Sign in
Sign in
Recover your password.
A password will be e-mailed to you.
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ : ସହରାଞ୍ଚଳ ନିର୍ବାହୀ ଅଧିକାରୀଙ୍କ ଆଭିମୁଖ୍ୟ କରଣ ବୈଠକ
ହିଞ୍ଜିଳିକାଟୁ (୧୧।୧୧): ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ ନିମନ୍ତେ ଏକ ଓରିଏଣ୍ଟସେନ ପ୍ରୋଗାମ ହିଞ୍ଜିଳିକାଟୁ ପୌର ପରିଷଦ ସଭାଗୃହ ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ସହରାଞ୍ଚଳ ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ବଚ୍ଛ ବିଶେଷଜ୍ଞ!-->!-->!-->…
ମୁର୍ମୁର୍ଷୁ ଅବସ୍ଥାରେ ଉଦ୍ଧାର ଯୁବକ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି
ମାଲକାନଗିରି,୧୧।୧୧: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ତେବେ ଆଜି ପୁଣି ଏକ ଯୁବକକୁ ଦରମରା ଅବସ୍ଥାରେ ଗୌଡ଼ଗୁଡା ଛକ ନିକଟ ରାସ୍ତା କଡରୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଜିଲ୍ଲା ସଦରରେ ଥିବା ଏଜୁକେସନ କଲୋନୀର ଯୁବକ ସୁମନ୍ତ କୁମାର ବରାଳର ରକ୍ତ!-->…
ତୁମଡିବନ୍ଧ ସିର୍ଲା ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ
ଫୁଲବାଣୀ : ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ , ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜୁ ଜନତା ଦଳ ପ୍ରୟାଶ ଜାରି ରଖିଛି । ଗାଁ ଠୁ ସହର ସବୁଠି ନବୀନ ସରକାରଙ୍କ ସଫଳ ଯୋଜନାହିଁ ଲୋକଙ୍କୁ ବିଜୁ ଜନତା ଦଳ ଉପରେ ଅଧିକ ଭରସା ଏବଂ!-->…
ଘୁମରେଶ୍ୱର ଜଳପ୍ରପାତ ନିକଟରେ ପାଣିରେ ଖସି ନିଖୋଜ ଯୁବକ ର ମୃତଦେହ ଉଦ୍ଧାର
ନବରଙ୍ଗପୁର ନିକଟସ୍ଥ ଘୁମର ଜଳ ପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଅକାତ ଅକାତ ପାଣିରେ ପଡ଼ି ନିଖୋଜ ଥିବା ଯୁବକ ର ମୃତଦେହ କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ l ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା!-->…
ଝାଟିମାଟି ଘରେ ବିତୁଛି ଜୀବନ : ତେବେ ଯୋଜନା କାହାପାଇଁ
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡାର ବୈରିକୁମ୍ପା ଗ୍ରାମରେ ଶୁବଳ ବେହେରା ଦିର୍ଘ ବର୍ଷରୁ ସ୍ତ୍ରୀ ପୁଅ ଝିଅ ଙ୍କୁ ନେଇ ଭଙ୍ଗାରୁଜା ଘରେ ରହି ଆସୁଛନ୍ତି । ତାଙ୍କ ପାଇଁ ଭରଷା କହିଲେ ତିଆରି କରିଥିବା ଝାଟିମାଟି ଘର । ଦିର୍ଘ ବର୍ଷ ହେବ ବୈରୁକୁମ୍ପା!-->…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ, ସତର୍କତା ବିପର୍ଯ୍ୟୟର ଏକ ଅମୋଘ ଅସ୍ତ୍ର
ଛତ୍ରପୁର : ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମଙ୍କ!-->!-->!-->…
ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଗଳିସାହିରେ ଅଗ୍ନିକାଣ୍ଡ ଘଟି ଆଶାଲତା ପ୍ରଧାନ , ରେଣୁ ଜେନା ଓ ଟୁନି ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଖରା ଘର ପୋଡି ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ୧୧ଟା ସମୟରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ବୁଗୁଡ଼ା!-->…
ସ୍କୁଟି ଓ ବାଇକ ସହ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତର
ହିଞ୍ଜିଳିକାଟୁ ୧୧।୧୧ : ହିଞ୍ଜିଳି ଥାନା ଅନ୍ତର୍ଗତ କାଳୀମନ୍ଦୀର ଛକ ଡାକବିଭାଗ କାର୍ଯ୍ୟାଳୟ ନିକଟ ରାଜ୍ୟ ରାଜପଥ ରେ, ସ୍କୁଟି ଓ ବାଇକ ସହ ଯାତ୍ରୀଵାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଧଳପୁର ର ମଣ୍ଟୁ ସ୍ବାଇଁ ୨୨ ଓ ସ୍କୁଟି ଚାଳକ ନିମିଗା଼ଁ ର ହିନ ରାଉଳ!-->…
ଜୁନିଅର ଛାତ୍ରଙ୍କୁ ମାଡ଼ ମାରିଲେ ସିନିଅର ଛାତ୍ର, ଭିଡିଓ ଭାଇରାଲ ,ସ୍କୁଲରେ ଉତ୍ତେଜନା
ଦାରିଙ୍ଗବାଡ଼ି,୧୧/୧୧ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ଜଣ ଜୁନିଅର ଛାତ୍ରଙ୍କୁ ଦୁଇ ଜଣ ସିନିଅର ଛାତ୍ର ମାଡ଼ ମାରିଥିବା ଭିଡିଓ ଏବେ ମୋବାଇଲ କୁ ମୋବାଇଲ ଭାଇରାଲ ହେବା ସହ ଏହାକୁ ନେଇ ସ୍କୁଲ ଆଗରେ!-->…
ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଏ ଯେ ଓ ଉଚ୍ଚ ନ୍ୟାୟାଳୟର ଫୁଲବାଣୀର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଓ ସହ!-->…