ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ ଘଟଣା, ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର ୦୬।୧୧ : ପୁଲିସ ସବ୍‌ଇନ୍ସପେକ୍ଟର ଚାକିରି ନାଁରେ ୧.୪୭ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପୁଣି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ଡୁମେଇପୁଗର ଗାଁର ଜୟନ୍ତ ଓରଫ ବୁବୁ (୩୨) । ଜୟନ୍ତ ଜଣେ ପୂର୍ବତନ

ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ

ବଲାଙ୍ଗୀର ୦୬।୧୧ : ରେଳ ଧାରଣାରେ ପଡିଛି ଯୁବତୀଙ୍କ ମୃତଦେହ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ଶବ । ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ରେଳ ଧାରଣାରେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର

ରେଭ୍‌ ପାର୍ଟି ରେ ଚଢାଉ, ରିସୋର୍ଟ ମାଲିକଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ୱର ୦୬।୧୧ : ରିସୋର୍ଟ ବାହାରେ ଦାମୀ ଦାମୀ କାର୍‌ ଲାଗିଥିଲା । ଭିତରେ କମ୍ପୁଥିଲା ଡିଜେ । କିଏ ଅର୍ଦ୍ଧନଗ୍ନ ତ’ପୁଣି କିଏ ବିବସ୍ତ୍ର । କିଛି ସୁଇମିଂ ପୁଲ୍‌ରେ ତ’ଆଉ କିଛି ଛାତ ଉପରେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ । ସବୁ ନିଶାରେ ଚୂର… । ପୁଲିସ୍‌ ପହଞ୍ଚିଲା ବେଳକୁ ରିସୋର୍ଟ ଭିତର

ବିଦ୍ୟୁତ ବିଲ୍ ଦେୟ ପ୍ରଦାନ ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏସ୍‌ବିଆଇ ସହିତ ସହଯୋଗିତା

ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍‌ଓଡିଏଲ୍‌ର ସମସ୍ତ

ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି , ୬ / ୧୧ ଆଜି ଆଇନ ସଚେତନତା ଓ ପ୍ରସାରଣ ମାଧ୍ୟମରେ ନାଗରିକଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଆଜି ମାଲକାନଗିରି ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ମିଳିତ ଆନୁକୁଲ୍ୟରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ, ୬/୧୧: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅକ୍ଟୋବର ମାସ ୩ ତାରିଖ

ସ୍କର୍ପିଓ ଗାଡିରୁ ୨ ହଜାର ଲିଟର ମଦ ଜବତ, ଜଣେ ଗିରଫ

ଭଦ୍ରକ୦ ୬।୧୧ : ଦୁଇ ହଜାର ଲିଟର ବିଦେଶୀ ମଦ ଜବତ । ଏହାସହିତ ଏକ ସ୍କର୍ପିଓ ଗାଡିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ପୁରୁଣାବଜାର ପୋଲିସ ପକ୍ଷରୁ ନାକାବନ୍ଦ ଚାଲିଥିଲା । ଏହି

ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ରାଜରାଜେଶ୍ୱର ବେଶ

ଆଠଗଡ଼ ୦୬।୧୧ : ରବିବାର ମହାକାର୍ତ୍ତିକ ମାସର ମହାପର୍ବ ବଡ଼ ଓଷା । ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବଡ଼ ଓଷାକୁ ସିଧାସଳଖ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ ଧବଳେଶ୍ୱରଙ୍କ ଦର୍ଶନ ନିମନ୍ତେ ମନ୍ଦିରର ମୁଖ୍ୟ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

ପୁରୀ ୦୬।୧୧ : ଆଜି ପଞ୍ଚୁକର ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ଏହି ବେଶ କରିଥାନ୍ତି। ତେବେ ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ

ଟି-୨୦ ବିଶ୍ବକପ୍‌: ଜିମ୍ବାୱେକୁ ପରାସ୍ତ କରି ଗ୍ରୁପ ଶୀର୍ଷରେ ଭାରତ, ସେମିଫାଇନାଲରେ ଇଂଲଣ୍ଡକୁ କରିବ ମୁକାବିଲା

ମେଲ୍‌ବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ଜିମ୍ବାୱେକୁ ଭାରତ ୭୧ ରନ୍‌ରେ ପରାସ୍ତ କରିଛି। ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ