Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତିର ସଭାପତି ହେଲେ ସଚ୍ଚିଦାନନ୍ଦ ରାଜଗୁରୁ
ବ୍ରହ୍ମପୁର : ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତି (BRMCS)ର ସଭାପତି ହେଲେ ସଚିତାନନ୍ଦ ରାଜଗୁରୁ, ଦୀର୍ଘଦିନ ଧରି ଏହି ଅନୁଷ୍ଠାନଟି ଅଂଚଳ ଅବସ୍ଥାରେ ଥିଲା l ନୂତନ ଭାବେ ଦାଇତ୍ୱ ମିଳିବା ପରେ ଏହାର ଉନତି ପାଇଁ କାଯ୍ୟ କରିବେ ବୋଲି ପ୍ରତିଶୃତି ଦେଲେ l ସେ ପୂର୍ବରୁ!-->…
ଭାରତୀୟ ଦଳର ପରାଜୟ ଲାଗି ଦଳକୁ ସମାଲଚନା କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏବଂ ଶଶି ଥରୁର
ନୂଆଦିଲ୍ଲୀ: ଆଡିଲେଡରେ ଗତଗୁରୁବାର ଖେଳାଯାଇଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଦ୍ବିତୀୟ ସେମିଫାଇନାଲରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ହୃଦୟ ବିଦାରକ ଫଳ ମିଳିଥିଲା।ଦିନିକିଆ ବିଶ୍ବକପ୍ ବିଜେତା ଇଂଲଣ୍ଡ ୧୦ ୱିକେଟ୍ରରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲରେ ସ୍ଥାନ!-->…
ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍ରେ ହେବାକୁ ଥିବା ସୀମିତ ଓଭର୍ ସିରିଜ୍ରେ ଏବେ ତାଙ୍କ ସ୍ଥାନରେ କୋଚ୍ ଦାୟିତ୍ବ ତୁଲାଇବେ ନେସ୍ନାଲ୍ କ୍ରିକେଟ୍ ଆକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ।
ଆପଣ ଜାଣିଥିବେ!-->!-->!-->…
ନିର୍ବାଚନର ଦିନକ ପୂର୍ବରୁ ହିମାଚଳପ୍ରଦେଶବାସୀଙ୍କ ପାଇଁ ଖୋଲା ଚିଠି ଲେଖିଲେ ମୋଦୀ
ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନର ଗୋଟାଏ ଦିନ ପୂର୍ବରୁ ଖୋଲାଖୋଲି ଭାବେ ଏକ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ହିମାଚଳପ୍ରଦେଶବାସୀଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି ଯେ ‘ଡବଲ୍ ଇଞ୍ଜିନ୍ ହେଲେ ଯାଇ ବିକାଶ ଜଲ୍ଦି ହେବ। ରାଜ୍ୟରେ ବିଜେପି!-->…
ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ସଂପୂର୍ଣ୍ଣ, ସହରକୁ ନିୟନ୍ତ୍ରଣକୁ ନେଲା ୟୁକ୍ରେନ ସେନା
କିବ୍ : ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀରର ସେପାଖକୁ ଚାଲିଯାଇଛନ୍ତି । ରୁଷ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ସହ ୟୁକ୍ରେନ ସୈନ୍ୟ ସେଠାରେ ପହଞ୍ଚିଛନ୍ତି । ସହରର ସାଧାରଣ ଲୋକେ ୟୁକ୍ରେନ ସୈନ୍ୟଙ୍କୁ!-->…
ପାକିସ୍ତାନ ଫେରିବେ ନୱାଜ ଶରିଫ, ସରକାର ଦେଲେ କୂଟନୀତିକ ପାସପୋର୍ଟ
ଇସଲାମାବାଦ: ଆତ୍ମନିର୍ବାସନ ବଳରେ ୨୦୧୯ରେ ଲଣ୍ଡନରେ ରହୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୁବଶୀଘ୍ର ସ୍ୱଦେଶ ଫେରିବେ। ଏଥିପାଇଁ ପାକିସ୍ତାନରେ ସରକାର ଶରିଫଙ୍କ ନାଁରେ କୂଟନୀତିକ ପାସପୋର୍ଟ ଜାରି କରିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଶରିଫଙ୍କ ସାନ ଭାଇ ଶେହବାଜ!-->…
ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ କାଟିବାକୁ ଦକ୍ଷିଣ ଭାରତ ଗସ୍ତରେ ମୋଦି
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳ ଓ କେନ୍ଦ୍ର ସରକାରଙ୍କର ନେତୃତ୍ୱ ନେଉଥିବା ବିଜେପି ମଧ୍ୟରେ ତିକ୍ତତା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତର ୪ଟି ରାଜ୍ୟ ଗସ୍ତ କରିଛନ୍ତି। ଦୁଇ ଦିନ ପାଇଁ ଆସିଥିବା ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ!-->…
ଆଗାମୀ ଶତାବ୍ଦୀରେ ୬୫ ପ୍ରତିଶତ କୀଟପତଙ୍ଗ ବିଲୁପ୍ତ ହୋଇଯିବେ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ମଣିଷ ବହୁ କ୍ଷତିର ସମ୍ମୁଖୀନ ହେଉଥିବାବେଳେ ଏକ ନୂତନ ଅଧ୍ୟୟନ ବଳରେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପାଗ ପରିବର୍ତ୍ତନ ଯୋଗୁ ଆଗାମୀ ଶତାବ୍ଦୀରେ ଅଧିକାଂଶ କୀଟପତଙ୍ଗ ବିଲୁପ୍ତ ହୋଇଯିବେ। ପୃଥିବୀର ପ୍ରାୟ ୬୫ ପ୍ରତିଶତ କୀଟପତଙ୍ଗଙ୍କ ଆଉ!-->…
ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ମୁକ୍ତି ନେଇ କଂଗ୍ରେସ କ୍ଷୁବ୍ଧ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬ ଜଣ ଦୋଷୀଙ୍କୁ ପୂର୍ଣ୍ଣ ସମୟସୀମା ଆଗରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟରେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ଏହି ରାୟ!-->…
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆୱାଦ ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆୱାଦଙ୍କୁ ଗିରଫ କରିଛି ପୁଲିସ। ଶିବାଜୀଙ୍କ ପ୍ରତିକୃତୀ ଉପରେ ନିର୍ମିତ ମରାଠୀ ଚଳଚ୍ଚିତ୍ରର ସ୍କ୍ରିନିଂ ବନ୍ଦ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କର ନଅ ଜଣ ସମର୍ଥକଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଜଣେ ପୁଲିସ!-->…