Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ
ଭୁବନେଶ୍ୱର ୦୮।୧୧: ଉପନିର୍ବାଚନ ରଣନୀତି। ପଦ୍ମପୁର ଉପନିର୍ବାଚନ ପାଇଁ ଧାମନଗରଠୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ଦଳ । ଖୁବଶୀଘ୍ର ଦଳର କ୍ଷତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓ ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି!-->…
ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ
ବୋରିଗୁମ୍ମା ୦୮।୧୧ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ l କୋରାପୁଟ ଜିଲ୍ଲା ଜାତୀୟ ରାଜପଥ ୨୬ ମଝିଆ ଗାଁ ପାଖରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର!-->!-->!-->…
ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍ ଘଟଣା, ବନ୍ଧାହେଲେ ପିଇଓ
ଆନନ୍ଦପୁର ୦୮/୧୧: ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଘଟଣା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଛି ସୋସୋ ଥାନା ପୋଲିସ୍ । ଗିରଫ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି!-->…
ଛାଡଖାଇ ପୂର୍ବରୁ ପିଆଜ ଦର ୧୫ ଦିନରେ ବଢିଲାଣି ୧୫ ଟଙ୍କା
ଭୁବନେଶ୍ୱର, ୦୮/୧୧: ଦରଦାମ ବୃଦ୍ଧି ଖାଉଟିଙ୍କ ଅଣ୍ଟା ମୋଡ଼ି ଦେଲାଣି । ୨ ସପ୍ତାହରୁ କମ୍ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । କାର୍ତ୍ତିକ ମାସ ଶେଷ ହେବା ସହ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା । ହାଣ୍ଡିଶାଳରେ ଏହି ପରିବାଟିର ଆବଶ୍ୟକତାକୁ ଏଡାଯାଇ ପାରି ନ ଥାଏ ।!-->…
ରାହାସ ପୂର୍ଣ୍ଣିମା: ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ୦୮/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ବଡି ଭୋରରୁ ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ । ପୁରୀ ବେଳାଭୂମି, ଭୁବନେଶ୍ବର ବିନ୍ଦୁ ସାଗର, ଚନ୍ଦ୍ରଭାଗା, କଟକ ମହାନଦୀ, କାଠଯୋଡି ସମେତ ରାଜ୍ୟର!-->…
କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ
ପୁରୀ ୦୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ । ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି । ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ!-->…
ଟ୍ରକ ଓ ବାଇକ ଧକ୍କା, ବାଇକ ଚାଳକ ଗୁରୁତର…
ହିଞ୍ଜିଳିକାଟୁ ୮।୧୧ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଓ ଚାନ୍ଦୁଲି ଗ୍ରାମ ରାସ୍ତା ମଧ୍ୟରେ ଟ୍ରକ- ବାଇକ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଆହତ ଆରୋହୀ ଜଣକ ହେଲେ ହିଞିଳିକାଟୁ କେଉଟ ସାହି ଵାସିନ୍ଦା ମୁରଲି ବେହେରା (୨୬) ।ମୁରଲି ବାଇକ ରେ ହିଞ୍ଜିଳିକାଟୁ!-->…
ଫୁଲବାଣୀ ଠାରେ ମହାଆଡମ୍ବର ରେ ବୋଇତ ବନ୍ଦାଣ ଉତ୍ସବ ପାଳିତ…
ଫୁଲବାଣୀ : ଆଜି ଫୁଲବାଣୀର ନଦୀ ଗୁଡିକରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲୁଙ୍କି ଡ୍ୟାମ, ପିଅନପଡ଼ା ନଦୀ ଘାଟ, ଫୁଲବାଣୀ!-->!-->!-->…
ବିବାହ ବିଚ୍ଛେଦ ପ୍ରସଂଗରେ ପ୍ରତିକ୍ରିୟା ରଖିଲେ ସାନିଆ ମିର୍ଜା !
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ଗୋଟିଏ ସମୟରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ସଂପର୍କ କ୍ରୀଡ଼ା ଦୁନିଆରେ!-->…
କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’
ବାଙ୍ଗାଲୋର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସତୀଶ ଲକ୍ଷ୍ମଣରାଓ ଜାରକିହୋଲି ‘ହିନ୍ଦୁ’ ଶବ୍ଦକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ହିନ୍ଦୁ ଏକ ଭାରତୀୟ ଶବ୍ଦ ନୁହେଁ, ଏହା ପର୍ସିଆରୁ ଆସିଛି। ଏହାର ଅର୍ଥ ମଧ୍ୟ ଅତି କଦର୍ଯ୍ୟ ବା ‘ଭୟଙ୍କର’। ନିଜ!-->…