Sign in
Sign in
Recover your password.
A password will be e-mailed to you.
ମହାନଦୀ ପ୍ରସଙ୍ଗ: କ୍ଷେତ୍ର ପରିଦର୍ଶନ ଲାଗି ଛତିଶଗଡ ଯିବେ ଓଡିଶାର ଟିମ
ଭୁବନେଶ୍ୱର: ଏଥର ଗୋଟିଏ ଟେବୁଲରେ ବସିବେ ଓଡିଶା- ଛତିଶଗଡ଼। ମହାନଦୀକୁ ନେଇ ମୁହାଁମୁହିଁ ହେବେ ଏବଂ କରିବେ ଆଲୋଚନା। ଖୁବଶୀଘ୍ର ଓଡିଶାର ଏକ ଟିମ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବ । ହେଲେ ଓଡିଶା କେଉଁ ପ୍ରସଙ୍ଗରେ ଆଲୋଚନା କରିବ ସେ ଉପରେ ସମସ୍ତଙ୍କ ନଜର।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ!-->!-->!-->…
ବାର୍ହା ଆକ୍ରମଣରେ ମହିଳା ମୃତ, ୨ ଗୁରୁତର
କନ୍ଧମାଳ: ସୋମବାର ଏକ ଅଘଟଣ ଘଟିଛି। ବାର୍ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି କାନବାଗିରୀ-ଶ୍ରୀକଲା ଘାଟି ଅଞ୍ଚଳର ।
ମୃତକ ହେଲେ କାନବାଗିରୀ ଗ୍ରାମର ଅପସରୀ ପ୍ରଧାନ(୬୦)। ଆହତମାନେ ହେଲେ ନିରଜିନୀ!-->!-->!-->…
ସରକାରୀ କଟକଣା କୁ ଫୁ : ଗୁଟଖା, ସିଗାରେଟ ଓ ଖଇନି ଦଶ ଗୁଣାରେ ହେଉଛି ବିକ୍ରି……!
ବ୍ରହ୍ମପୁର: ରାଜ୍ୟ ସରକାର ତମାଖୁ, ସିଗାରେଟ ଗୁଟଖା ଉପରେ ବେଆଇନ ଘୋଷଣା କରିବା ପରେ ଗୁଟଖା ପ୍ରତି ୧୦ ରୁ ୧୫ ଟଙ୍କା ଦରରେ ବିକ୍ରି ହେଉଛି।ସେହି ଭଳି ସିଗାରେଟ, ଖଇନି, ନାଶ ରେ ଅହେତୁକ ଭାବେ ମନ ଇଚ୍ଛା ଦରରେ କଳା ବଜାର ରେ ବିକ୍ରି ହେଉଛି। ସରକାରଙ୍କ ଘୋଷଣା ପରେ କିଛି ବ୍ୟବସାୟୀ ମାନେ!-->…
ଜିଲ୍ଲା ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ।
ନୟାଗଡ଼: ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ନୟାଗଡ଼ ପିଟିଏସ ପଡ଼ିଆରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଏଭି ଓଡ଼ଗାଁର ୯ମ ଶ୍ରେଣୀ ଛାତ୍ରୀ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚଶିକ୍ଷା ମନ୍ତ୍ରୀ!-->…
୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କଲେ ବାଚସ୍ପତି ସୁରମା ପାଢ଼ୀ…
ନୟାଗଡ଼,:(ନିସର୍ତ୍ତ): ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସି.ଟି ସ୍କୁଲ୍ ପଡ଼ିଆରେ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ୭୭ ତମ ସାଧାରଣ ତନ୍ତ୍ର ଦିବସ ଉତ୍ସବରେ ଓଡ଼ିଶା ବିଧାନସଭାର!-->…
କର୍ମଚାରୀ ଅଭାବ: ଚଢ଼ାଉକୁ ଡରିଲାଣି ଅବକାରୀ ବିଭାଗ…
ନୟାଗଡ଼: ଅବକାରୀ ଥାନା ଗୁଡିକରେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଏବେ ଜଟିଳ ପରିସ୍ଥିତି ଦେଖାଦେଇଛି ।ଗତ ସପ୍ତାହରେ ନୟାଗଡ଼ ସଦର ଥାନା ଅଧୀନସ୍ଥ ବୋଦାପଡ଼ା ଗାଁରେ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା, ଏହାକୁ ନେଇ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି!-->…
ଚନ୍ଦ୍ରମlଦେଇପୁରରେ ୩ୟ ବାର୍ଷିକ ବିଶ୍ୱଶlନ୍ତି ଶ୍ରୀମଦ ଗୀତା ମହାଯଜ୍ଞ ଅନୁଷ୍ଠିତ..
(କଳସ ଯାତ୍ରାରେ ଯୋଗଦେଲେ ଶତାଧିକ ବ୍ରତଧାରୀ)
ନୟାଗଡ଼, ୨୫/୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚୟତ ଅନ୍ତର୍ଗତ ଚନ୍ଦ୍ରମା ଦେଇପୁର ଗ୍ରାମସ୍ଥିତ ମା, ବ୍ରlହ୍ମଣୀ ଦେବୀଙ୍କ ପୀଠରେ ନୟାଗଡ଼ସ୍ଥିତ ଶ୍ରୀ ଯୋଗବେଦାନ୍ତ ସମିତି ଓ ଚନ୍ଦ୍ରମlଦେଇପୁରୁ!-->!-->!-->…
ଅପରେସନ ଅନ୍ୱେଷା ପାର୍ଟ ୨: ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ୩ ନାବାଳିକା ୫ ମହିଳା ଉଦ୍ଧାର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏବଂ ଶରଣକୁଳ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ୩ ନାବାଳିକା ସମେତ ୫ ଜଣ ମହିଳାଙ୍କୁ ଓଡ଼ଗାଁ ଏବଂ ଶରଣକୁଳ ପୋଲିସ ନିଜ ଉଦ୍ୟମରେ ଉଦ୍ଧାର କରିଥିବା ଜଣାପଡିଛି ।ସମଗ୍ର ନୟାଗଡ଼ ଜିଲ୍ଲାରେ ଅପରେସନ ଅନ୍ୱେଷା ପାର୍ଟ୨ ଚାଲିଥିବା ବେଳେ ନିଖୋଜ ମାମଲା!-->…
ବରିଷ୍ଠ କଳାକାର ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ…
ବ୍ରହ୍ମପୁର, ତା. ୨୬/୦୧ :କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ଏବଂ "ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ମିଳିତ ଆନୁକୂଲ୍ୟରେ ଦେଶର ୭୭ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ 'ମାନସ ଭବନ' ପରିସରରେ ମହାସମାରୋହରେ ପାଳିତ!-->…
ଏକତା, ଶାନ୍ତି, ଦେଶଭକ୍ତି ଓ ଦେଶ ପ୍ରେମର ସନ୍ଦେଶ : କଦୁଭାଟାରେ ସାଧାରଣତନ୍ତ୍ର ଦିବସ ପାଳିତ…
ଉମରକୋଟ/ରାଇଘର (୨୬/୦୧/୨୦୨୬):ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର କଦୁଭାଟା କାଲି ମନ୍ଦିର ପ୍ରାଙ୍ଗନରେ ହର୍ଷୋଲ୍ଲାସ ସହ ଉଦଯାପିତ ହୋଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ସ୍ମରଣ କରିବା,!-->…