Sign in
Sign in
Recover your password.
A password will be e-mailed to you.
ବିପୁଳ ପରିମାଣର ଗଞ୍ଜେଇ ସହିତ ଇଣ୍ଡିଗୋ କାର ଜବତ, ଜଣେ ଗିରଫ
ଛତ୍ରପୁର : ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଦେବୀପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର!-->…
ଧାମନଗର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସୁପ୍ରିମୋ: କହିଲେ ଆମେ ଜନାଦେଶକୁ ସବୁବେଳେ ସମ୍ମାନ ଦେଇଛୁ
ଭୁବନେଶ୍ୱର: ଜନାଦେଶକୁ ସମ୍ମାନ ଜଣାଉଛି। ଧାମନଗର ଉପନିର୍ବାଚନକୁ ନେଇ ଏହି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆନ୍ ଏକ୍ସପ୍ରେସର ଲିଟରାରୀ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଯୋଗଦେଇ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲାଙ୍କ ପ୍ରଶ୍ନର ଉତ୍ତରେ କହିଥିଲେ, ସବୁ ବେଳେ!-->…
ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ଯୁବ କଂଗ୍ରେସକର୍ମୀ
ଭୁବନେଶ୍ୱର, ୦୬/୧୧: କଂଗ୍ରେସର ବରିଷ୍ଠ ଜନନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ କୂଆଖାଇ ନଦୀରେ ଲୁଲୁ ମହାପାତ୍ର ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଯୁବ କଂଗ୍ରେସକର୍ମୀ ମାନେ ଏକାଠି ହୋଇ!-->…
ଧାମନଗର ଆସନ ଜିତିଲା ବିଜେପି
ଭୁବନେଶ୍ଵର: ବଦଳିଲା ଟ୍ରେଣ୍ଡ। ଦୀର୍ଘ ଦୁଇ ଦଶନ୍ଧି ପରେ ଓଡିଶା ରାଜନୀତିରେ ପ୍ରଥମ ଥର ଦେଖିବାକୁ ମିଳିଲା ଭିନ୍ନ ଚିତ୍ର। ପ୍ରଥମ ଥର ଉପ ନିର୍ବାଚନରେ ମାଟି କାମୁଡିଛି ଶାସକ ବିଜୁ ଜନତା ଦଳ। ବହୁ ଚର୍ଚ୍ଚିତ ଭଦ୍ରକ ଜିଲ୍ଲାର ଧାମନଗର ଉପ ନିର୍ବାଚନରେ ବାଜି ମାରିଛି ବିଜେପି। ଦିବଙ୍ଗତ ନେତା!-->…
ତହସିଲଦାରଙ୍କର ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ
ନରସିଂପୁର : କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ର ତହସିଲଦାରଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାହା ସନ୍ଦେହ କରାଯାଉଛି ଗତ ବିଳମ୍ବିତ ରାତ୍ରରେ ଏକ ପଲସର ଗାଡ଼ିରେ ତିନି ଜଣ ଦୁର୍ବୃତ୍ତ ଆସି ତହସିଲଦାରଙ୍କ ଗାଡ଼ି କୁ ଜାଳି ଚାଲିଯାଇଥିଲେ ଯେଉଁଥିରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡି ଯାଇଛି ।
ଏ!-->!-->!-->…
ଅର୍ଚ୍ଚନାଙ୍କ ରାଜ୍ୟ ବାହାର ଲିଙ୍କ୍ : ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗର କିଛି କମ୍ପାନି ସହ ଟଙ୍କା କାରବାର ହୋଇଥିବା…
ଭୁବନେଶ୍ୱର: ଅର୍ଚ୍ଚନା ନାଗ୍ଙ୍କ ବାହାର ରାଜ୍ୟରେ ଲିଙ୍କ୍ । ଦିଲ୍ଲୀ, ମୁମ୍ବାଇ ଓ ଭାଇଜାଗ୍ ଭଳି ବଡ଼ ବଡ଼ ସହରରେ ଅର୍ଚ୍ଚନାଙ୍କ ସମ୍ପର୍କ । ଓଡ଼ିଶା ସହ ବାହାର ରାଜ୍ୟର କିଛି କମ୍ପାନି ସହ ହୋଇଛି ଟଙ୍କା କାରବାର । ମୋଟା ଅଙ୍କର ଟଙ୍କା ନେଣଦେଣ ହୋଇଛି । ଏଭଳି କିଛି ବଡ଼ ତଥ୍ୟ!-->…
ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ: ୨ ମାସର ଭଡା ଗାଡି ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ
କଟକ/ନୂଆପଡ଼ା: ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସକ । ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ ବିଭୁପ୍ରସାଦ ଧଳଙ୍କୁ ଧରିଛି ଭିଜିଲାନ୍ସ । ଦୁଇ ମାସର ଭଡା ଗାଡି ବିଲ୍ କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ରେଡ୍!-->…
ସହର ମଝିରେ ବୁଲୁଛି ଝିଙ୍କ: ଭୟରେ ସହରବାସୀ
ବ୍ରହ୍ମପୁର, ୦୬/୧୧: ସହର ମଝିରେ ବୁଲୁଛି ଝିଙ୍କ। ଭୟରେ ସହରବାସୀ। ରାତି ହେଲେ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବାର ନଜର ଆସୁଛି ଝିଙ୍କ। ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ସହରରୁ।
ସୂଚନା ଅନୁଯାୟୀ, ସହର ମଧ୍ୟରେ ଏକ ଝିଙ୍କ ବୁଲୁଥିବା ଘଟଣା ନଜରକୁ ଆସିଛି। ଏହାକୁ ନେଇ!-->!-->!-->…
ଢ଼େଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ, ୦୬/୧୧: ରବିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗ୍ରସ୍ତରେ ଢେଙ୍କାନାଳ ଯାଇଛନ୍ତି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାରନ୍ଦା ଗ୍ରାମର ମା ମହାଶିମୁଳା ମନ୍ଦିରର ରତ୍ନମୁଦ ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ!-->…
ମୁକୁଳା ଡ୍ରେନରୁ ମିଳିଳା ମୃତଦେହ
ପୁରୀ, ୦୬/୧୧: ମୁକୁଳା ଡ୍ରେନ ଭିତରେ ପଡିଛି ମୃତଦେହ। ପୁରୀ ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।
!-->!-->!-->…