ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର ୦୯।୧୧ : ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ଧାମନଗର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭାରେ ଶପଥ ପାଠ କରାଇଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଖବର ଅନୁଯାୟୀ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଅଟୋରୁ ଗଞ୍ଜେଇ ଜବତ, ଦୁଇ ଗିରଫ

ଚଣ୍ଡିଖୋଲ ୦୯।୧୧ : ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁର ଜିଲ୍ଲା ବଡ଼ଚଣା ଦର୍ପଣ ନିକଟରୁ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଦୁଇ ଜଣ ଯୁବକ

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

ଖୋର୍ଦ୍ଧା ୦୯।୧୧: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିକଟ ଭୁଇଁପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଚଟୁଆ ଗାଁର କିଛି

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୯। ୧୧ : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ

ଶକ୍ତିନଗର ତାଲାବନ୍ଦ ଘରୁ ଚୋରି…

ବ୍ରହ୍ମପୁର : ଲୋଚାପଡା ରୋଡ ଶକ୍ତିନଗରନିକଟରେ ଥିବା ଆଦିଶକ୍ତି ନଗର ଦ୍ୱିତୀୟ ଲାଇନର ମହେନ୍ଦ୍ର ପଣ୍ଡା ଘରୁ ଚୋରି ଅଭିଯୋଗ ହୋଇଛି ସୂଚନା ଥାଉକି ପଣ୍ଡା ନିଜ ଭାଇର ସ୍ୱାସ୍ଥ୍ୟ ଖରାପ ଶୁଣି ମଙ୍ଗଳବାର ସନ୍ଧ୍ୟା ରେ ପୁରୁଷୋତ୍ତମପୁର ଘରକୁ ଯାଇଥିଲେ ବୁଧବାର ଦିନ ଏଗାର ଘଣ୍ଟା ଘରକୁ

ଟି-୨୦ ବିଶ୍ବକପ୍ ଫାଇନାଲରେ ପାକିସ୍ତାନ

ସିଡନି : ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଦିନେ ବିଶ୍ବକପରୁ ବିଦା ହେବା ସ୍ଥିତିରେ ଥିବା ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି । ବୁଧବାରଦିନ ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ

କୋପ୍୨୭: ଭାରତ ସାହାଯ୍ୟରେ ବଞ୍ଚିବ ଲକ୍ଷ ଲକ୍ଷ ଜୀବନ

ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହ୍ରାସ କରିବା ପାଇଁ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମ୍‌ଓ) ସାରା ବିଶ୍ବରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ପାଇଁ ଏକ ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପୂର୍ବ ବର୍ଷର ଜଳବାୟୁ ବୈଠକରେ ଭାରତ ସମର୍ଥିତ

ଇଡି, ସିବିଆଇ ବିଜେପି ନିର୍ଦ୍ଦେଶରେ କାମ କରୁଛନ୍ତି : ଚିଦମ୍ବରମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ‌ନେତା ପି ଚିଦମ୍ବରମ ଆଜି ବିଜେପିକୁ କଟାକ୍ଷ କରିଛନ୍ତି। ବିରୋଧୀ ଦଳ ନେତାଙ୍କ ଉପରେ ସିବିଆଇ ଚଢ଼ଉକୁ ବିରୋଧ କରି ଚିଦମ୍ବରମ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ) ଏବଂ ସିବିଆଇ

ଜମ୍ମୁ ଓ କଶ୍ମୀର: ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟି ଯବାନ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳର ମାନକୋଟେ ସେକ୍ଟର୍‌ରେ ନିଜ ବନ୍ଧୁକରୁ ଆକସ୍ମିକ ଭାବେ ଗୁଳି ଫୁଟିବାରୁ ମଙ୍ଗଳବାର ଦିନ ସେନାର ଜଣେ ଯବାନଙ୍କର ମୃତ୍ୟୁ ଘଟିଥିବା କଥା ସେନା ଅଧିକାରୀମାନେ କହିଛନ୍ତି।ମୃତ ଯବାନଜଣଙ୍କ ହେଉଛନ୍ତି ଭାରତୀୟ

ଆମ୍ବୁଲାନ୍ସକୁ ରାସ୍ତା ଦେଇ ମୋଦୀ ଦେଖାଇଲେ ମାନବିକତା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ରାଲି କରୁଛନ୍ତି। ଆଜି ଦେବଭୂମି ହିମାଚଳରେ ଅନେକ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନ କିଛି ସମୟ ପାଇଁ ଅଟକି ଯାଇଥିଲା। କାରଣ ତାଙ୍କ କନଭେନ