ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସ୍ୱାତି" ପକ୍ଷରୁ ବନ୍ଧଗଡ଼ ତାଲିମ କେନ୍ଦ୍ର ଠାରେ ଜିଲ୍ଲାର ତିନୋଟି ବ୍ଲକ ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆର ନବନିର୍ବାଚ ସମିତିସଭ୍ୟ/ସଭ୍ୟାଙ୍କ ୩ ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି।କନ୍ଧମାଳ ଜିଲାପରିଷଦ ମିଳିତ

କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଓଏଏସସ୍ତରକୁ ପଦୋନ୍ନତି

ଫୁଲବାଣୀ : ଫୁଲବାଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓଏଏସ ପାହ୍ୟା କୁ ପଦନ୍ନୋତି ଦେଇଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା

ଦାଦନ ଖଟିବାକୁ ଯାଇ କେରଳରେ ମୃତ୍ୟୁ ହୋଇଥିବା ସୂଚନା

ଦାରିଙ୍ଗବାଡ଼ି, ୧୦/୧୧ : ଦାରିଙ୍ଗବାଡ଼ି ବ୍ଳକ ଗଦାପୁର ଗ୍ରାମର ମୃତୁ ନାୟକଙ୍କ ପୁଅ ସୁରେଶ ନାୟକ(୪୨) କିଛି ମାସ ହେବ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଗଦାପୁର ଗ୍ରାମରୁ କେରଳ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି କୋୖଣସି କାରଣରୁ ହଠାତ ଶୋଇ ଥିବା ଅବସ୍ଥାରେ ମୃତ୍ୟୁ

ଦାରିଙ୍ଗବାଡ଼ିରେ ପାଳନ ହେଲା ମାଣ୍ଡିଆ ଦିବସ

ଦାରିଙ୍ଗବାଡ଼ି ୧୦/୧୧ : ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି

ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଥଇଥାନ କୁନେଇ ଗୃହ ନିର୍ମାଣ ଟେଣ୍ଡେର ପ୍ରକ୍ରିୟାକୁ ଵିରୋଧ କଲେ ଗ୍ରାମବାସୀ

ମାଲକାନଗିରି : ଆଜି ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲଣଗୁଡା ପଂଚୟତରେ ଥିବା ଡୋଡିଗୁଡା ଓ ଦଂଗେସଖାଲ ଗ୍ରାମରେ ୧୦୦ରୁ ଉର୍ଦ୍ଧ ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କୁ ସରକାର ମୁଖ୍ୟଶ୍ରୋତ ରେ ସାମିଲ କରିବା ସହ ଏହିଦୁଇ ଗ୍ରାମ ପାର୍ଶ୍ଵରେ ଥିବା ଜଙ୍ଗଲ ରେ ଥଇଥାନ ପାଇଁ ଗୃହ ନିର୍ମାଣ କରିବାକୁ

ହିଞ୍ଜିଳିକାଟୁ ବସ୍ତିମୁକ୍ତ ସହରର ମାନ୍ୟତା

ହିଞ୍ଜିଳିକାଟୁ ୧୦।୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ମହାନଗର ନିଗମର ବସ୍ତିବାସିନ୍ଦା ମାନଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଭର୍ଚୁଆଲ

ବସ୍ତିବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର : ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେ ଆରମ୍ଭ

ଟାଟା ଷ୍ଟିଲ ଓ ଜାଗା ମିଶନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀହିଞ୍ଜିଳିକାଟୁ ଓ ଦିଗପହଣ୍ଡି ସଂପୂର୍ଣ୍ଣ ବସ୍ତିମୁକ୍ତ ସହରର ମାନ୍ୟତା ପାଇଲାଡିସେମ୍ବର ୨୦୨୩ ସୁଦ୍ଧା ସାରା ରାଜ୍ୟ ହେବ ବସ୍ତି ମୁକ୍ତଭୂମି ଅଧିକାର ଅଭିଯାନ ସହରର

ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ କୈଳାଶ ରଣା ନିର୍ବାଚିତ

ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ କୈଳାଶ ରଣା ନିର୍ବାଚିତ ହୋଇଛନ୍ତି l ବହୁ କଳ୍ପନା ଜଳ୍ପନା ଅବସାନ ଘଟେଇ, ପୂର୍ବତନ ବିଡିଏ ଅଦକ୍ଷ ରଣା ନିଦୁର୍ନ୍ଦରେ ଗଞ୍ଜାମ ଜ଼ିଲ୍ଲା ସମବାୟ ସଂଘ ବ୍ରହ୍ମପୁରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି

୩ରୁ ୪ ଡିଗ୍ରୀ ଯାଏ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ବଢ଼ିବ ଶୀତ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ପାରଦ ରାଜ୍ୟର ପ୍ରାୟ ସ୍ଥାନରେ ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ୩ରୁ ୪ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଆଜି ଭୋରରେ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି

ଦାରିଙ୍ଗବାଡ଼ି ଡୁଲୁରିଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ

ବାଲିଗୁଡ଼ା : ଓଡ଼ିଶାର କାଶ୍ମୀର ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ରୁଦ୍ରରାଜ ବାଗ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ, ସଂଘ ସଭାପତି ଲୋକନାଥ ମହାପାତ୍ର ସଭାପତିତ୍ୱ