Sign in
Sign in
Recover your password.
A password will be e-mailed to you.
ନୂଆ ରୂପରେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ନୂଆ ରୂପରେ ସାଂସଦ ରାହୁଲ ଗାନ୍ଧି। କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ପ୍ରତିଦିନ ରାହୁଲ ଗାନ୍ଧିଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଛି। ଗୁରୁ ନାନକ ଜୟନ୍ତୀ ଅବସରରେ ପୁଣି ଥରେ ରାହୁଲଙ୍କ ନୂଆ ରୂପ ଦେଖିବାକୁ ମିଳିଛି। ଏଥିରେ ଚିହ୍ନିବା ମୁସକିଲ ହୋଇପଡିଛି।ମହାରାଷ୍ଟ୍ରରେ!-->…
କେଜ୍ରିୱାଲଙ୍କୁ ମହାଠକର ଚେତାବନୀ, ଉସକାଇଲେ ଖୋଲିଦେବି ଗୁମର
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ଏକ ଜେଲ୍ରେ ସଜା କାଟୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଜେଲ୍ରେ ଥାଇ ଗୋଟିଏ ପରେ ଗୋଟିଏ ଚିଠି ଜରିଆରେ ଅନେକ ବିସ୍ଫୋରକ ତଥ୍ୟ ଦେବାରେ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ!-->…
ବିଜେପି ଟିକେଟ ପାଇବେ କଂଗ୍ରେସ ଛାଡ଼ିଥିବା ହେଭିୱେଟ!
ଗାନ୍ଧିନଗର: କଂଗ୍ରେସରୁ ଆମଦାନୀ ହୋଇଥିବା ଏକାଧିକ ନେତାଙ୍କୁ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ ଦେବ। ଏହି ତାଲିକାରେ ସବଠାରୁ ଆଗରେ ଅଛନ୍ତି ୨୯ ବର୍ଷୀୟ ହାର୍ଦ୍ଦିକ ପଟେଲ। ଏକଦା ବିଜେପି ସରକାର ବିରୋଧରେ ପିଟିଦାର ଲୋକଙ୍କୁ ନେଇ ଆନ୍ଦୋଳନ କରୁଥିବା ହାର୍ଦ୍ଦିକ ପରବର୍ତ୍ତୀ!-->…
ହର ହର ଶମ୍ଭୁ… ସିଙ୍ଗର ଫରମାନୀଙ୍କ ଭାଇ ଓ ଭିଣେଇ ଗିରଫ
ଲକ୍ଷ୍ନୌ: ହର ହର ଶମ୍ଭୁ ଗୀତ ଗାଇ ସୋଶାଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମୁସଲିମ୍ ସିଙ୍ଗର ଫରମାନୀ ନାଜଙ୍କ ଭାଇ ଓ ଭିଣେଇ ଗିରଫ। ଡକାଏତ ଅଭିଯୋଗରେ ମେରଟ ପୁଲିସ ଆଜି ଉଭୟଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ନିର୍ମାଣଧୀନ ଟାଙ୍କିରୁ ଛଡ ଚୋରି କରିବା ଅଭିଯୋଗରେ ଫରମାନୀଙ୍କ ଭାଇ ସମେତ ୮!-->…
ମଦ ପିଅ, ଗୁଟ୍ଖା ଖାଅ, ଗଞ୍ଜେଇ ଟାଣ; ମାତ୍ର ଜଳର ଗୁରୁତ୍ବକୁ ବୁଝ
ଭୋପାଳ: ମଧ୍ୟପ୍ରଦେଶର ରେୱାଠାରେ ନିଜର ବକ୍ତବ୍ୟ ଦେଇ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ଜଳର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ଭିତରେ ସେ ଲୋକମାନଙ୍କୁ ଆହୁରି ବି କହିଛନ୍ତି ଯେ ଲୋକେ ମଦ ପିଇ ପାରନ୍ତି, ଗଞ୍ଜେଇ ଟାଣିପାରନ୍ତି, ଗୁଟ୍ଖା ଖାଇପାରନ୍ତି। ମାତ୍ର ଜଳର ଗୁରତ୍ବକୁ!-->…
ଏଲନ ମସ୍କଙ୍କୁ କଙ୍ଗନାଙ୍କ ପରାମର୍ଶ: ଆଧାର କାର୍ଡ ଥିବା ବ୍ୟକ୍ତିଙ୍କୁ ବ୍ଲୁ ଟିକ୍ ମିଳୁ
ନୂଆଦିଲ୍ଲୀ: ବ୍ଲୁ ଟିକ୍ ବା ଭେରିଫାଏଡ ଆକାଉଣ୍ଟ ପାଇଁ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ମାସକୁ ୮ ଡଲାର ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମସ୍କଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ସେ କହିଛନ୍ତି, ୟୁଜରମାନେ କିଛି କିଛି ଅର୍ଥ ଦେଲେ!-->…
ସୋମବାର ଥିଲା ଜଷ୍ଟିସ ଲଳିତଙ୍କ ଶେଷ କାର୍ଯ୍ୟ ଦିବସ, ଚର୍ଚ୍ଚାରେ ଥିଲା ଓଡ଼ିଶା ସଂପର୍କିତ ରାୟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ଆଜି ଶେଷ ହେବାର ଥିଲା। ଆଜି ଗୁରୁ ନାନକ ଜୟନ୍ତୀ ଯୋଗୁ କୋର୍ଟ ବନ୍ଦ ରହିବ। ଏହି କାରଣରୁ ସୋମବାର ଦିନ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ପ୍ରଧାନ ବିଚାରପତି ଭାବେ ମାତ୍ର ୭୪ ଦିନର ସ୍ବଳ୍ପ!-->…
ବରିଷ୍ଠ ବିଜେପି ନେତା ଏଲ୍କେ ଆଡଭାନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ମୋଦୀ ଓ ରାଜନାଥ
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ୍ କ୍ରିଷ୍ଣା ଆଡଭାନୀଙ୍କର ଆଜି ଜନ୍ମଦିନ। ତାଙ୍କ ପବିତ୍ର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଯାଇ ଭେଟିଛନ୍ତି। ଆଡଭାନୀଙ୍କ ୯୬ ତମ ସ୍ବନକ୍ଷତ୍ର!-->…
ଅନୁପ ସାଏଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ
ଝାରସୁଗୁଡ଼ା: ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିଥିଲା। ଆଜି କୋର୍ଟ ପକ୍ଷରୁ ନ୍ୟାୟାଦେଶ ପ୍ରକାଶ ପାଇଛି। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟର ଆଜୀବନ!-->…
ମାଣ୍ଡିଆ ଦିବସରେ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର କ୍ଷୁଦ୍ରଦାନା ଶସ୍ୟ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଦିବସ ପାଳନ ଅବସରରେ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟ କ୍ରମରେ ଅତିଥି ଭାବେ ସମିତି ଅଧ୍ୟକ୍ଷ ଶୁଶାନ୍ତ କୁମାର!-->…