Sign in
Sign in
Recover your password.
A password will be e-mailed to you.
ବିଚତ୍ର ବ୍ୟବସ୍ଥା ରୋଲର ବଦଳରେ ପିକପ ଭ୍ୟାନ କରୁଛି ରାସ୍ତା ସମତୁଲ କାର୍ଯ୍ୟ..
ଧର୍ମକୁ ଆଖି ଠାର ନୀତିରେ ଚାଲିଛି କାମ...!
ଗତକାଲି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ସହାୟତା ଦାବିରେ 326 ନମ୍ବର ଜାତୀୟ ରାଜପଥ ଅବରୋଧ କଲେ…
ମାଲକାନଗିରି : କାଲିମେଲେ ମୋଟୁ ଥାନା ମାନ୍ୟମ କୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ରାଜ ଗିରି ଗ୍ରାମର ନୀଳ ରାମ ବଡ଼ନାୟକ ତାଙ୍କ ପତ୍ନୀ ଜେମା ଦେଇ ବଡ଼ ନାୟକ ଏବଂ ଆଠ ବର୍ଷୀୟ ପୁତ୍ର ସଲମନ ବଡ଼ନାୟକ ତିନିଜଣ ଏକ ମଟର ସାଇକଲ ମାଲକାନଗିରି ହଷ୍ଟେଲରେ ରହି ପଢ଼ୁଥିବା ଝିଅ କୁ ଦେଖିବାକୁ ଯାଇଥିଲେ!-->!-->!-->…
ରଙ୍ଗବତୀ କାର୍ଯ୍ୟକ୍ରମ କୁ ନିମଂତ୍ରିତ ହେଲେନାହିଁ ସହରର ଓଡ଼ିଆ ଭାଷା ସାହିତ୍ୟ କଳା ପ୍ରେମୀ ଓ ସାମ୍ବାଦିକ…
ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଓଡ଼ିଶା ରାଜ୍ଯ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ଯ ସଂଗୀତ ନାଟକ ଏକାଡେମୀ ଦ୍ବାରା ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଦୁଇ ଦିନ ଯଥା ୬ ଏବଂ ୭ ତାରିଖ ପାଇଁ ଆୟୋଜିତ ହୋଇଥିବା ପଶ୍ଚିମ ଓଡିଶା ର କଳାକାରଙ୍କୁ ନେଇ ରଂଗବତୀର!-->…
ବାପାକୁ ମିଶି ହାଣିଲେ ଦୁଇ ପୁଅ ଓ ମାଆ, ପାରିବାରିକ କଳହରୁ ହତ୍ୟାକାଣ୍ଡ…!
ଖଲ୍ଲିକୋଟ : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମାଆ । ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ୟ ପାହାନ ବୋଲି ଜଣାପଡିଛି । ଏଠି ସ୍ତ୍ରୀ ସାଜିଲା ସ୍ୱାମୀର ହତ୍ୟାକାରୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟାଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
!-->!-->!-->!-->!-->…
ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ…
ଉମରକୋଟ :. ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଗୋଷ୍ଠୀ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉମରକୋଟ ର ମାନ୍ୟବର ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି!-->!-->!-->!-->!-->…
କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କନ୍ଧମାଳକୁ ହରାଇ ଦିଗପହଣ୍ଡି…
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ସନ୍ ସାଇନ୍ ଭଲିବଲ୍ ଟିମ୍ ପକ୍ଷରୁ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦିଗପହଣ୍ଡି ଦଳ କନ୍ଧମାଳ ଦଳକୁ ୩-୦ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାଯାଇଛି ।!-->…
ଭାରତ ମାଳା ରାସ୍ତା ତିଆରିରେ ଅଣ ନିଶ୍ୱାସୀ ଉମରକୋଟ ସହରବାସୀ…
ଉମରକୋଟ:ଏକବିଂଶ ଶତାବ୍ଦୀରେ ବିକାଶ ଆଜି ଏଭଳି ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ମଣିଷ ସମାଜକୁ ଠିଆ କରି ଦେଇଛି ଯେ ଯେଉଁଠାରୁ ପଛକୁ ଫେରିବା ଅସମ୍ଭବ ଏବଂ ଆଗକୁ ବଢିବା ଆସନ୍ନ ବିପଦ ଘେର ଆଡ଼କୁ ମଣିଷକୁ ଠେଲି ଦେଉଛି । ନିକଟ ଅତୀତରେ ଅର୍ଥାତ୍ ଦୀର୍ଘ ଏକ ବର୍ଷ ଧରି ରାଇପୁର ଠାରୁ!-->!-->!-->…
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ କିଡନୀ ରୋଗୀ
ଭୁବନେଶ୍ୱର: ସଠିକ ଔଷଧ ଏବଂ ଡାକ୍ତର ଯୋଗାଇଦେବା ଦାବିରେ ରାଜ୍ୟର କ୍ୟାନସର ଆକ୍ରାନ୍ତ ରୋଗୀ। ସଠିକ୍ ଔଷଧ ଦିଆଯାଉ ବୋଲି ଦାବି କରି ଗତକାଲିଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଭବନ ଆଗରେ ଧାରଣାରେ ବସିଛନ୍ତି ଆକ୍ରାନ୍ତମାନେ।
ପୂର୍ବରୁ ତିନି ମାସ ଧରି ସମାନ ଦାବି ନେଇ ଆନ୍ଦୋଳନ!-->!-->!-->…
ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ମହାକାଶରେ ଏକ ଘଣ୍ଟା ୧୫ ମିନିଟ୍ ଧରି ଚାଲିଲା ଛାଇ-ଆଲୁଅର ଖେଳ
ଭୁବନେଶ୍ୱର : ମହାକାଶରେ ମହାଜାଗତିକ ଦୃଶ୍ୟ । ଆକାଶରେ ଛାଇ ଆଲୁଅର ଖେଳ । ସାରା ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏହା ଭାରତ ସମେତ ଉତ୍ତରପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ସମେତ ବିଶ୍ୱର ଅନେକ ସ୍ଥାନରେ ଦୃଶ୍ୟମାନ ହୋଇଛି ।!-->…
ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ : ମିଳିଲା ନିଖୋଜ ଯୁବ ବ୍ୟବସାୟୀଙ୍କ ମୃତଦେହ
କଟକ : କଟକ ବାଲିଯାତ୍ରା ପୂର୍ବରୁ ମହାନଦୀରେ ଅଘଟଣ। ଆଜି ଗାଧୋଇବା ସମୟରେ ବୁଡ଼ିଗଲେ ଯୁବ ବ୍ୟବସାୟୀ। ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ ମହମ୍ମଦ ଈର୍ଷାଦ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରିରଖିଥିଲା। ସର୍ଚ୍ଚ ଅପରେସନ ଥିଲେ ଅଗ୍ନିଶମ ବାହିନୀ ଓ!-->…