ବାଲିଯାତ୍ରାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ଉଦ୍‌ଘାଟନ କଲେ ପୋଲିସ୍‌ ଡିଜି

କଟକ, ୦୭/୧୧: ଐତିହାସିକ ବାଲିଯାତ୍ରା ପୂର୍ବରୁ ସୋମବାର ଅପରାହ୍ନରେ ଉଦଘାଟିତ ହୋଇଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ନିର୍ମିତ ବାଲୁକା କଳା। ଯାହାକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ପ୍ରଥମଥର ପାଇଁ ବାଲିଯାତ୍ରାରେ ସୁଦର୍ଶନ ପଟ୍ଟନାୟକଙ୍କ

କାର୍ତ୍ତିକ ଶେଷ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା : ଧର୍ମ ମାସ କାର୍ତ୍ତିକର ଶେଷ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ

ବାଲିଯାତ୍ରା ପାଇଁ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା

କଟକ : ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ବାଲିଯାତ୍ରା । ଅଗ୍ନିକାଣ୍ଡ ଭଳି ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାଲିଯାତ୍ରା ପଡିଆର ଚାରିପାଖରେ ମୋଟ ୫ଟି ଅସ୍ଥାୟୀ

ଦେଶୀ ବନ୍ଧୁକ ଫୁଟି ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ର ଚାରି ଛକ ଠାରେ ଦେଶୀ ବନ୍ଧୁକ ଫୁଟି ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକୁ ଦାରିଙ୍ଗବାଡ଼ି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଦୁଇ ଜଣ ଯୁବକ ଏକ ବାଇକ ଯୋଗେ ଏକ ଦେଶୀ ବନ୍ଧୁକ ନେଇ ଯାଉଥିଲେ କିନ୍ତୁ

ବାବା ଧବଳେଶ୍ୱରଙ୍କ ପାଖେ ଲାଗି ହେଲା ଗଜଭୋଗ

ଆଠଗଡ଼ ୦୭/୧୧: ସୋମବାର ମଧ୍ୟ ବଡସିଂହାର ବେଶ ସହିତ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ଵରଙ୍କ ପାଖରେ ବାବାଙ୍କ ଅତି ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି। ଶୁଦ୍ଧପୂତ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭୋଗକୁ ପାଇବା

ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଚାରିଲକ୍ଷ ଲୁଟ୍‌

ଫୁଲବାଣୀ, ୦୭/୧୧: ବନ୍ଧୁକ ମୁନରେ ଟଙ୍କା ଲୁଟ୍‌ l ପେଟ୍ରୋଲ ପମ୍ପ କର୍ମଚାରୀ ଚାରିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଫଳରେ କର୍ମଚାରୀ

ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀଙ୍କ ସାହାରପଡା ବ୍ଲକ ଗସ୍ତ, ବିଭିନ୍ନ କାର୍ଯ୍ୟର ସମୀକ୍ଷା

ପାଟଣା, ୦୭/୧୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଗସ୍ତରେ ମହିଳା ଓ ଶିଶୁ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ଅପରାହ୍ନରେ ମନ୍ତ୍ରୀ ଅଚାନକ ସାହାରପଡା ବ୍ଲକ ଗସ୍ତରେ ଆଜି ଆଇସିଡିଏସ୍ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ

ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ଭାସିଗଲେ ୩, ଦୁଇ ଉଦ୍ଧାର, ଜଣେ ମୃତ

ଖଲ୍ଲିକୋଟ, ୦୭/୧୧: ଗଞ୍ଜାମ ହୁମା ବାଟେଶ୍ୱର ମନ୍ଦିର ନିକଟ ସମୁଦ୍ରରେ ୩ଜଣ ଭାସି ଯାଇଥିବା ସୂଚନା ମିଳିଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହୁମା ଅଞ୍ଚଳର ରବିନ୍ଦ୍ର ସ୍ୱାଇଁଙ୍କ ୧୫ ବର୍ଷର ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ ବୋଲି ଜଣାପଡ଼ିିଛି ।

ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ; ଡାକ୍ତରଖାନାରେ ଭର୍ତ୍ତି

ଧର୍ମଗଡ଼ ୦୭/୧୧: କାର୍‌ ଦୁର୍ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ ଆହତ। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନୀତିଙ୍କ ମୁଁହରେ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଖବର ଅନୁସାରେ, ସୁନୀତି ତାଙ୍କ କାର୍‌ରେ ଜୁନାଗଡ଼ ବ୍ଲକ ମହିଚଲା ଗାଁକୁ

କୁମ୍ବିଂ ବେଳେ ଜଙ୍ଗଲରୁ ମିଳିଲା ମାଓ କ୍ୟାମ୍ପ

ଧର୍ମଗଡ଼ ୦୭।୧୧: କଳାହାଣ୍ଡି ପୋଲିସକୁ ସଫଳତା l ଡିଭିଏଫ୍‌ ଓ ଏସ୍‌ଓଜି ଜବାନଙ୍କ ମିଳିତ ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଏହାସହିତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ ଓ