Sign in
Sign in
Recover your password.
A password will be e-mailed to you.
ଗଲୱାନ ସହିଦଙ୍କ ବାପାଙ୍କୁ ରାସ୍ତାରେ ଘୋଷାଡ଼ିବା ପରେ ଗିରଫ କଲା ପୁଲିସ୍…
ନୂଆଦିଲ୍ଲୀ : ଚାଇନା ସହ ଗଲୱାନ ଘାଟିରେ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ବାପାଙ୍କୁ ପୁଲିସ୍ କେମିତି ସମ୍ମାନ ଦେଇଛି, ତା’ର ଚିତ୍ର ସାମ୍ନାକୁ ଆସିଛି। ଗଲୱାନ ସହିଦଙ୍କ ବାପାଙ୍କୁ ବିହାର ପୁଲିସ୍ ରାସ୍ତାରେ ଧକ୍କା ମାରିବା ସହ ତାଙ୍କୁ ଘୋଷାଡ଼ିଛି। ଏହାପରେ ତାଙ୍କୁ ଗିରଫ!-->…
ଇସ୍ତଫା ଦେଲେ ଜେଲରେ ଥିବା ୨ ଆପ୍ ମନ୍ତ୍ରୀ : ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ…
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ!-->…
ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ସରକାରଙ୍କ ତରଫରୁ ଜମି ପଟ୍ଟା ପ୍ରଦାନ…
ବୀରମିତପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ ଅନ୍ତର୍ଗତ କାଦୋବାହାଲ ପଂଚାୟତ ଅନ୍ତର୍ଗତ ଘୋଘର ଗ୍ରାମର ବିପିନ ଖେଶଙ୍କ ପୁତ୍ର ନିଲମ ସଜ୍ଜିତ ଜଣେ ଆନ୍ତର୍ଜାତିକ ହକି ତଥା ଭାରତୀୟ ଦଳର ଜଣେ ଖେଳାଳି ଭାବେ ଘରେ ଘରେ ପରିଚିତ। କିନ୍ତୁ ଦୁର୍ଭାଗ୍ଯ ର ବିଷୟ ଯେ, ତାଙ୍କର ଜମି ବୋଲି!-->…
ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର : ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି ନେଇ ମଙ୍ଗଳବାର ଆମ ଆଦମି ପାର୍ଟିି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ!-->!-->!-->!-->!-->…
ମାଙ୍କ ହତ୍ୟା ଘଟଣାକୁ ବିତିଲାଣି ୧୩ ଦିନ : ପୋଲିସ୍ ର ହାତ ଖାଲି…
ଶେଷରେ ବିଷ ପିଇ ଆତ୍ମହତ୍ୟା କଲା ପୁଅ...
ନକଲି ପ୍ରଶ୍ନପତ୍ର ଭାଇରାଲ ଘଟଣା : ୨ ଯୁବକଙ୍କ ନାଁରେ ମାମଲା…
ବ୍ରହ୍ମପୁର : ବ୍ରହ୍ମପୁର କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ ହୋଇଛି । ଟାଉନ ଥାନା ଏସ୍ଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତିକରି ନଂ. ୫/୨୩ରେ ଏକ ମାମଲା ରୁଜୁ କରାଯାଇଛି ।!-->!-->!-->…
ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ…
କୁଆଁର ମୁଣ୍ଡା -କୁଆଁର ମୁଣ୍ଡା ପଂଚାୟତ ସମିତି ସଭାଗୃହ ମଧ୍ଯ ରେ ଦିତୀୟ ଭବିଷ୍ୟନିଧୀ ଆପକେ ନିକଟ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଦାଲତ କୁ ରାଉରକେଲାର ଆଞ୍ଚଳିକ ଅଧିକାରୀ ଗୋପାଳିନୀ ନାଗ ଓ କୁମାରୀ ଶିଖା କଂ ଉପସ୍ଥିତ ରେ କୁଆଁର ମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୀମତୀ ତୃପ୍ତି!-->…
ମନରେଗା ଯୋଜନା ଅର୍ଥ ଆତ୍ମସାତ ଘଟଣା : ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ, ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା
ଫୁଲବାଣୀ : ମନରେଗା ଯୋଜନାର ଅର୍ଥ ଆତ୍ମସାତ ଅଭିଯୋଗରେ ଆଜି ଫୁଲବାଣୀ ଭିଜିଲାନ୍ସ ଅଦାଲତ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ନିର୍ବାହୀ ଅଧିକାରୀଙ୍କୁ ୪ ବର୍ଷ ଜେଲ ହୋଇଥିବା ବେଳେ ସରପଞ୍ଚଙ୍କୁ ୨ ବର୍ଷ ସଜ୍ଜା ଦେଇଛନ୍ତି ଭିଜିଲାନ୍ସ ଅଦାଲତ!-->…
ପଞ୍ଚୁଦଣ୍ଡ ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ଭାବେ ମଦନ ମୋହନ ପାଢୀ, ସହ!-->…