Sign in
Sign in
Recover your password.
A password will be e-mailed to you.
ମହିଳା ଆଇଆଇସିଙ୍କ ଉପରେ ଆକ୍ରମଣକୁ ନିନ୍ଦା : ବିଜେଡି ମହିଳା ମୋର୍ଚ୍ଚାଙ୍କ ଧାରଣା…
ଭୁବନେଶ୍ୱର : ଧନୁପାଲି ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ତୀବ୍ର ପ୍ରତିକ୍ରିୟା । ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବିରେ ଜୋର ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି। ଜୟନାରାୟଣଙ୍କ କୁଶ!-->…
ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍ଘାଟନ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ!-->…
ବାଇକକୁ ପିଟିଲା ଟ୍ରକ୍: ପ୍ରାଣ ହରାଇଲେ ବାପ ଓ ପୁଅ…
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା କୁସଦହନା ସ୍ଥିତ ବିଜୁ ଏକ୍ସପ୍ରେସ ୱେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟିଛି। ଏଠାରେ ବାଇକକୁ ପିଟିଛି ଟ୍ରକ୍। ଏହାଫଳରେ ଘଟଣାସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାଇକ୍ ଆରୋହୀ କୋମନା ଥାନା ମିଛାପାଲି ଗାଁର କମଳ!-->…
ହୋମଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍ , ଘଟଣାସ୍ଥଳରେ ମୃତ୍ୟୁ
ଆନନ୍ଦପୁର: ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ।
ଗତକାଲି ରାତିରେ ସୁରେଶ!-->!-->!-->…
ବିଳମ୍ୱିତ ରାତିରେ ଘରେ ପଶି ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ…
ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ଵିପୁଳିଙ୍ଗି ଗ୍ରାମ ବଡ଼ ସାହିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ।
ଗତକାଲି ରାତିରେ ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ ବିପୁଳିଙ୍ଗି ଛକରେ ଥିବା ନିଜ!-->!-->!-->…
ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣା : ଜୟ ନାରାୟଣଙ୍କ ବିରୋଧରେ ଏତଲା ପରେ ତଦନ୍ତ କଲେ ଆଇଜି ଓ ଏସପି
ସମ୍ବଲପୁର : ଧନୁପାଲୀ ମହିଳା IICଙ୍କୁ ଚାପୁଡ଼ା ମାରିବା ଘଟଣାରେ ହେବ କି କାର୍ଯ୍ୟାନୁଷ୍ଠାନ । ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ FIR ରୁଜୁ । ଧନୁପାଲୀ ମହିଳା IICଙ୍କୁ ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାରେ ପୋଲିସର ତଦନ୍ତ । ସମ୍ବଲପୁର ଟାଉନ ଟାଉନ ଥାନାରେ ଆଇଜି ଦୀପକ କୁମାର ଓ!-->…
ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି…
ପୁରୀ : ଆଜି ପଙ୍କୋଦ୍ଧାର ଏକାଦଶୀ । ପୁରୀର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ହେବ । ବର୍ଷର ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଲୋକନାଥ!-->…
ଶିମିଳିପାଳ ଜଙ୍ଗଲରେ ଲାଗିଲା ନିଆଁ…
କରଞ୍ଜିଆ: ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଞ୍ଚଳର ଉପର!-->…
ମା କାଳୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ :ସୁଦନ ଷ୍ଟାର ଲେଭେନ କୁ ପରାସ୍ତ କରି ଚିକିଳି ଦଳ ଚମ୍ପିଆନ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତ ସରୁଗୁଡା ଗ୍ରାମରେ ମାଁ କାଲୀ କ୍ରିକେଟ ଟୁର୍ନାମେଣ୍ଟ ବିଗତ ୭ ତାରିଖରେ ଆରମ୍ବ ହୋଇ ଆଜି ତଥା ୧୫ ତାରିଖ ରେ ସମାପ୍ତ ହୋଇଛି l ଏହି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଯୋଗଦାନ କରିଥିଲେ ସେଥିରୁ ଦୁଇଟି ଦଳ!-->…
ଫିରିଙ୍ଗିଆ ପୋଲିସ ର ଆଉ ଏକ ସଫଳତା ୨୫୦ କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ…
ଫିରିଙ୍ଗିଆ-, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ର ଅପେରେସନ ନୀଳ ଜହର ପ୍ରକ୍ରିୟା ଟି ଦିନକୁ ସଫଳତା ଆଡକୁ ଅଗ୍ରସର ହେଉଥିବା ବେଳେ ଗଞ୍ଜା ବେପାରୀ ଓ ଚାଷୀ ଙ୍କ ପ୍ରାଣ ରେ କିନ୍ତୁ ଆତଙ୍କ ଦେଖା ଦେଇଛି |ଫିରିଙ୍ଗିଆ ପୋଲିସ ପ୍ରଶାସନ ନୀଳ ଜହର ଅପେରେସନ କୁ ଗୁରୁତ୍ୱ ଭାବେ ନେଇ!-->!-->!-->…