Sign in
Sign in
Recover your password.
A password will be e-mailed to you.
ମଙ୍ଗଳବାରଠୁ ଭୁବନେଶ୍ୱର ବାଲିଯାତ୍ରା : ମୁତୟନ ହେବେ ୮ରୁ୧୦ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର ୦୭।୧୧: ମଙ୍ଗଳବାର ଠାରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ସରିଛି । ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯଇଛି । ପ୍ରାୟ ୫୦୦ ଷ୍ଟଲ ବାଲିଯାତ୍ରାରେ ପଡିବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି!-->…
ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଆଲୋଚନାଚକ୍ର
ଫୁଲବାଣୀ : ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ ଏକ ଆଲୋଚନାଚକ୍ର (ପତ୍ର ବାଚନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉପସ୍ଥିତ ରହି!-->…
ଜଙ୍ଗଲରୁ ପୁଣି ଠାବ ହେଲା ଦୁଇଟି ହାତୀର ମୃତଦେହ
ତେଲକୋଇ ୦୭।୧୧ : ଜଙ୍ଗଲରୁ ପୁଣି ଠାବ ହେଲା ହାତୀର ମୃତଦେହ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲ କୁଳିଆପାଳ ଜଙ୍ଗଲରୁ ଦୁଇଟି ହାତୀର ମୃତଦେହ ଠାବ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀସ କୁଳିଆପାଳ ନିକଟରେ ଥିବା!-->!-->!-->…
ବାଇକ୍ ଦୁର୍ଘଟଣାରେ ୨ ଯୁବକ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମଇଲି ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଦୁହେଁ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମଣ୍ଡା ଗ୍ରାମର କାହ୍ନୁ ନାୟକ(୨୬) ଓ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ!-->…
ବଡ଼ଭାଇର ଛୁରାମାଡ଼ରେ ସାନ ଭାଇ ମୃତ
କଟକ ୦୭।୧୧ : ସଂପର୍କରେ ଲାଗିଲା ରକ୍ତର ଛିଟା । ବଡ଼ ଭାଇର ଛୁରାମାଡ଼ରେ ସାନ ଭାଇ ମୃତ । କଟକ ବାଉଁଶଗଳିରେ ଘଟିଛି ଏହି ଘଟଣା ।
ଖବର ଅନୁଯାୟୀ, ପାରିବାରିକ ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାଫଳରେ ବଡ଼ ଭାଇ ଅଜୁ ମୁଲ୍ଲା ରାଗି ଯାଇ ସାନ ଭାଇ ଶେଖ୍ ଉଲ୍ଲା!-->!-->!-->…
୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ
ବୁଗୁଡ଼ା : ସ୍ଥାନୀୟ ଅନ୍ତର୍ଗତ ନିୟୁ ଏରା ପବ୍ଲିକ ସ୍କୁଲ ପରିସରରେ ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ଆନୁକୁଲ୍ୟରେ ୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜର ରୋଭର ଓ ରେଞ୍ଜର , ନିୟୁ ଏରା ପବ୍ଲିକ୍ ସ୍କୁଲର ସ୍କାଉଟ୍ ଓ ଗାଇଡ୍, ଶ୍ରୀକର!-->…
ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ
ଛତ୍ରପୁର : ଗଞ୍ଜାମ ହୁମା ବଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି । ସାଙ୍ଗମାନଙ୍କ!-->…
ବୁଡ଼ାଗୁଡାରେ ମାଓ ପୋଷ୍ଟର, ସରପଞ୍ଚଙ୍କୁ ଗୁଳିକରି ହତ୍ୟା ଧମକ
ଦାରିଙ୍ଗବାଡି ୦୭/୧୧: ଦାରିଙ୍ଗବାଡି ବୁଡ଼ାଗୁଡା ପଞ୍ଚାୟତ ମାଓବାଦୀମାନେ ଜାହିର କରିଛନ୍ତି ତାଙ୍କର ଦବଦବା । ପୋଷ୍ଟର ଜାରି କରି ଦେଇଛନ୍ତି ଚେତାବନୀ । ବୁଡ଼ାଗୁଡା ପଞ୍ଚାୟତ ମୁଖ୍ୟ ପାଚେରୀରେ ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟର ।
ଏହି ପୋଷ୍ଟରରେ ସରପଞ୍ଚଙ୍କୁ ଗୁଳିକରି ମାରିଦେବା ନେଇ!-->!-->!-->…
ଓଲଟିଲା ପିଚୁ ବୋଝେଇ ଟ୍ରକ : ଡ୍ରାଇଭର ମୃତ, ଦୁଇ ଗୁରୁତର
କରଞ୍ଜିଆ ୦୭।୧୧ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ଯଶୀପୁର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ୧୨ଚକିଆ ଟ୍ରକ । ଯାହାଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ!-->…
ଜିନ୍ଦଲ ମ୍ୟାନେଜରଙ୍କୁ ହତ୍ୟା ! ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମୃତଦେହ
ରାଉରକେଲା ୦୭।୧୧: ଜିନ୍ଦଲ ମ୍ୟାନେଜରଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବରସୁଆଁ ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଜିନ୍ଦଲ ଗେଷ୍ଟ ହାଉସ୍ରେ ସେ ଏକୁଟିଆ ରହୁଥିଲେ । ଜିନ୍ଦଲ ଲଜିଷ୍ଟିକ୍ ମ୍ୟାନେଜର ମୋତି!-->!-->!-->…