ଫେରିଛି । ଖବର ନେବାରେ ଜଣାପଡିଛି ଆଜି ଅପରାହ୍ନରେ ପୁରୀ ଜିଲ୍ଲା ସାତପଡା ଘାଟରୁ ଏକ ଯାତ୍ରୀବାହି!-->…
କେନ୍ଦ୍ର ସରକାର ବିରୋଧରେ ଗର୍ଜିଲା ବିଜେଡି
ଭୁବନେଶ୍ବର: କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ପରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶାର!-->…
‘ଆମ ହସ୍ପିଟାଲ‘ ଯୋଜନାରେ ରୂପାନ୍ତରୀକରଣ ହେବ ୧୪୭ଟି ଡାକ୍ତରଖାନା: ସ୍ବାସ୍ଥ୍ୟ ସଚିବ
ଭୁବନେଶ୍ବର: ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ। ଏଥି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।
ସ୍ବାସ୍ଥ୍ୟ ସଚିବ!-->!-->!-->…
ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପିର ହରତାଳ
ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ ରାଜନୀତି ସରଗରମ। ବିଭିନ୍ନ ଦାବିନେଇ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ସରକାରୀ ଓ ବିରୋଧୀ ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିରୋଧୀ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ!-->…
କାରରୁ ଓହ୍ଲାଇ ଅପରପାର୍ଶ୍ବକୁ ଆସୁଥିବା ବେଳେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଘୋଷାରି ନେଲା ବାଘ
ନୂଆଦିଲ୍ଲୀ: ଜୀବଜନ୍ତୁଙ୍କ ଉପରେ ବାଘ ଆକ୍ରମଣ କରୁଥିବାର ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। କିନ୍ତୁ ମଣିଷ ଉପରେ ବାଘ ଆକ୍ରମଣ କରୁଥିବା ଦୃଶ୍ୟକୁ କେବେ ଦେଖିବାକୁ ମିଳି ନଥିଲା। ଏମିତି ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ!-->…
ଅବଦୁର୍ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ
କଟକ/ନୂଆଦିଲ୍ଲୀ : ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଆଦାୟ ଲାଗି ପଟିଆଲା ହାଉସ!-->…
ଦ୍ୱିତୀୟ ବିବାହ କଲେ ପ୍ରଧାନ ଶିକ୍ଷକ, ଥାନାରେ ଏତଲା ଦେଲେ ପ୍ରଥମ ସ୍ତ୍ରୀ
ଦାରିଙ୍ଗବାଡ଼ି : ପ୍ରଥମ ସ୍ତ୍ରୀ ଘରେ ଅଛନ୍ତି । ତାଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କଲେ ଶିକ୍ଷକ । ଏ ଖବର ପାଇବା ପରେ ପ୍ରଥମ ସ୍ତ୍ରୀ ଶିକ୍ଷକ ସ୍ୱାମୀ ନାଁରେ ଥାନାରେ ଏତଲା ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ ।
!-->!-->!-->…
ବୁଲଡୋଜର ବୁଲିବା ପରେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ମା’ ଝିଅ
ଲକ୍ଷ୍ନୌ : ‘ଆଖି ଆଗରେ ଜଳିଗଲେ ମା’ ଓ ଭଉଣୀ । ମାତ୍ର ମୁଁ କିଛି ପାରିଲିନି।’ ଶିବମ ନାମକ ଯୁବକ ବୁକୁଫଟା କ୍ରନ୍ଦନ କରି ଏପରି କହୁଥିବା ବେଳେ ସାହାଯ୍ୟ ପାଇଁ କିନ୍ତୁ କେହି ଆଗେଇ ଆସିଲେନି। ଶେଷରେ ତାଙ୍କ ଆଖି ଆଗରେ ହିଁ ଜିଅନ୍ତା ଜଳିଗଲେ ମା’ ଭଉଣୀ।ଉତ୍ତରପ୍ରଦେଶର କାନପୁରରେ ଏପରି ହୃଦୟ!-->…
କଟକ ମହାନଗର ନିଗମ : ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ
କଟକ : କଟକ ମହାନଗର ନିଗମରେ ବିରୋଧୀ କର୍ପୋରେଟରଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଭୁବନେଶ୍ୱରରେ ଆଇଏଏସ ସମ୍ମିଳନୀରେ ଥିବା ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଅପରାହ୍ନରେ ବିରୋଧୀ କର୍ପୋରେଟରଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ସମ୍ମିଳନୀ କକ୍ଷରେ ବସି!-->…