Sign in
Sign in
Recover your password.
A password will be e-mailed to you.
ଅର୍ଚ୍ଚନା ନାଗ ମାମଲାରେ ଇଡିର ଚଢାଉ, ୬ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡିର ତଢାଉ । ଆଜି ତାଙ୍କ ଘରେ ପଞ୍ଝା ମାରିଛି ତଦନ୍ତକାରୀ ଟିମ୍ । ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଅର୍ଚ୍ଚନାଙ୍କ ପୈତୃକ!-->…
ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର ୧୦/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର ୧୭ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ ।
ଏବେ ଯାଏଁ କୌଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଚୁଡାନ୍ତ ହୋଇ ନାହିଁ ।!-->!-->!-->…
ବାଲିଯାତ୍ରାରେ ସିଏମ୍ସି ଓ ଫୁଡ ସେଫ୍ଟି ବିଭାଗର ରେଡ୍, ଫିଙ୍ଗାଗଲା ପୁଳା ପୁଳା ଖାଦ୍ୟ
କଟକ ୧୦/୧୧: ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ଜାରି ରହିଛି ପ୍ରଶାସନର ପ୍ରୟାସ । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି । ସିଏମ୍ସି ଓ ଫୁଡ ସେଫ୍ଟି ଵିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି ।
ଏହି ଚଢାଉରେ ଲକ୍ଷାଧିକ ଟଙ୍କାର!-->!-->!-->…
ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ
ସୋର: ଯୁବକଙ୍କୁ ଦଳିଦେଲା ହାତୀ। ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ହାତୀ ଦଳି ଚକଟି ମାରି ଦେଇଥିବା ଜଣାପଡିଛି । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫ ବର୍ଷିୟ ଯୁବକ!-->…
ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ପୁରୀରେ ଏଏସଆଇର ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ:…
ଭୁବନେଶ୍ୱର, ୦୯/୧୧: କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ । ଏଏସ୍ଆଇର ଏହିି ନିଷ୍ପତିକୁ ସ୍ୱାଗତ କରିଛନ୍ତି!-->…
ଶ୍ରୀ ଶ୍ରୀ ଶ୍ୟାମା ମା ଯାତ୍ରା ସଙ୍ଘର ବନ୍ଧୁ ମିଳନ ଓ ଛାଡ଼ଖାଇ…
ଉମରକୋଟ ( 09/11)ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ସଦର କୋଦଭାଟା ଶ୍ରୀ ଶ୍ରୀ ଶ୍ୟାମା ମା ଯାତ୍ରା ସଙ୍ଘର ସରଗୁଲି ବଡ଼ ବନ୍ଧ ପାଖରେ ଏକ ବନ୍ଧୁ ମିଳନ ଓ ଛାଡ଼ଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଜି କାଲି କେହି ଯାତ୍ରା!-->…
ଚନ୍ଦ୍ର ଗ୍ରହଣର ଖଣ୍ଡ ଯୁଦ୍ଧକୁ ନେଇ G.A.S.S.,ଓଡିଶା ତରଫରୁ ଜାରି ହୋଇଛି ପ୍ରେସ ବିଜ୍ଞପ୍ତି
ଭୁବନେଶ୍ବର(୦୯/୧୧) : ହେତୁବାଦୀ ଏବଂ ପରମ୍ପରାବାଦୀଙ୍କ ମଧ୍ୟରେ ଦେଖା ଯାଇଥିବା ଘଟଣାକୁ ନେଇ G.A.S.S.,ଓଡିଶା ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ; "ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଗଲା ନଭେମ୍ବର ୦୮, ୨୦୨୨ ଦିନ ଭୁବନେଶ୍ଵରର!-->…
ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ
ଫୁଲବାଣୀ (୯/୧୧) : ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆଜିଠାରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ!-->…
ମାଆକୁ ମାଡ଼ମାରି ପୁଅ ଗିରଫ
ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଏ.କରଡ଼ାବାଡ଼ି ଗ୍ରାମରେ ମାଆକୁ ମାଡ଼ ମାରି ପୁଅ ଗିରଫ ହୋଇଥିବା ଜଣା ପଡିଛି l ଗିରଫ ଜଣକ ହେଲେ ରାମଚନ୍ଦ୍ର ଜେନା l ରାମଚନ୍ଦ୍ର ପ୍ରତ୍ୟେକ ଦିନ ମଦ୍ୟପାନ କରି ଗଣ୍ଡଗୋଳ କରୁଥିବା ବେଳେ ଗତକାଲି ମଦ ପିଇବା ପାଇଁ ମାଆ ସୁନ୍ଦରୀ!-->…
ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା
ବୁଗୁଡ଼ା : ଭୁବନେଶ୍ବର ସ୍ଵିଇଫ୍ଟ କଲଚୁରାଲ ଟ୍ରଷ୍ଟ ସହଯୋଗରେ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ!-->…