Sign in
Sign in
Recover your password.
A password will be e-mailed to you.
ବୁଦ୍ଧଖୋଲ ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବୁଗୁଡ଼ା : ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଆଗାମୀ ବୁଦ୍ଧଖୋଲ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଧାରଣ!-->…
ଓଡିଶାର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟ ସୂଚୀ ଓ ରୂପାୟନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବ୍ରହ୍ମପୁର(୯/୧୧) : ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ,ଗଞ୍ଜାମ,ଛତ୍ରପୁର ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ଭି. କୀର୍ତ୍ତିବାସନଙ୍କ ଅଧ୍ୟକ୍ଷତାରେ ଯୋଜନା ଓ ସଂଯୋଜନ ବିଭାଗ ଦ୍ଵାରା ଦୁଇ ଦିନିଆ ବିଚାର ବିମର୍ଶ କର୍ମଶାଳା!-->…
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ
ଛତ୍ରପୁର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆଜି ତା.୦୯.୧୧.୨୦୨୨ ରିଖରୁ ଡିସେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟସୀମା ମଧ୍ୟରେ ଭୋଟଦାତାଗଣ ସେମାନଙ୍କ ଭୋଟର!-->…
ଜମାରାଶି ଫେରସ୍ତ ଦାବିରେ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ବ୍ରହ୍ମପୁର : ଦୀର୍ଘ ୮ବର୍ଷ ଧରି ଜମାକାରୀ ମାନେ ସେମାନଙ୍କର ପରିପକ୍ୱ ରାଶି ସାହାରା ଚିଟଫଣ୍ଡ କମ୍ପାନୀ କୁ ଦୌଡ଼ି ଦୌଡ଼ି ଫେରସ୍ତ ନ ପାଇ ସର୍ବସ୍ବାନ୍ତ ହୋଇଗଲେଣି । ବାରମ୍ବାର ପ୍ରତିଶ୍ରୁତି ଓ ତାରିଖ ପରେ ତାରିଖ ଗଡ଼େଇ ସାହାରା କମ୍ପାନୀ ର ଶାଖା ପରିଚାଳକ, ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ!-->…
ହିଞ୍ଜିଳି କନକ ଦୁର୍ଗାପୀଠରେ ଚବିଶି ପ୍ରହର ନାମଯଜ୍ଞ
ହିଞ୍ଜିଳିକାଟୁ ୯।୧୧ : ହିଞ୍ଜିଳିକାଟୁ ପୌରପାଳିକା ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ମା’ କନକ ଦୁର୍ଗା ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚବିଶି ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅଧିବାସ, କଳସ ଯାତ୍ରା ସୋମବାର ଦିନ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ନାମ!-->…
ଚୋରି ହୋଇଥିବା ରୋଲର ଜବତ : ମୁଖ୍ୟ ଆସାମୀ ଫେରାର
ହିଞ୍ଜିଳିକାଟୁ ୯।୧୧ : ପୁରୁଷୋତମପୁର ଥାନା ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ଭୁୟାଁଦେବୀ ମନ୍ଦିର ନିକଟରୁ ଚୋରି ହୋଇଥିବା ରୋଲର ହିଞ୍ଜିଳି ଥାନା ଅନ୍ତର୍ଗତ ନୁଆଗଡ ଗ୍ରାମ ବାରିତଳ ସାହିସ୍ଥିତ କବାଡ଼ି ଦୋକାନରୁ ଅଧାକଟା ଅବସ୍ଥାରେ ଉଦ୍ଧାର ଓ ୩ ଜଣଙ୍କୁ ଗିରିଫ କରିଥିବା ପୋଲିସ୍ ଜଣାପଡିଛି।!-->…
ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଭିନ୍ନ ପଦକ୍ଷେପ ନେଉଛି ୧୨ ବାଟାଲିୟନ ସିଆରପିଏଫ
ଫୁଲବାଣୀ : ସିଆରପିଏଫର ସାମାଜିକ ଦାୟିତର ଏକ ଅଂଶ ଭାବରେ ଏବଂ ଗରିବ ଲୋକଙ୍କ ଜୀବନକୁ ଉନ୍ନତ କରିବା ଦିଗରେ ଏକ ପଦକ୍ଷେପ ଭାବରେ ୧୨ ବାଟାଲିୟନ ସିଆରପିଏଫ ଦ୍ୱାରା ସାଡିଙ୍ଗିଆ ପଞ୍ଚାୟତର ସାଧାରଣ ଅଞ୍ଚଳରେ ବୁଧବାର ଦିନ ଏକ ସିଭିକ୍ ଆକ୍ସନ ପ୍ରୋଗ୍ରାମ -୨୦୨୨ ଆୟୋଜନ କରାଯାଇଥିଲା । ସିଏ!-->…
୧୦ ହଜାରରେ ଶିଶୁକନ୍ୟାକୁ କିଣିଥିଲେ ଦଂପତି, ଉଦ୍ଧାର କଲା ପୁଲିସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଥରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରୁ ଏକ ଦଂପତିଙ୍କ ପାଖରୁ ୪ ମାସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍ ଓ କମିସନରେଟ ପୁଲିସର ଚଢ଼ଉ ବଳରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।
!-->!-->!-->…
ଆସନ୍ତାକାଲି ଆସିବେ ରାଷ୍ଟ୍ରପତି, ଭୁବନେଶ୍ୱରରେ ଛୁଟି ଘୋଷଣା
ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ୧୦ ତାରିଖ!-->…
ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ବିଜୟ ହାସଲ କରି ଚର୍ଚ୍ଚାରେ ଥିବା ସୂର୍ଯ୍ୟବଂଶୀ ସୂରଜଙ୍କୁ ପଦ୍ମପୁରରେ ବ୍ୟବହାର କରିବ ବିଜେପି। ପଦ୍ମପୁର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ଦଳ ପାଇଁ କରିବେ ପ୍ରଚାର। ବୁଧବାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଛନ୍ତି ଏହି ସୂଚନା।
ଶ୍ରୀ ମିଶ୍ର!-->!-->!-->…