ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଫେସର ମନୋଜ ଦାସଙ୍କ ସ୍ଵନକ୍ଷତ୍ର ଦିବସ ପାଳିତ…

ଭୁବନେଶ୍ୱର: ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କର ଆଜି ସ୍ଵନକ୍ଷତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ପରିଜା ପାଠାଗାରସ୍ଥିତ "ମନୋଜ ଦାସ ଅଧ୍ୟୟନ କକ୍ଷ " ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା

ବାଲିଗୁଡ଼ା ସଂକୁଳର ବନବିହାର କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ିରେ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୭/୦୨: ଦାରିଙ୍ଗବାଡ଼ିରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡ଼ା ସଂକୁଳର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂଯୋଜନାରେ ମୁଖ୍ୟ

ଗ୍ୟାସ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ବର ପରିବାର…

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାକୁଡ଼ ପାଲି ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ ଘ.5:30 ମିନିଟ ସମୟ ରେ ଶିବ ଦନାୟକ ପୁଅଙ୍କ ବିବାହ ପ୍ରସ୍ତୁତି ପାଇଁ ମିଠା ସାମଗ୍ରୀ ବନାଉଥିବା ବେଳେଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଯାଇଥିଲା l ପରିବାର

ଗଣପର୍ବ ବଡଯାତ୍ରା ଆରମ୍ଭ, ତିନି ଠାକୁରଙ୍କ ନୌକା ବିହାର ପରେ ଆନ୍ଧ୍ରପ୍ରଦେଶର ପୋଲେରୁ ମନ୍ଦିରରେ ମୁତ୍ୟାଲାମ୍ମାଙ୍କୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗଣପର୍ୱ ବଡଯାତ୍ରା ଗତ ଏକମାସ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ଆଜି ମାନ୍ୟମକୋଣ୍ଡା ତାଡକାରେଉ କୁଣ୍ଡରେ ତିନି ଠାକୁର କାନ୍ନାମରାଜୁ, ବାଲାରାଜୁ ଓ ପୋତରାଜୁଙ୍କୁ ସ୍ନାନ କରାଇବା ସହ ନୌକା ବିହାର ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପୋଲୁରୁ ଠାରେ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯାଳୟ ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳ ର ୨୬ ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ୮ ଜଣ କଳାକାର ଙ୍କୁ କଳାକାର ସହାୟତା ରାଶି ପ୍ରଦାନ ପତ୍ର ପ୍ରଦାନ କରାଯାଇଛି l

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକରେ ଯୁଗ୍ମ ଜନଶୁଣାଣି..

ସୁନ୍ଦରଗଡ଼ (୨୭/୦୨) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁତ୍ରା ବ୍ଲକରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି

ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ…

ବରଗଡ଼: ଆସନ୍ତା ୫ରେ ପଶ୍ଚିମ ଓଡ଼ିଶା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ୨୦୨୩ ପ୍ରଥମ ଦୁଇ ମାସରେ ଏହା ନବୀନଙ୍କ ପଞ୍ଚମ ପଶ୍ଚିମ ଓଡ଼ିଶା ଗସ୍ତ ହେବ। ତେଣୁ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ

ଶିମିଳିପାଳ ଜଙ୍ଗଲରେ ୨୮ଟି ପଏଣ୍ଟରେ ନିଆଁ…

ପୁଣି ଜଳିଲା ଜଙ୍ଗଲ । ଶିମିଳିପାଳ ଜଙ୍ଗଲରେ ନିଅାଁ । ଅଭୟାରଣ୍ୟର କୋର ଓ ବଫର ଏରିଆର ୨୮ଟି ପଏଣ୍ଟରେ ନିଅାଁ ଲାଗିଛି । ସାଟେଲାଇଟ୍‌ ରିପୋର୍ଟ ଆସିବା ପରେ ନିଅାଁ ଲିଭେଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ କର୍ମଚାରୀ । କିଛି ସ୍ଥାନରେ ନିଅାଁ ଲିଭିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି

ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ବ ବି‌ଜେତା…

କେପ୍‌ ଟାଉନ୍‌ : ଅଷ୍ଟ୍ରେଲିଆ ମହିଳା ଦଳ ଲଗାତାର ତୃତୀୟ ଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା ସହ ଡବଲ୍‌ ହ୍ୟାଟ୍ରିକ ଅର୍ଜନ କରିଛି। ବିଗତ ୭ ସଂସ୍କରଣରୁ ମଧ୍ୟ ଷଷ୍ଠ ଥର ବିଶ୍ବ ମୁକୁଟ ଜିତି ବିରଳ ସଫଳତା ଅର୍ଜନ କରିଛି। ରବିବାର ରାତିରେ କେପ୍‌ଟାଉନ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ

ଉମେଶ ପାଲ୍‌ ହତ୍ୟାକାଣ୍ଡ: ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ପୁଲିସର ଗୁଳିମାଡରେ ନିହତ…

ପ୍ରୟାଗରାଜ: ଶୁକ୍ରବାର ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କୁ ତାଙ୍କ ବାସଭବନରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ଘଟାଇଥିବା ଆକ୍ରମଣକାରୀଙ୍କୁ ଏବେ ପୁଲିସ ଖୋଜୁଥିବା ବେଳେ ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ