Sign in
Sign in
Recover your password.
A password will be e-mailed to you.
ପାକିସ୍ତାନ ନୁହେଁ, ହିନ୍ଦୁମାନଙ୍କ ଅସଲ ଶତ୍ରୁ ହେଉଛନ୍ତି ପାଶ୍ଚାତ୍ୟ ଦେଶ : ଅଷ୍ଟ୍ରେଲୀୟ ପ୍ରଫେସର
ନୂଆଦିଲ୍ଲୀ : ପାଶ୍ଚାତ୍ୟ ଦେଶ ଇଂଲଣ୍ଡ,ଆମେରିକା ଓ କାନାଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି । ଏଥିପାଇଁ ଅନେକ ଭାରତୀୟ ପାକିସ୍ତାନୀ ଇସ୍ଲାମୀୟ ଚରମପନ୍ଥୀଙ୍କୁ ଦାୟୀ କରିଥାନ୍ତି । କେତେକ ଚୀନର ଭୂମିକା ବି ଦେଖିଥାନ୍ତି । କିନ୍ତୁ ଜଣେ ଆମେରିକା ଜନ୍ମିତ ଅଷ୍ଟ୍ରେଲୀୟ ସମାଜ!-->…
ନାମିବ୍ୟାରୁ ଭାରତକୁ ଆସିଥିବା ଚିତାର ପ୍ରଥମ ଶିକାର
ନୂଆଦିଲ୍ଲୀ: ଭାରତରେ ଚିତା ଲୋପ ପାଇଥିବା ବେଳେ ଅଫ୍ରିକାର ନାମିବ୍ୟାରୁ ଭାରତକୁ ୮ଟି ଚିତର ଅଣାଯାଇଥିଲା। ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ସେପ୍ଟେମ୍ବର ମାସରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ!-->…
ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ ୩ ଦୁଷ୍କର୍ମ-ହତ୍ୟା ଅପରାଧୀଙ୍କୁ ମୁକ୍ତ କରିଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଜନୈକା ୧୯ ବର୍ଷୀୟା ଯୁବତୀଙ୍କୁ ଅପହରଣ ପରେ ଦୁଷ୍ମର୍ମ କରି ହତ୍ୟା କରିବା ଘଟଣାରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କୁ ଆଜି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ ମୁକ୍ତ କରି ଦେଇଛନ୍ତି।ଦେଶର ବହୁଚର୍ଚ୍ଚିତ ନିର୍ଭୟା ମାମଲାର!-->…
ଭାରତ ଯୋଡ଼ୋ ଛାଡ଼ି ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧି
ଶିମଲା: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ହିମାଚଳପ୍ରଦେଶ ଗସ୍ତରେ ଯାଇ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏବେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ସମ୍ପୂର୍ଣ୍ଣ ଫୋକସ କରିଥିବା ବେଳେ ଏହାକୁ ଦିନକ ପାଇଁ ବାତିଲ କରି ପର୍ବତ ଇଲାକା ହିମାଚଳପ୍ରଦେଶରେ!-->…
ପରିବାରର ୩ ଜଣଙ୍କୁ ମାରି ପୋତି ଦେଲା ନାବାଳକ
ତ୍ରିପୁରା : କଅଁଳ ବୟସରେ ଜଘନ୍ୟକାଣ୍ଡ। ପରିବାରର ୩ ଜଣଙ୍କୁ ପିଟି ପିଟି ମାରିଦେଲା ନାବାଳକ। ତ୍ରିପୁରାରେ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳକ ନିଜ ପରିବାର ଲୋକଙ୍କୁ ହତ୍ୟା କରିବା ପରେ ପୋତି ଦେଇଛି । ଏହି ଘଟଣା ତ୍ରିପୁରାର କଲମପୁରର ଘଟିଛି।ତ୍ରିପୁରାରେ ଜଣେ!-->…
ମା’ ମହୁରୀକାଳୁଆଙ୍କ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ ୬।୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ମହୁରୀକାଳୁଆ ଙ୍କ ୮ ଦିନ ଵ୍ୟାପି ଚାଲିଥିବା ଯାତ୍ରାତ୍ସୋଵ ସୋମବାର ଉଦଯାପିତ ହୋଇଯାଇଛି। ଗ୍ରାମର ପ୍ରତ୍ୟେକ ଘର ଆଗରେ ପୁର୍ଣ କୁମ୍ଭ ସହ ଧୁପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ!-->…
ଓଷ୍ଠ, ପାଦ ଫଟା ପାଇଁ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର : ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଶୀତଦିନେ ପାଦ, ଅଧର ଫଟାରୁ ରକ୍ଷା ପାଇବା ପାଇଁ ସଚେତନତା କରା ଯାଇଥିଲା l ରୁକ୍ଷ, ଶୁଷ୍କ ବାୟୁ ପ୍ରବାହ ଦ୍ଵାରା ଓଠ,ପାଦ ଓ ଚର୍ମ ଫାଟେ l ଏହାର ପ୍ରତିରୋଧ ପାଇଁ ଥଣ୍ଡା ପବନରେ ଦ୍ରୁତ ଗତିରେ ବୁଲିବେ ନାହିଁ!-->…
ଚାଲିଗଲେ ଦେଶର ପ୍ରଥମ ଭୋଟର, ସେ ମତଦାନ ପାଇଁ ଗଲେ ପ୍ରଶାସନ ରେଡ୍ କାର୍ପେଟ ବିଛାଏ
ଶିମଲା: ଚାଲିଗଲେ ଦେଶର ପ୍ରଥମ ଭୋଟର। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତା ଚୟନ ଲାଗି ଦେଶରେ ଭୋଟଦାନ କରିଥିବା ପ୍ରଥମ ବ୍ୟକ୍ତିଙ୍କ ଶନିବାର ପରଲୋକ ଘଟିଛି। ହିମାଚଳ ପ୍ରଦେଶର କାଲପାର ଏହି ଭୋଟର ଶ୍ୟାମ ସରନ ନେଗି ନିଜ ବାଷଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ!-->…
ରାତାରାତି ପୁଲିସ କର୍ମଚାରୀ ମାଲାମାଲ, ଆକାଉଣ୍ଟରେ ଜମା ହେଲା ୧୦୦ ମିଲିଅନ ଟଙ୍କା
ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍ ଚମକି ଉଠିଛି। ଜଣେ ସାଧାରଣ ପୁଲିସ କର୍ମଚାରୀ ରାତାରାତି ମାଲାମାଲ ହୋଇଯାଇଛନ୍ତି। ତାଙ୍କ ହାତରେ ଲାଗିଛି ୧୦ କୋଟି ଟଙ୍କା। ଯାହାକୁ କମେଇବା ପାଇଁ!-->…
ଏସ ଏସ ଭି ଏମ ଫୁଲବାଣୀରେ ମାତୃ କର୍ମଶାଳା…
ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଶିଶୁ ବାଟିକା ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ସଂଭାଗ ଶିଶୁ!-->…