Sign in
Sign in
Recover your password.
A password will be e-mailed to you.
କୋଟପାଡ଼ରେ “କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ”ର ବାର୍ଷିକୋତ୍ସବ ଅନୁଷ୍ଠିତ
କୋଟପାଡ଼: କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ କୋଟପାଡ଼ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଜ୍ଞାନେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ!-->!-->!-->…
ବୈତରଣୀରେ ବନ୍ୟା, ଦବିଗଲା ବ୍ରିଜ
ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ!-->…
ଜିଲ୍ଲାସୀମାନ୍ତରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୋଲିସ ସମ୍ମୁଖରେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ୧୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିମଧ୍ୟରୁ ୯ ଜଣ ମାଓବାଦୀଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହି ମାଓବାଦୀ ମାନେ!-->…
ଆସିକା ପୋଲିସ ଓ ଖଣିବିଭାଗ ନାକ ତଳେ ଚାଲିଛି ଚୋରା ବାଲି ଚାଲାଣ…
ଆସିକା ସୁନାମ୍ବ ସାହି ରାସ୍ତା ଦେଇ ପ୍ରତିଯୋଗିତା ଭାବେ ହେଉଛି ଚୋରା ବାଲି ଚାଲାଣ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ରେ ପ୍ରତିଯୋଗିତା ଭାବେ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ହେଉଛି। ସୁନାମ୍ବ ସାହି ବସ୍ତି ବାସିନ୍ଦା ମାନଙ୍କ!-->…
ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ପୋଚିଲିମା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଚିଲିମା ଛକ ଏନ ହେଚ ୫୯ କଡରେ ଥିବା ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ପୋଚିଲିମା ପକ୍ଷରୁ ସାଇ ସୂନ୍ଦର ଧାମ ପୋଚିଲିମା ଠାରେ ପବିତ୍ର ଗୁରୁ ପୁର୍ଣିମା ଉତ୍ସବ ପାଳନ ହୋଇ ଯାଇଛି l ସାଇ ସୂନ୍ଦର ଧାମ ପୋଚିଲିମା ର ଟ୍ରଷ୍ଟ ଅଧ୍ୟକ୍ଷ!-->…
ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଉକ୍ତ!-->…
ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିନକି ମେଣ୍ଡି ଗାଁର ଜଣେ ୨୧ ବର୍ଷ ବୟସ୍କ ଯୁବକ ନିଖୋଜ ଥିବା ନେଇ ପରିବାର ଲୋକେ!-->…
ଚଳିତ ମାସ ପିଡିଏସରେ ମିଳିବ ଗହମ : ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର : ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର!-->…
ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ
ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି । ଜୁଲାଇ ୭ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ଜୁନ ୨୨!-->…
ମନୋଜ ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ
ଭୁବନେଶ୍ଵର: ଆଇଏଏସ ମନୋଜ କୁମାର ମହାନ୍ତି ଗୁରୁବାର ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ମନୋଜଙ୍କୁ ୬ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମନୋଜ ମହାନ୍ତି।