ସାମ୍ବାଦିକ ଓ ପୋଲିସଙ୍କ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ,ପୋଲିସ ଏକାଦଶ ବିଜୟୀ…

ନୟାଗଡ଼,୨୫/୦୧ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ଖେଳ ପଡିଆରେ ସାମ୍ବାଦିକ ଓ ପୋଲିସଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ.ଆଇ.ସି ଆଶିଷ ଦେବ ସାହୁ ଅଧିନାୟକ ଥିବା

ଲୁଗୁମରେ 133/33 କେଭି ଗ୍ରୀଡ ସବଷ୍ଟେସନ ଉଦଘାଟିତ…

କୋରାପୁଟ/25/01/26 : ବିଦ୍ୟୁତ ସମସ୍ୟାରୁ ମୁକ୍ତି ପାଇବେ ଅଞ୍ଚଳବାସୀ l ଲମତାପୁଟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ସୁଦୃଢ଼ୀକରଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲୁଗୁମ ଗ୍ରାମରେ ନବନିର୍ମିତ 133/33 କେଭି

କୋଟିଆ ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ…

କୋରାପୁଟ :25/01/26 ---କୋରାପୁଟ ଜ଼ିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ 16 କୋଟି ବ୍ୟୟ ଅଟକଳ ମୂଲ୍ୟରେ ଏକ ସବ ଷ୍ଟେସନ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଲେ ଉପ ମୁଖ୍ୟମନ୍ତ୍ରୀ  କନକ ବର୍ଦ୍ଧନ ସିଂହଦେଓ I ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ :ସଡକ ସୁରକ୍ଷା ଉପରେ ଗୁରୁତ୍ୱାରୋପ

ମାଲକାନଗିରି, ୨୫/୧/୨୬:ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତିି ଭୂଷଣ ଜେନା ସର୍କିଟ ହାଉସ୍ ଠାରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ପରିବହନ ମନ୍ତ୍ରୀ ଜିଲ୍ଲାର ପରିବହନ କାର୍ଯ୍ୟକ୍ରମ କଡାକଡି ଭାବରେ ଯାଞ୍ଚ କରିବା , ଦୁର୍ଘଟଣା ସ୍ଥିତି

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼

ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ

ବାଂଲାଦେରେ ପୁଣି ହିନ୍ଦୁ ଯୁବକଙ୍କ ଉପରେ ଆକ୍ରମଣ

ବାଂଲାଦେଶ : ପୁଣି ଆଉ ଜଣେ ହିନ୍ଦୁଙ୍କ ଉପରେ ବାଂଲାଦେଶ ଆକ୍ରମଣ କରିଛି । ଏପରି ଘୃଣ୍ୟ ଅତ୍ୟାଚାର ନରସିଙ୍ଗଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ୨୩ ବର୍ଷୀୟ ଯୁବକ ଏହି ଆକ୍ରମଣ ଶୀକାର ହୋଇଥିବା ଜଣାପଡିଛି । ଯୁବକଙ୍କୁ ଜାଳି ଦେବା ପରେ ହିନ୍ଦୁ ସମ୍ପ୍ରଦାୟରେ ଆତଙ୍କ ସୃଷ୍ଟି କରିଛି

ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, ୫ ମୃତ

ହାଇଦ୍ରାବାଦ : ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ନାମପାଲି ଅଞ୍ଚଳରେ ଥିବା ୪ ମହଲା ବିଶିଷ୍ଟ ଫର୍ଣ୍ଣିଚର ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଫସି ଯାଇଥିଲେ । ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଶନିବାର ଦିନ

ଶୀତ ଲହରୀ ପାଇଁ ଆମେରିକାରେ ୧୩,୦୦୦ ବିମାନ ବାତିଲ୍

ନୂଆଦିଲ୍ଲୀ: ଆମେରିକାରେ ତୁଷାରପାତ ପରିସ୍ଥିତିକୁ ଆହୁରି ଖରାପ କରିଛି । ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିସହ ବିଦ୍ୟୁତ୍ ବିଭ୍ରାଟ ଏବଂ ପ୍ରବଳ ତୁଷାରପାତ ହୋଇଥିଲା, ଯାହା ଦ୍ବାରା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ନ୍ୟୁ

କାନାଡାକୁ ଟ୍ରମ୍ପଙ୍କ ଧମକ, ଚୀନ୍ ସହ କୌଣସି ଡ଼ିଲ କଲେ ୧୦୦% ଟାରିଫ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାକୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କାନାଡା ଚୀନ୍ ସହିତ କୌଣସି ପ୍ରକାରର ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରେ, ତେବେ ଆମେରିକା କାନାଡା ଉପରେ ୧୦୦% ଟାରିଫ ଲାଗୁ କରିବ । ଟ୍ରମ୍ପ କାନାଡିୟ