Sign in
Sign in
Recover your password.
A password will be e-mailed to you.
ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ ଶିବିର ଉଦଯାପିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଏ. ଏମ. ସି. ଏସ. କଲେଜରେ ତ୍ରିଦିବସୀୟ ଯୁବନେତୃତ୍ୱ ତାଲିମ୍ ଶିବିର ଉଦଯାପିତ ହୋଇଛି l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଏସ. ଡି. ସି. ର ଅଧ୍ୟକ୍ଷ ରଦନ ମଲିକ, ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର!-->…
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୪୦ ହଜାର ଜୋରିମାନା…
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି!-->…
୨୭ରେ ଭବିଷ୍ୟନିଧି କାର୍ଯ୍ୟାଳୟ ଘେରିବ ଅଲ ଓଡିଶା ଇପିଏଫ ପେନସନର ଏସୋସିଏସନ
ବ୍ରହ୍ମପୁର : ବିଭିନ୍ନ ଦାବି ନେଇ ଆଗାମୀ ୨୭ ତାରିଖରେ ଭାବିଷ୍ୟନିଧି କାର୍ଯ୍ୟଳୟ ଘେରିବ ଆଲ ଓଡିଶା ଇପିଏଫ ପେନସନର ଏସୋସିଏସନ। ଏନେଇ ଗଞ୍ଜାମ ଜିଲ୍ଲା ଇପିଏଫ ପେନ୍ସନର ଧାରୀଙ୍କ ଏକ ଜରୁରୀ ବୈଠକ ହିଂଜିଲି କାଟୁ ନିକଟସ୍ଥ ମାଁ ସାଉଁଳୟି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ!-->…
ଶାନ୍ତି କୁଞ୍ଜ ୨୪ କୁଣ୍ଡୀୟ ମହାଯଜ୍ଞ ଲାଗି କଳସ ଯାତ୍ରା…
ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ହେବାକୁ ଥିବା ୨୪ କୁଣ୍ଡୀୟ ମହାଯଜ୍ଞ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ କଳସ ଯାତ୍ରା ଶୁଭାରମ୍ଭ ହୋଇଥିଲା। ଶକ୍ତି ପୀଠରେ ୩୦୦ରୁ ଉର୍ଦ୍ଧ୍ବ ମହିଳାମାନେ ଯୋଗଦେଇ ରାମଲିଙ୍ଗେଶ୍ବର!-->…
ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ…
ବ୍ରହ୍ମପୁର : ହିଲ ପାଟଣା ସ୍ଥିତ ଏସ୍.ଏମ୍.ଆଇ.ଟି. ପରିସରରେ ଓଡିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ , ପ୍ରଶାନ୍ତି ଚାରିଟେବଲ ଟ୍ରଷ୍ଟ ଓ ଦୈନିକ ଆଶା ର ମିଳିତ ଆନୁକୂଲ୍ୟରେ ବିଶ୍ଵ ରେଡ଼ିଓ ସପ୍ତାହ ୨୦୨୩ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ଆକାଶ ବାଣୀ ର!-->…
ସମସ୍ୟା ଘେରରେ ଫୁଲବାଣୀ ପୌର ପରିଷଦର ୬ ନଂ ୱାର୍ଡ଼
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୌର ପରିଷଦ ଅନ୍ତର୍ଗତ ୬ ନଂ ର ୱାର୍ଡ଼ ଅମଲାପଡା ବିଭିନ୍ନ ସମସ୍ଯା ଘେରରେ ବୋଲି ଅଭିଯୋଗ ଆଣିଛନ୍ତି ବାସିନ୍ଦା l ବାରମ୍ବାର ଲିଖିତ ଆକାରରେ ପୌରପରିଷଦ ଏବଂ ଉପ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ଫଳ ଶୂନ l ଉକ୍ତ ସାହିରେ ଅଧିକାଂଶ!-->…
ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ର ଉଦଘାଟନ କଲେ ବିଧାୟକ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିସିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀର ମାନ୍ୟବର ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି l ଆ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି!-->…
କୋହଲା ଲଗାଇ ଜାଗର ପାଳିଲେ ଦାସୁଡୁ ସତ୍ୟମ…
ଛତ୍ରପୁର : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳାକେନ୍ଦ୍ର ଛତ୍ରପୁରର ଘଡଘଡ଼ଘଡାପଲ୍ଲୀର ଏକ ଆଧ୍ୟାତ୍ମିକ ସଂସ୍ଥା ପକ୍ଷରୁ କୋହଲା ପ୍ରଦୀପ ଶିଖାଜାଳି ପ୍ରଭୁଙ୍କ ନାମ ଗାନକରି ଜାଗର ପାଳିଛନ୍ତି । ମଲ୍ଲିକେଶ୍ବର ମନ୍ଦିରରୁ ଶ୍ରୀ ନୃସିଂହ ଠାକୁରଙ୍କ କୋହଲା ଜାଳି ଏକ!-->…
ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ
ଉମରକୋଟ, : ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ ସତସଙ୍ଗ ବିହାର ଡାବୁଗାଁ ରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ନବରଙ୍ଗପୁରର ସମସ୍ତ ଗୁରୁଭାଇ, ଏବଂ ମାଆମାନେ ଯୋଗ ଦେଇଥିଲେ | ଏଥିରେ ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ନବରଙ୍ଗପୁରର!-->…
କନ୍ଧମାଳ ଜିଲାପ୍ରଶାସନ ଓ ଏମସିଏଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର…
କନ୍ଧମାଳ: କନ୍ଧମାଳ ଜିଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡ ଲିମିଟେଡ଼୍ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର!-->…