Sign in
Sign in
Recover your password.
A password will be e-mailed to you.
ମଲ୍ଲିକେଶ୍ବର ପାହାଡ଼ ନିକଟରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର…
ମାଲକାନଗିରି , ୨୨।୨ : ମାଲକାନଗିରି ସହର ଉପକଣ୍ଠରେ ଥିବା ମଲ୍ଲିକେଶ୍ବର ପାହାଡ଼ ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି ମାଲକାନଗିରି ପୋଲିସ । ଗତକାଲି କିଛି ଲୋକ ମଲିକେଶ୍ବର ପାହାଡ଼ ନିକଟରେ ଛେଳି ଚରାଉଥିବା ବେଳେ ନିକଟରେ ଦୁର୍ଗନ୍ଧ ହେଉଥିବାର!-->!-->!-->!-->!-->…
ବିପଦଜନକ ପିଚୁ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ..
ଜିଲ୍ଲା ରେ ଶିଶୁ ଶ୍ରମିକ ଆଇନ ଧର୍ମକୁ ଆଖିଠାର...!
ମାଲକାନଗିରି ରେ ଉଚ୍ଚଶିକ୍ଷା ମନ୍ତ୍ରୀଂଙ୍କୁ କଳାପତକା ଦେଖାଇଲେ କଂଗ୍ରେସ କର୍ମୀ…
ମାଲକାନଗିରି : ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଆଜି ଏକ ସରକାରୀ କାର୍ଯ୍ୟକ୍ରମ ରେ ମାଲକାନଗିରି ଗ୍ରସ୍ତ କରିଛନ୍ତି । ମାଲକାନଗିରି ମହାବିଦ୍ୟାଳୟ ର ୪୨ବାର୍ଷିକ ଉତ୍ସବରେ ଯୋଗଦାନ ପାଇଁ ଯିବା ଅଵସର ରେ କିଛି କଂଗ୍ରେସ କର୍ମୀ ଶ୍ରୀ ପୂଜାରୀଙ୍କୁ କଳା ପତାକା ଦେଖାଇଥିଲେ । ଏହି କଳା!-->!-->!-->…
ଦିଲ୍ଲୀରେ ବିଜେପିକୁ ବଡ଼ ଝଟକା: ମେୟର ନିର୍ବାଚନ ଜିତିଲେ ଆପ୍ର ଶେଲୀ ଓବରୟ
ନୂଆଦିଲ୍ଲୀ : ଦିଲ୍ଲୀରେ ଇତିହାସ ସୃଷ୍ଟି କରିଛି ଆମ ଆଦମୀ ପାର୍ଟି(ଆପ)। ୧୦ ବର୍ଷ ମଧ୍ୟରେ ଦିଲ୍ଲୀକୁ ମିଳିଛି ପ୍ରଥମ ମହିଳା ମେୟର। ଆପ୍ର ଶେଲୀ ଓବରୟ ଆଜି ଅନୁଷ୍ଠିତ ମେୟର ନିର୍ବାଚନରେ ବାଜିମାତ କରିଛନ୍ତି। ସେ ବିଜେପିର ରେଖା ଗୁପ୍ତାକୁ ୩୪ ଖଣ୍ଡ ଭୋଟରେ ହରାଇ ନୂଆ ମେୟର ବନିଛନ୍ତି।!-->…
ପରୀକ୍ଷା ବେଳେ ହିଜାବ: ଅନୁମତି ପାଇଁ ସୁପ୍ରିମକୋର୍ଟରେ ଛାତ୍ରୀ
ନୂଆଦିଲ୍ଲୀ : ପରୀକ୍ଷା ବେଳେ ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ଅନୁରୋଧ କରି କର୍ଣ୍ଣାଟକାର କିଛି ଛାତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ଏହି ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଛନ୍ତି। କର୍ଣ୍ଣାଟକାରେ ପ୍ରି-ୟୁନିଭର୍ସିଟି ପରୀକ୍ଷା ମାର୍ଚ୍ଚ ୯ରୁ ଆରମ୍ଭ ହେବ।!-->…
ରାସ୍ତା ପାର୍ ବେଳେ ଶିଶୁକୁ ଧକ୍କା ଦେଲା ଗାଡି, ସିସିଟିଭିରେ କଏଦ ହେଲା ଛାତିଥରା ଦୃଶ୍ୟ…
ଖଲ୍ଲିକୋଟ //ଛତ୍ରପୁର : ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । ରାସ୍ତା ପାର୍ ହେଉଥିବା ୭ ବର୍ଷର ନାବଳକକୁ ଧକ୍କା ଦେଲା ଗାଡି । ଦୁର୍ଘଟଣା ଘଟାଇ ଫେରାର ହୋଇଗଲା ସୁଇଫ୍ଟି ଡିଜାଇର ଗାଡି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ!-->!-->!-->!-->!-->…
ବିଜେଡି ନେତାଙ୍କ ସହିତ ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣେଇଲେ ବିସ୍ଥାପିତ ଗ୍ରାମବାସୀ
ସୁନ୍ଦରଗଡ଼ : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ଼ ( ଏମ.ସି.ଏଲ) ଦ୍ୱାରା ବିସ୍ଥାପିତ ହେଉଥିବା ହେମଗିର ବ୍ଲକର ଗର୍ଜନବାହାଲ, ବାଙ୍ଗୁରକେଳା, କର୍ଲିକଛାର, ବଲିଙ୍ଗା,ସିଆରମାଲ ଆଦି ପାଞ୍ଚଟି ଗ୍ରାମର ଗ୍ରାମବାସୀ ଗତ କିଛି ଦିନ ଠାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କ ଦାବି ଜଣାଇବା ପାଇଁ!-->!-->!-->…
ବରିଷ୍ଠ ନାଗରିକ ସଂଘର ହସ୍ତକ୍ଷେପ ପରେ ସମସ୍ୟାର ହେଲା ସମାଧାନ…
ରାଉରକେଲା /ବଣେଇ : ବଣାଇ ବନଖଣ୍ଡ ଅନ୍ତର୍ଗତ ଜକେଇକେଳା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛକ ରେ ଦୀର୍ଘ ବର୍ଷ ହେଲା ଏକ ତେନ୍ତୁଳି ଗଛକୁ ବଣାଇ ବନଖଣ୍ଡ ଅଧିକାରୀ କାଟି ଦେବା ପାଇଁ ଅନୁମତି ଦେଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ବଣାଇ ଜକେଇକେଳା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା!-->…
ତପନେଶ୍ୱର ସାହିତ୍ୟ ସଂସଦ ତରଫରୁ ସମର୍ଦ୍ଧିତ କନ୍ଧମାଳର କବି…
ଫୁଲବାଣୀ : ଇଛାଦା, ବାରୀକପୁର, ଭଦ୍ରକର ତପନେଶ୍ୱର ସାହିତ୍ୟ ଓ କଳା ସଂସଦ ତରଫରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି, କଳାକାର, ସାହିତ୍ୟିକ ସମାବେଶରେ କନ୍ଧମାଳର ବିଶିଷ୍ଠ କବିମାନେ ସମର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ଜାଗରର ମହାମିଳନ ଉତ୍ସବ ଅବସରରେ ଆୟୋଜିତ ଏହି!-->…
ନାଟକରେ ଗଣ୍ଡଗୋଳକୁ ନେଇ ଆତଙ୍କରାଜ…
ହିଞ୍ଜିଳିକାଟୁ (୨୧ା୨) : ଗଂଜାମ ଜିଲା ହିଞ୍ଜିଳିକାଟୁ ବ୍ଳକ ବଡ଼ଖଣ୍ଡି ଗ୍ରାମରେ ଶନିବାର ମହାଶିବରାତ୍ରରେ ନାଟକ ଅନୁଷ୍ଠିତ ହେଉଥିବା ବେଳେ ନିକଟବର୍ତୀ କୁକୁଡ଼ାଖଣ୍ଡି ଗ୍ରାମର ୪ଜଣ ଯୁବକ ଗଣ୍ଡଗୋଳ କରିଥିଲେ । କଳାକାର ମାନଙ୍କୁ ଗାଳି ଗୁଲଜ ସହ ନାଟକ ଦେଖୁଥିବା ମହିଳାଙ୍କୁ ଦୁର୍ବବ୍ୟହାର!-->…