ଜାଗା ମିଶନ : ୭୦୭ ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ, ୫ ମହାନଗରରେ ଡ୍ରୋନ ସର୍ଭେ ଶୁଭାରମ୍ଭ

ଭୁବନେଶ୍ୱର : ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଓ ଘର ଯୋଗାଇ ଦେବାକୁ ଓଡିଶା ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ୭୦୭ ବିଜୁ ଆଦର୍ଶ କଲୋନୀ । ଜାଗା ମିଶନକୁ ଆଉ ପାଦେ

ବିଶ୍ବକପ ଟି-୨୦ର ଭାରତର ଅଭିଯାନ ଶେଷ

ଆଡିଲେଡ୍ : ଭାରତ ବିଶ୍ବ ଚାମ୍ପିଅନ ଆଶା ଧୂଳିସାତ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ

ASO ପରୀକ୍ଷାରେ ବ୍ୟାପକ ତ୍ରୁଟି ଅଭିଯୋଗ, ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

କଟକ, ୧୦।୧୧: ଓଡିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି ପକ୍ଷରୁ କରାଯାଇଥିବା ଏଏସଓ ବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷାରେ ବ୍ୟପକ ତ୍ରୁଟି ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଓଡିଶା ଲୋକ ସେବା ଆୟୋଗ ସମ୍ମୁଖରେ ବସି ନିରବ

ଲାଲୁ ଯାଦବଙ୍କୁ କିଡ୍‌ନୀ ଦେବେ ଝିଅ ରୋହିଣୀ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ। ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡ୍‌ନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ ତାଙ୍କୁ ନୂଆ ଜୀବନ ଦେବାକୁ

ଗଜପତିଙ୍କ ସହ ଚଟଣାରେ ବସି ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରୁ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ତାଳବଣିଆ ହେଲିପ୍ୟାଡ୍‌ରୁ କଡ଼ା ସୁରକ୍ଷା ଭିତରେ ସେ ସିଂହଦ୍ୱାର ଅଭିମୁଖେ ଯାଇଥିଲେ । ବଳଗଣ୍ଡି ଛକରେ କାର୍‌ରୁ ଓହ୍ଲାଇ

ପୁଣି ଆପ ବିରୋଧରେ ଉପ ରାଜ୍ୟପାଳଙ୍କୁ ଚିଠି ଲେଖିଲା ମହାଠକ ସୁକେଶ

ନୂଆଦିଲ୍ଲୀ: ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଗୋଟିଏ ପରେ ଗୋଟିଏ ଚିଠି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖି ନାନା ପ୍ରକାରର ଅଭିଯୋଗ କରିବାରେ ଲାଗିଛି। ପୂର୍ବରୁ ଆପ୍‌ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିବା ମହାଠକ ସୁକେଶ ଏବେ ଜେଲରେ ନିର୍ଯାତନା ଦିଆଯାଉଥିବା

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍‌ ବିତାଇବା ସହ କଲେ ପୂଜାର୍ଚ୍ଚନା

ପୁରୀ:ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି। ସିଂହଦ୍ୱାର ସାମ୍ନାରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା। ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ। ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିଥିଲେ। ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ

ମୈନପୁରୀ ସଂସଦୀୟ ଆସନରୁ ଲଢିବେ  ମୁଲାୟମଙ୍କ ବୋହୁ ଡିମ୍ପଲ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଗୁରୁବାର ମୈନପୁରୀ ସଂସଦୀୟ ଆସନ ପାଇଁ ଡିମ୍ପଲ ଯାଦବଙ୍କ ନାମ ଘୋଷଣା କରିଛି। ଦଳର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି। ଡିସେମ୍ବର ୫ରେ ଏଠାରେ ଉପନିର୍ବାଚନ ହେବ। ଡିମ୍ପଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ

ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ଏଲଗାର ପରିଷଦ ମାଓବାଦୀ ଲିଙ୍କ ନେଇ ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ଗୃହବନ୍ଦୀ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସୁପ୍ରିମକୋର୍ଟ ଗୌତମଙ୍କୁ ଗୃହବନ୍ଦୀ ପାଇଁ ରାଜି ହୋଇଛନ୍ତି। ଅନ୍ୟପଟେ ପ୍ରାଥମିକ ପ୍ରମାଣରୁ ଗୌତମଙ୍କ

ଲୋକସେବା ଭବନରେ ମାଣ୍ଡିଆ ଦିବସ ପାଳିତ, ଭର୍ଚୁଆଲରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୦/୧୧: ଆଜି ଲୋକସେବା ଭବନରେ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ । ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ