ଫୁଲବାଣୀରେ ବିଜେପିର ବିଜୟ ଉତ୍ସଵ ପାଳିତ…

ଫୁଲବାଣୀ - ଧାମ ନଗର ବିଧାନସଭା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଙ୍କ ବିଜୟ ଘୋଷଣା ପରେ ଫୁଲବାଣୀ ରେ ବିଜେପି ବିଜୟ ଉତ୍ସଵ ମନାଇଛି ଆଶା ଓ ଆଶଙ୍କା ରେ ଥିବା ବିଜେପିବିଜୟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଫୁଲବାଣୀର ବିଜୁ ପଟନାୟକ ଛକ ରେ

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ଗାଁ ନିକଟସ୍ଥ କରାପଡିଆ ଛକରେ ରବିବାର ରାତି ସାଢେ ୮ଟା ସମୟରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର

ବ୍ରହ୍ମପୁର ରେ ବିଜେପି ପାଳିଲା ବିଜୟ ଦିବସ : ମିଷ୍ଟାନ ସହ ଫୁଟାଇଲେ ବାଣ…

ବ୍ରହ୍ମପୁର : ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ଯବଂଶୀ ସୂରଜଙ୍କ ଐତିହାସିକ ବିଜୟକୁ ନେଇ ଆଜି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ "ବିଜୟ ଉତ୍ସବ" ପାଳନ ହୋଇଯାଇଛି । ସୂର୍ଯ୍ୟବଂଶୀ ସୂରଜ ୮୦୩୫୧ ଭୋଟ ପାଇ ତାଙ୍କ

ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି…

ଫୁଲବାଣୀ :-ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ଯରେ କହିଥିଲେ ଯେ ଲୋକ ମାନେ ଜମିଜୁମା ଏବଂ

ଧାମନଗର ଉପନିର୍ବାଚନରେ ବିଜୟ ଉତ୍ସବ ପାଲୁଛି ଜିଲ୍ଲା ବିଜେପି

ମାଲକାନଗିରି : ଜିଲ୍ଲାରେ ବିଜେପି ଲଗାତାର ଦୁଇଦୁଇଟି ନିର୍ବାଚନରେ ଗୋଷ୍ଟି କନ୍ଦଳ ଯୋଗୁଁ ନିଜର ଅସ୍ତିତ୍ବ ହରାଇବା ପରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଆଜି ଧାମନଗର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳନ କରାଯାଇଛି । ଆଜି ଜିଲ୍ଲା ସଦରରେ ଥିବା

ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ଉତ୍ସବ ଆରମ୍ଭ

ବୁଗୁଡା : ସ୍ଥାନୀୟ କେନାଲ ସାହିରେ ସାହି ବାସିନ୍ଦାଙ୍କ ପକ୍ଷରୁ ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ ଦାଶ ଓ ଗିରୀଶ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ଶିକ୍ଷକ

ଅଳେଶ୍ୱର ଠାରୁ ସୋନପୁର ୭୫ କିମି ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ

ଛତ୍ରପୁର : ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ଷଷ୍ଠ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ହରିପୁର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଂଜାମ ଜିଲ୍ଲାର ଗଂଜାମ ବ୍ଳକର " ଦି ଇକୋ ୱାରିୟର୍ସ" ର '

ଧାମନଗର ଫଳାଫଳ ପରେ ଛତ୍ରପୁରରେ ଦଳୀୟ ନେତା ଓ କର୍ମୀ ମାନେ ବାଣ ଫୁଟାଇ ମିଷ୍ଠାନ ବାଣ୍ଟି ବିଜୟୀ ଉତ୍ସବ ପାଳନ କଲେ

ଛତ୍ରପୁର : ଧାମନଗର ଉପ ନିର୍ବାଚନରେ ବିଜେପି ବଡ଼ ଧରଣ ର ବିଜୟୀ ହାସଲ କରିଥିବା ନେଇ ରବିବାର ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି l ସ୍ଥାନୀୟ ଚଣ୍ଡୀ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ତଥା ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପ୍ରଶାନ୍ତ

ଧାମନଗର ଉପନିର୍ବାଚନରେ ଧର୍ମର ବିଜୟ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି। ଗଣତନ୍ତ୍ରର ବିଜୟ ହୋଇଛି। ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ। ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ବୋଲି କେନ୍ଦ୍ରମନ୍ତ୍ରୀ

କୋହଲା ନୃତ୍ୟ ପରିବେଷଣ କରି ସୀମାଂଚଳମ୍ ପୀଠ ଯାତ୍ରା

ଛତ୍ରପୁର : ବିଶ୍ୱ ଶାନ୍ତି ,କଳାକାରଙ୍କ ମହାଯଜ୍ଞ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦୀ) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ