Sign in
Sign in
Recover your password.
A password will be e-mailed to you.
ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲା : ଅଭିଯୁକ୍ତ ଦୋରା ଜଗନ୍ନାଥଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ବ୍ରହ୍ମପୁର ଏସିଜେଏମ୍ ଅଭିଯୁକ୍ତଦ୍ବୟଙ୍କୁ ଗୁରୁବାର ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ!-->…
ଏସ୍ଏକ୍ସ ପବ୍ଳିକ ସ୍କୁଲରେ ନକଲି ସାର୍ଟିଫିକେଟ ଦେବା ମାମଲା ମାଲିକ କୋର୍ଟ ଚାଲାଣ…
ଵ୍ରହ୍ମପୁର ଏସ୍ଏକ୍ସ ପବ୍ଳିକ ସ୍କୁଲ ନାମରେ ଶହ ଶହ ଛାତ୍ରାଛାତ୍ରୀଙ୍କ ଭବିଶ୍ୱତ ସହ ଖେଳିଥିବା ସ୍କୁଲ ମାଲିକ ତଥା ଅଭିଯୁକ୍ତ ସୁଶାନ୍ତ ସୁବୁଦ୍ଧୀଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି । ଜାଲ୍ ସାର୍ଟିଫିକେଟ୍ ବକାରବାର ମାମଲାରେ ଅଭିଯୁକ୍ତ ସୁଶାନ୍ତ ଦୀର୍ଘ ୪ ମାସ ହେବ ଫେରାର!-->!-->!-->…
ଫୁଲବାଣୀ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ପୁସ୍ତକମେଳାର ରୌପ୍ୟ ଜୟନ୍ତୀ ସମାରୋହ…
ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ଆସନ୍ତା ମାର୍ଚ୍ଚ ତିନି ତାରିଖରୁ ମାର୍ଚ୍ଚ ବାର ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଏ ଜେ ଓ ହାଇସ୍କୁଲ ପଢିଆ ( ବି. ଟିମ ପଢିଆ ) ଠାରେ ଦଶଦିନ ବ୍ୟାପୀ ପୁସ୍ତକ ମେଳା ଅନୁଷ୍ଠିତ ହେବ l ଏଥିରେ!-->!-->!-->…
ଆରମ୍ଭ ହେଲା କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା : ପୋଡ଼ମ ପେଟା ସାମୁଦ୍ରିକ ବେଳା ଭୂମିରେ ଲକ୍ଷାଧିକ କଇଁଛ…
ଛତ୍ରପୁର: ଗଞ୍ଜାମ ବ୍ଲକ ପୋଡ଼ମପେଟା ନିକଟ ବେଳାଭୂମିରେ ଅଲିଭ ରିଡିଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ସାମୁଦ୍ରିକ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଗଞ୍ଜାମ ବ୍ଲକ ପୋଟମପେଟା, ଗୋଖରକୁଦା ସମୁଦ୍ରର ନୀଳ ଜଳରାଶିରୁ ବେଳାଭୂମିକୁ ଛୁଟି ଆସି!-->!-->!-->…
ଶୁଭମୁକ୍ତି ହେଲା ଛାତ୍ରଛାତ୍ରୀଙ୍କୁ ସଚେତନ ପାଇଁ କ୍ଷୁଦ୍ର ଚଳଚିତ୍ର…
କିଛି ହେବନାହିଁ ତ... ?
ଏଲିମେଣ୍ଟାରି ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବାଧକ ବିଭାଗୀୟ କର୍ମଚାରୀ : ସରକାରୀ ନିୟମ କୁ…
ମାଲକାନଗିରି, : ଶିକ୍ଷା ବିଭାଗର ସାଧାରଣ ବର୍ଗ ପଦୋଉନ୍ନତି ହେଉଥିବା ବିଳମ୍ବ କୁ ନେଇ ଅସନ୍ତୋଷ । ଏଲିମେଣ୍ଟାରି ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ହେଉଥିବା ବେଳେ କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ବିଶେଷକରି ଅନୁସୂଚିତ ଜାତି ଓ ଜନଜାତିର ଶିକ୍ଷକ ଶିକ୍ଷୟତ୍ରୀ!-->!-->!-->…
ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ ଫ୍ଲାଇଟ୍
ଭୁବନେଶ୍ବର: ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରଜ୍ୟ ସରକାରଙ୍କ!-->…
ଏଡପ୍ପାଦୀ ପଲାନୀସ୍ବାମୀଙ୍କ ବିଜୟ: ‘ଏଆଇଏଡିଏମ୍କେ’ ନେତୃତ୍ବ ନିମନ୍ତେ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ କାଏମ୍ ରଖିଲେ…
ନୂଆଦିଲ୍ଲୀ/ଚେନ୍ନାଇ: ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍ ହାଇକୋର୍ଟ ଦେଇଥିବା ରାୟକୁ ଆଜି ସୁପ୍ରିମ୍ କୋର୍ଟ କାଏମ୍ ରଖିଛନ୍ତି।ଫଳରେ ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଚ୍ କରିଥିବା!-->…
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ମହାଗଠବନ୍ଧନ ଦୁଇ ଫାଳ!
ପାଟନା: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ । ଆରଜେଡି!-->…
ମୋଦୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଟୋମାଟୋ ୨୦ ଓ ଚିକେନ ୧୫୦ ଟଙ୍କାରେ ମିଳୁଥାନ୍ତା : ଭାଇରାଲ ହେଲା ପାକିସ୍ତାନୀ…
ଲାହୋର : ଉତ୍କଟ ଆର୍ଥିକ ଦୁର୍ଗତିରେ ଫସି ରହିଥିବା ପାକିସ୍ତାନର ଲୋକମାନେ ଏହି ସଂକଟ ପାଇଁ ନିଜ ଦେଶର ରାଜନୈତିକ ନେତାମାନଙ୍କୁ ଦାୟୀ କରୁଛନ୍ତି । ଏହା ସହିତ ସେମାନେ କହୁଛନ୍ତି ଯେ ପାକିସ୍ତାନର ନେତାମାନଙ୍କ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଭଲ ।
ସୋସିଆଲ!-->!-->!-->…