Sign in
Sign in
Recover your password.
A password will be e-mailed to you.
ନିଖିଳ ଉତ୍କଳ ତେଲଙ୍ଗା ଦୋରା ସମାଜର ବନ୍ଧୁ ମିଳନ…
ଛତ୍ରପୁର : ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ନିଖିଳ ଉତ୍କଳ ତେଲଙ୍ଗା ଦୋରା ସମାଜ ର ଏକ ବନ୍ଧୁ ମିଳନ ଛତ୍ରପୁର ମଣ୍ଡଳର ସଭାପତି ବି. ରାଜୁବାବୁ ଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ କେନ୍ଦ୍ରୀୟ ସଭାପତି ମଦନ ମୋହନ ଦୋରା, ସମ୍ପାଦକ ଗୋପାଳ ଦୋରା ଏବଂ କେନ୍ଦ୍ରୀୟ କମିଟି!-->…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ…
ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ପରିସରରେ ନିଷ୍କ୍ରମଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।!-->…
ବରିଷ୍ଠ ସାମ୍ବାଦିକ ପି ଜାନକୀ ରାଓ ଙ୍କ ଅକାଳ ବିୟୋଗ…
ହିଞ୍ଜିଳିକାଟୁ ୨୬।୨ : ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ବରିଷ୍ଠ ସାମ୍ବାଦିକ ତଥା ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ପି ଜାନକୀ ରାଓ ଙ୍କ ର କଟକ ଵଡ ମେଡିକାଲ ରେ ଚିକିତ୍ସାଧାନ ଅଵସ୍ତାରେ ମ୍ରୁତ୍ୟୁ ଘଟିଛି। ଶ୍ରୀ ରାଓ ଙ୍କ ଦେହ ଖରାପ କାରଣରୁ ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକତ୍ସାଧିନ!-->…
ସୁରେଶ ମହାପାତ୍ର OERC ଚେୟାରମ୍ୟାନ୍ ନିଯୁକ୍ତ…
ଭୁବନେଶ୍ବର: ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଶ୍ରୀ ମହାପାତ୍ର ଏବେ ଓଡ଼ିଶା ମୁଖ୍ୟ ଶାସନ ସଚିବ!-->!-->!-->…
ମାଲକାନଗିରି ଏକ୍ସ ବୋର୍ଡ ସ୍କୁଲର ଶତବାର୍ଷିକ ଉତ୍ସବ
ମାଲକାନଗିରି : ଦୁଇଦିନରେ ଦୁଇ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ଚଳଚଞ୍ଚଳ ମାଲକାନଗିରି ଗତକାଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ମାଲକାନଗିରି ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ ପାଇଁଆସିଥିବା ବେଳେ ଆଜି ଅଳ୍ପସଂଖ୍ୟକ, ଅନୁସୂଚିତଜାତି ଜନଜାତି ମନ୍ତ୍ରୀ!-->!-->!-->…
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତିବାଦ ଜାରି ରହିବ : ଜୟନାରାୟଣ…
ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ନ ହେବା ଯାଏ ଚୁପ ବସିବ ନାହିଁ ବିଜେପି। ବିଧାନସଭାରୁ ରାଜରାସ୍ତା ଯାଏ ବିଜେପିର ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର।
ବିରୋଧୀଦଳ ନେତା କହିଛନ୍ତି, ବିଧାନସଭାରେ ମୋସନ!-->!-->!-->…
ଫଲଗୁ ସାହିତ୍ୟ ସଂସଦ ଆଲୋଚନା ଚକ୍ର : ସ୍ଵତନ୍ତ୍ର ଓଡ଼ିଶା ଗଠନରେ ଜଳନ୍ତର ଇତିହାସ ସ୍ମରଣୀୟ…
ବ୍ରହ୍ମପୁର : ଫଲଗୁ ସାହିତ୍ୟ ସଂସଦ ଆୟୋଜିତ ଜଳନ୍ତଋ ଇତିହାସ ସମ୍ବନ୍ଧ ରେ ଆଲୋଚନା ଚକ୍ର ସ୍ମରଣୀୟ ହୋଇ ରହିବ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଯେଉଁ ଭୂମିର ଅବଦାନ ଶୀର୍ଷ ରେ ରହିଥିଲା କାଳଖଣ୍ତରେ ସେ ସବୁ ଆନାଲୋଚିତ ବିଷୟ ସଂପର୍କ ରେ ସାହିତ୍ୟିକ ଐତିହାସିକ ବିଶିଷ୍ଟ ପ୍ରଶାସନିକ!-->…
ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ…
ଭୁବନେଶ୍ବର: ପ୍ରଦୀପ କୁମାର ଜେନା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱରେ ପ୍ରଦୀପ ରହିଛନ୍ତି। ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍!-->…
ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ
ବରଗଡ଼ : ନାବାଳିକା ସାବତ ଝିଅକୁ ଦଲାଲ ହାତରେ ବିକ୍ରି କରୁଥିବା ବେଳେ ଧରିଲା ରେଳବାଇ ପୋଲିସ। ବରଗଡ଼ ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ନାବାଳିକାକୁ ନବବଧୂ ବେଶରେ ସଜାଇ ରାଜସ୍ଥାନ ନିଆଯାଉଥିଲା। ତେବେ କିଛି ଯାତ୍ରୀଙ୍କର ସନ୍ଦେହ ହେବା ପରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ରେଳବାଇ!-->…
କଟକରେ ଧରାପଡିଲା ମାରଣା ଷଣ୍ଢ…
କଟକ : କଟକରେ ଧରାପଡିଲା ମାରଣା ଷଣ୍ଢ। ବାଦାମବାଡ଼ି ଅଞ୍ଚଳରେ ସକାଳୁ ଉତ୍ପାତ କରୁଥିବା ବେଳେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ସିଏମ୍ସି ୪୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଥିଲା ଷଣ୍ଢ।
ଏପରିକି ରାସ୍ତାରେ କୌଣସି ଲୋକଙ୍କୁ ଯିବା ଆସିବା କରିବାକୁ ଦେଉ ନଥିଲା । ଫଳରେ!-->!-->!-->…