Sign in
Sign in
Recover your password.
A password will be e-mailed to you.
ଏସିଡ ମାଡ଼ ଘଟଣାର ପର୍ଦାଫାସ, ୨ ଗିରଫ…
ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ରଜାମୁଣ୍ଡା ଗ୍ରାମରେ ଜଣେ ଯୁବକ ଉପରେ ଏସିଡ ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଦେବଗଡ଼ ଥାନା ପୁଲିସ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସୁକାନ୍ତି ମୁଣ୍ଡା ଓ ମାଣ୍ଡୁଳ ମୁଣ୍ଡା । ଅନୈତିକ ସମ୍ପର୍କ ଓ ନିଶା କାରବାର ଅର୍ଥ!-->…
ଭୁବନେଶ୍ବର କିସ୍ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍ ସିଙ୍ଗର ହନି ସିଂ…
ଭୁବନେଶ୍ବର: ପବିତ୍ର ଶିବରାତ୍ରିରେ କିସ୍ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍ ସିଙ୍ଗର ହନି ସିଂ । ଓଡ଼ିଶାରେ ନିଜର କାର୍ଯ୍ୟକ୍ରମ ପାଇଁ ଆସିଥିବା ବେଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶିବ ରାତ୍ରି!-->…
କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ…
ଢେଙ୍କାନାଳ : ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।
ମୃତକ ହେଲେ ଯାଜପୁର ଜିଲା କୁଆଖିଆ ଥାନା!-->!-->!-->…
ରାତି ୧ଟା ୮ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଭୋର ୪ଟା୪୦ମିନିଟ୍ରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ
ଭୁବନେଶ୍ବର: ରାତି ୧ଟା ୮ରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉଠିଥିଲା ମହାଦୀପ । ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରି ଆସିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । ଶଙ୍ଖ ଧ୍ୱନି ସାଙ୍ଗକୁ କାହାଳୀ,!-->…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ନିମ୍ନମାନର ପିଚୁରାସ୍ତାକୁ ନେଇ ତାତିଲେ ଗ୍ରାମବାସୀ…
ଠିକାଦାର ଓ ଜେଇଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଅଭିଯୋଗ...!
ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ଜାଗରମେଳା…
ରାଉରକେଲା // କୁଆଁରମୁଣ୍ଡା : ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ମେଳା ଆରମ୍ଭ ହୋଇଯାଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜିନ ଏକ୍କା ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ଓ ଜିଲ୍ଲା!-->…
ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ…
ଫିରିଙ୍ଗିଆ ୧୮/୦୨ : ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ରେ ୩ ଦିନିଆ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି l ପ୍ରଥମ ଦିନରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ!-->…
ଫିରିଙ୍ଗିଆର ବିଭିନ୍ନ ଶୈବପୀଠରେ ଜାଗରଯାତ୍ରା
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଶୈବ ପୀଠ ମାନଙ୍କରେ ଧୁମ୍ ଧାମରେ ପାଳିତ ହେଉଛି ଜାଗର ଯାତ୍ରା । ଫିରିଙ୍ଗିଆ ବ୍ଲକ ପୁରାତନ ଶୈବପୀଠ ରତଙ୍ଗ, ଫିରିଙ୍ଗିଆ ଶିବ ମନ୍ଦିର,ନୂଆପଦର ଶୈବପୀଠ, ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଶୈବପୀଠ ଓ ଗାଁ ଗାଁ ରେ ଜାଗର ଯାତ୍ରା ହୋଇ!-->…
ଫୁଲବାଣୀସ୍ଥିତ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉର୍ଦ୍ଧ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ଼!-->…
ଭାରସାମ୍ୟ ହରାଇ ଭାଲିଆ ମଞ୍ଜି ଟ୍ରକ ଓଲଟି ଦୁଇ ଆହତ…
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସୀତାପଡ଼ିର ଏକ ବୁଲାଣିରେ ଭାଲିଆ ମଞ୍ଜି ଟ୍ରକ ଓଲଟି ପଡ଼ିଥିବା ବେଳେ ସେଥିରେ ବସିଥିବା ଦୁଇ ଜଣ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଠାରୁ ଭାଲିଆ ମଞ୍ଜି ଧରି ଏକ ଟ୍ରକ ନମ୍ୱର ସିଜି ୦୪- ଏନଡବ୍ଲୁ!-->…