Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗ, ହନିଟ୍ରାପ ଲିଙ୍କ୍ରେ ବରିଷ୍ଠ ଅଧିକାରୀ ଗିରଫ…
ବାଲେଶ୍ବର: ପୁଣି ବାଲେଶ୍ୱର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗ । ପାକିସ୍ତାନ ହନିଟ୍ରାପ ଲିଙ୍କ୍ରେ ଆଇଟିଆପ ବରିଷ୍ଠ ଅଧିକାରୀ ଗିରଫ । ଚାନ୍ଦିପୁର ITRର ବରିଷ୍ଠ ଅଫିସରଙ୍କୁ ଗିରଫ କଲା ପୋଲିସ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତତଥ୍ୟ ଦେଇଥିଲେ ଅଭିଯୁକ୍ତ । ଅଶ୍ଳୀଳ!-->…
ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର : ଉନ୍ନତ ଚିକିତ୍ସା ପାଇଁ ହେବେ ସ୍ଥାନାନ୍ତର…
ଭୁବନେଶ୍ୱର : ଓଲିଉଡ୍ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର!-->…
ଆନନ୍ଦ ଟପୋ ମୃତ୍ୟୁ ଘଟଣା : JMFC 2 କୋର୍ଟରେ ଦାଖଲ ହେଲା ଫାଇନାଲ ରିପୋର୍ଟ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଆନନ୍ଦ ଟପୋ ମୃତ୍ୟୁ ମାମଲା ଆଜି ଫାଇନାଲ ରିପୋର୍ଟ JMFC 2କୋର୍ଟରେ ଦାଖଲ କଲା କମିଶନରେଟ ପୋଲିସ । ୨୦୨୨ ଫେବୃଆରୀ ମାସରେ ଇନ୍ଫୋ୍ସିଟି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟରେ ଆନନ୍ଦ ଆତ୍ମ ହତ୍ୟା କରିଥିଲେ । ଆନନ୍ଦଙ୍କ ପରିବାର ପକ୍ଷରୁ ହକି ତାରକା!-->…
“ସାମାଜିକ ପରିବର୍ତ୍ତନରେ ପ୍ରାଣୀ ବିଜ୍ଞାନ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଉତ୍କଳ…
ଭୁବନେଶ୍ୱର: ପ୍ରାଣୀ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଏକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆମେରିକା, ଟେକ୍ସସ ଏ ଏଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ମେଘନାଥ ପ୍ରାରା ଜୁଲି, ପ୍ରଫେସର ଶର୍ମିଲା ପ୍ରାରା ଜୁଲି, କ୍ୟାଥୋଲିକ!-->…
ବାଲିଗୁଡ଼ା : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୁନାପାଙ୍ଗା ସାହିର ସ୍ବପ୍ନେଶ୍ବର ସାହୁଙ୍କ ଘରୁ ବଡ଼ ଧରଣର ଲୁଟ୍ ହୋଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣା ପ୍ରକାରେ ସ୍ବପ୍ନେଶ୍ବର ସାହୁ ନିଜ ପରିବାର ସହ!-->…
ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ୩୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ!-->…
ଛତ୍ରପୁର ଠାରେ ଗୀତା ସମ୍ମାନ ସମାରୋହ..
ଛତ୍ରପୁର : ଗୀତା ପ୍ରଚାର ମଣ୍ଡଳୀ – ଭାରତ ଏବଂ ଜୟ ଜଗନ୍ନାଥ ଏଜୁକେସନ ଟ୍ରଷ୍ଟ (ସୁରତ) ଆନୁକୂଲ୍ୟରେ ସ୍ଥାନୀୟ ତାଡେପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୀତା ସମ୍ମାନ ସମାରୋହ ସଂଯୋଜକ ସନାତନ ସାମନ୍ତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର!-->!-->!-->…
ପୋଲିସ୍ ଇନଫର୍ମର୍ ସନ୍ଦେହରେ ଯୁବକଙ୍କ ଗଳା କାଟି ହତ୍ୟା କଲେ ମାଓବାଦୀ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୁଣି ଉପସ୍ଥିତ ଜାହିର କଲେ ମାଓବାଦୀ। ପୋଲିସ୍ ଇନଫର୍ମର୍ର ସନ୍ଦେହରେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି । ମୃତ ଯବକ ଜଣଙ୍କ ହେଉଛନ୍ତି ଚନ୍ଦନ ମଲିକ । ଯୁବକଙ୍କୁ ଘରୁ ଡ଼ାକିନେଇ ଗାଁ ମଝିରେ ଗଳା କାଟି ହତ୍ୟକରିଛନ୍ତି ମାଓବାଦୀ ।!-->…
ନାଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
ଜଳେଶ୍ବର: ଅଲୋଡା ହେଲା ଶିଶୁ କନ୍ଯା। ରାଇବଣିଆ କାଜୁ ଜଙ୍ଗଲ ରାସ୍ତା ପାର୍ଶ୍ବ ନାଳରୁ ନବଜାତ ଶିଶୁକନ୍ଯାକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ।
ଶିଶୁ କନ୍ୟାଟି କାନ୍ଦୁଥିବାର ଦେଖି ଲୋକେ ଉଦ୍ଧାର କରି ହାତିଗଡ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।
ରେଳବାଇ ଟିଆରଡି ଡିପୋରେ ଡକାୟତି: କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟି ନେଲେ ରେଲଓ୍ୱେ ସାମଗ୍ରି…
ଭଦ୍ରକ : ଭଦ୍ରକ ରେଳ ଷ୍ଟେସନ ନିକଟ ୧୧୯ ନମ୍ବର ଗେଟ ନିକଟ trd ଅଫିସ ବା ବିଦ୍ୟୁତ ଅଫିସରୁ ଲୁଟ। ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ ସାହାଯ୍ୟରେ ଲୁଟି ନେଲେ ତାର ଓ ଅନ୍ୟାନ୍ୟ ସାମଗ୍ରୀ।
ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇ!-->!-->!-->…