Sign in
Sign in
Recover your password.
A password will be e-mailed to you.
ଚନ୍ଦ୍ରଗ୍ରହଣ ରେ ହେତୁ ବାଦୀ ଙ୍କୁ କଡ଼ା ବିରୋଧ କରି ଜବାବ୍ ଦେଲେ ପରମ୍ପରା ବାଦୀ…
ସବୁ ବର୍ଗରେ ନିନ୍ଦା ଓ ବୁଦ୍ଧିଜୀବୀ ମହଲରେ କ୍ଷୋଭ...
ବ୍ରହ୍ମପୁର : ହେତୁବାଦୀ ସଙ୍ଗଠନ ପକ୍ଷରୁ ଚନ୍ଦ୍ରଗ୍ରହଣରେ ଆୟୋଜିତ ସାମୁହିକ ଭୋଜନ କାର୍ଯ୍ୟକ୍ରମ କୁ ତୀବ୍ର ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି।ଏଥିପାଇଁ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି।!-->!-->!-->…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି !
ଭୁବନେଶ୍ୱର : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ସଂଲଗ୍ନ ଭାରତ ମହାସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ସମୁଦ୍ର ପତନରୁ ୪.୫ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା!-->…
ସ୍ୱାମୀ ବିରୋଧରେ ଭୟଙ୍କର ଅଭିଯୋଗ ଆଣି ସ୍ତ୍ରୀ ଥାନାରେ ପହଞ୍ଚିଲେ
ସୋର : ଅନେକ ସୁନେଲି ସ୍ବପ୍ନ ଦେଖିଥିଲେ । ଅନେକ ଆଶା ନେଇ ସ୍ୱାମୀ ହାତ ଧରିଥିଲେ l ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ l ହେଲା ସ୍ବପ୍ନ ଅଧାରୁ ଅଟକିଗଲା l ବିବାହ ପ୍ରସ୍ତାବ ବେଳେ ଭାବୀ ସ୍ୱାମୀ ସୁରଟରେ ଭଲ ଦରମା ପାଉଥିବା ଜଣେ ଇଂଜିନିୟର ଭାବେ ପରିଚୟ!-->…
ପଦ୍ମପୁରରେ କଂଗ୍ରେସ ଭଲ କରିବ, ସେଠାରେ ଦଳୀୟ ଭୋଟ ଅଛି- ସୁର ରାଉତରାୟ
ଭୁବନେଶ୍ୱର ୦୮।୧୧: ପଦ୍ମପୁରରେ କଂଗ୍ରେସ ଭଲ କରିବ। ସେଠାରେ କଂଗ୍ରେସର ଦଳୀୟ ଭୋଟ ରହିଛି । ଧାମନଗର ଅପେକ୍ଷା ଏଠି କଂଗ୍ରେସ ପ୍ରଚାର ଉପରେ ଅଧିକା ଗୁରୁତ୍ୱ ଦେବ ଦଳ। କଂଗ୍ରେସ ସବୁ ନେତାଙ୍କୁ ଏଥର ସାମିଲ କରୁଛି। ସେଠି ଯିଏ କଂଗ୍ରେସ ପାଇଁ କାମ କରୁଛନ୍ତି । ତାଙ୍କୁ!-->…
ଭୁବନେଶ୍ୱରରେ ଆରମ୍ଭ ହେଲା ବାଲିଯାତ୍ରା
ଭୁବନେଶ୍ୱର, ୦୮/୧୧: ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ବର ବାଲିଯାତ୍ରା । କୂଆଖାଇ ନଦୀ ପାଠାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରାରେ ୫୦୦ ରୁ ଅଧିକ ଷ୍ଟଲ ପଡିଛି । ଜନସାଧାରଣ ଷ୍ଟଲ ବୁଲିବା ସହିତ ବିଭିନ୍ନ ସୁସ୍ବାଦୁ!-->…
ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ
ପୁରୀ, ୦୮/୧୧: ଡକାୟତି ଯୋଜନା ପଣ୍ଡ। ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ। ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୫ ଡକାୟତ ହେଲେ ବାଲିଘାଟ ଆଦର୍ଶ ନଗରର ନାରାୟଣ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଭିଆଇପି ରୋଡ ଜଗନ୍ନାଥ କଲୋନୀର ପ୍ରଦୀପ ବେହେରା,!-->…
ପଦ୍ମପୁର ଉପନିର୍ବାଚନ : ଦାୟିତ୍ୱ ବାଣ୍ଟିଲା ବିଜେଡି, ତିନି ବ୍ଲକକୁ ତିନି ମନ୍ତ୍ରୀ
ଭୁବନେଶ୍ୱର ୦୮।୧୧ : ବିଜେଡିର ଉପନିର୍ବାଚନ ରଣନୀତି । ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ।
ତିନି ବ୍ଲକ ଦାୟିତ୍ବରେ ରହିବେ ତିନି ଜଣ ମନ୍ତ୍ରୀ। ପଦ୍ମପୁର ବ୍ଳକ!-->!-->!-->…
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ପବିତ୍ର କାର୍ତ୍ତିକ ମାସ ଏକ ମାସ ଧରି ବ୍ରତ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏହି ପବିତ୍ର ମାସରେ ହାବିଷ୍ୟ କରି କାର୍ତ୍ତିକ ବ୍ରତ ପାଳନ କରାଯାଏ।ଏହି ମାସରେ ଆକାଶଦୀପ ପ୍ରତିଷ୍ଠା!-->…
ମୀନାବଜାର ଦୋଳିରୁ ପଡି ଯୁବକ ମୃତ
କଣ୍ଟାବାଞ୍ଜି ୦୮।୧୧: ମୀନାବଜାର ଦୋଳିରୁ ପଡି ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ତୁରକେଲାରେ ଅଘଟଣ । ମୃତ ଯୁବକ ଜଣକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା ।
ଖବର ଅନୁଯାୟୀ, ତୁରେକେଲାରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବ!-->!-->!-->…
ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ: ଭଙ୍ଗାରୁଜା, ଗୋବର ମାଡ଼ ସହ ଲାଠିଚାର୍ଜ
ଭୁବନେଶ୍ୱର/ବ୍ରହ୍ମପୁର:ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ବିରୋଧ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ହେତୁବାଦୀଙ୍କୁ ଅଟକ ରଖିଛି ପୋଲିସ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ!-->…