ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର

କଣ୍ଟାବାଞ୍ଜି : ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଘଟିଛି ଅଭାବନୀୟ ଘଟଣା । ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି । ଏହା ପରେ ବିବାହକୁ ମଧ୍ୟ କନ୍ୟା ଘର ଲୋକ

ଆଇଟିଆର୍‌ ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ

ଜଳେଶ୍ୱର ; ଖୋଲିବ ପାକିସ୍ତାନ ହନିଟ୍ରାପ୍‌ର ଗୁମର । ସତ ଉଗାରିବେ ଗିରଫ ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ବାବୁରାମ ଦେ । ତାଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ ହେବ । ପାକିସ୍ତାନୀ ସୁନ୍ଦାରୀଙ୍କୁ ଗୁପ୍ତ ତଥ୍ୟ

ଚାଳିଶି ଦିନର ଧାରଣା ପରେ ଶାଶୁ ଘରେ ପ୍ରବେଶ କଲେ ବୋହୂ…

ଭଞ୍ଜନଗର: ଘର ଆଗରେ ଧାରଣା ଦେଇଥିବା ବୋହୁ ଟିନା ରାଣୀଙ୍କୁ ଶେଷରେ ଘର ଭିତରକୁ ଡାକିଲେ ଶାଶୁ ନମିତା । ଗୁରୁବାର ରାତିରେ, ଶଶୁର ଘର ଲୋକଙ୍କ କାର୍ଯ୍ଯକଳାପକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶାଶୁ ଶଶୁର ଙ୍କ ଘରେ ତାଲା ପକାଇଥିଲେ ଟିନାରାଣୀ । ଶୁକ୍ରବାର ସକାଳେ

ଷ୍ଟ୍ରିଟ୍ ଲାଇଟ କଟିଗଲା ବୋଲି ଲାଇନମ୍ୟାନକୁ ଡାକି ସଜାଡ଼ିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ କଲେ ବାସନ୍ଦ…

ବ୍ରହ୍ମପୁର: ଗ୍ରାମରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଲାଇନମ୍ୟାନ କାଟିଦେଇଥିବାରୁ ଗୋଟିଏ ପରିବାରକୁ ଗ୍ରାମବାସୀମାନେ ଦୋଷ ଦେଇ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଉକ୍ତ ପରିବାର ସହିତ ତାଙ୍କ ମାମୁଁ ଘର ସମ୍ପର୍କ ରଖୁଥିବାରୁ ସେହି ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି । ଏଭଳି

ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି…

ପୁରୀ: ବିକାଶ ପଥରେ ଶ୍ରୀକ୍ଷେତ୍ର । ପୁରୀରେ ଅବଢ଼ା ଯୋଜନା ପାଇଁ ବଜେଟରେ ୨୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରେ ହେରିଟେଜ୍‌ ସହର ପୁରୀର ବିକାଶ ଓ ଉନ୍ନତିମୂଳକ କାମ କରାଯିବ । ଏଥିସହ ପୁରୀର ଐତିହ୍ୟ କୀର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳୀର ସମନ୍ଵିତ ବିକାଶ ପାଇଁ ଚଳିତ ବଜେଟରେ

ପୂରଣ ହେବ ୧,୫୪୩ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍‌ସ ପଦବୀ

ଭୁବନେଶ୍ୱର: ରାଜ୍ୟର ୨୨୬ଟି ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ(୪୮୮ ବର୍ଗର୍) ଉଚ୍ଚ ମାଧ୍ୟମିକ ସ୍କୁଲରେ ୧,୫୪୩ ପୋଷ୍ଟ ଗ୍ରାଜୁଏଟ୍ ଟିଚର୍‌ସ ପଦବୀ ପୂରଣ ହେବ । ଏ ପଦବୀ ପୂରଣ ନିମେନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆକାଉଣ୍ଟାଟ ଜେନେରାଲଙ୍କୁ ଚିଠି ଲେଖାଯାଇଛି । ଏହି ୧,୫୪୩

ଛାତ୍ରଙ୍କ ବୃତ୍ତି ପାଇଁ ଲାଞ୍ଚ ମାଗି ବନ୍ଧା ହଲେ ଶିକ୍ଷକ ଏବଂ ଡାଟା ଏଣ୍ଟ୍ରି ଅପରେଟର…

ଭୁବନେଶ୍ୱର: ଲାଞ୍ଚ ନେବା ନିଶା ଏତେ ଘାରିଲା ଶିକ୍ଷକ ହୋଇ ଛାତ୍ରଙ୍କୁ ଲାଞ୍ଚ ମାଗିଲେ । ଏପରିକି ଛାତ୍ର ଜଣଙ୍କ ଥାଲାସେମିଆ ରେଗରେ ପିଡିତ ଥିଲେ ମଧ୍ୟ ଲାଞ୍ଚ ନେବାକୁ ଟିକେବି କୁଣ୍ଠାବୋଧ କଲେ ନାହିଁ । ସେମାନଙ୍କ ଏଭଳି ଅମାନବିୟ କାଣ୍ଡକୁ ବୋଧ ହୁଏ ଧର୍ମ ସହିଲାନି । ଶିକ୍ଷକ ଏବଂ ତାଙ୍କ

ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ବାପାପୁଅ ଗୁରୁତର

କୋଇଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ । ଦୁର୍ଘଟଣାରେ ବାପା ଓ ୪ ବର୍ଷର ପୁଅ ଗୁରୁତର ହୋଇଥିବା ବେଳେ ସଂପକୀୟ ମୃତ । ପାଟମୁଣ୍ଡାରୁ ଫେରିବା ବେଳେ ସଣୁଆ ନିକଟରେ ଦୁର୍ଘଟଣା ।

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀରୁ ହାଇଦ୍ରାବାଦ ଗଲେ ପିଣ୍ଟୁ ନନ୍ଦ…

ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା

ମାର୍ଚ୍ଚ ୫ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା…

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ୯୨୯ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୭୩ ହଜାର ୧୬୩ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରୁ ଷଷ୍ଠ