ବାଲିଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ଚାଲିଗଲେ ୨ସାଙ୍ଗ

ମହାକାଳପଡା ୧୨/୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପରୁ ବାଲିଯାତ୍ରା ଦେଖି ଫେରୁଥିବା ବେଳେ ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।

ଜମୁଛି ବାଲିଯାତ୍ରା: କିଣାବିକା ବୁଲାବୁଲି ସହ ଲେଜର ଲାଇଟ୍ ସୋ’ର ମଜା ନେଉଛନ୍ତି ଦର୍ଶକ

କଟକ, ୧୨/୧୧: ଚଳିତବର୍ଷ ବାଲିଯାତ୍ରାର ଶୁକ୍ରବାର ଦେଖିବାକୁ ମିଳିଥିଲା ସବୁଠାରୁ ବଡ ଭିଡ଼ । ଯାତ୍ରାର ଚତୁର୍ଥ ଦିନରେ ଆଜି ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଦିନରୁ ରାତି, ଉପରପଡ଼ିଆରୁ ତଳ ପଡ଼ିଆ ଜାମ୍‌ ରହିଲା । ଯେତିକି ବାହାରୁଥିଲେ ତା’ଠାରୁ ଢେର ଗୁଣରେ ଲୋକେ ପଶୁଥିଲେ ।

ଆହୁରି ଥରାଇବ ଶୀତ, ରାଜ୍ୟରେ ୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର ୧୨।୧୧ : ରାଜ୍ୟରେ ଆସନ୍ତା ୧୪ ତାରିଖ ସୋମବାରରୁ ଶୀତ ବଢ଼ିବ । ପାରଦ ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ। ଉପକୂଳରେ ଏବେ ଶୀତ କମ୍‌ ରହୁଛି । ଆଗକୁ ଉପକୂଳରେ ବି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଶୁକ୍ରବାର ବୌଦ୍ଧ ଓ ଦାରିଙ୍ଗିବାଡ଼ି

ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପଠାଗଲା ନନ୍ଦନକାନନ

ଯାଜପୁର ରୋଡ: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ଯାଜପୁର ରୋଡ ବନ ବିଭାଗ ଏହି ବିଶାଳ କଇଁଛକୁ ଉଦ୍ଧାର କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଥିବା ଜଣାପଡିଛି। ସୂଚନା ମୁତାବକ ମଙ୍ଗଳପୁର ଥାନା ତରପଦା ଗ୍ରାମରେ ଏକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ବର: ‘ଓଡ଼ିଶା ଡ୍ରାଇଭର ମହାସଂଘ’ର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଦଫା ସମ୍ବଳିତ ନିଜର ଦାବି ସଂପର୍କରେ ଜଣାଇଛନ୍ତି। ମହାସଂଘ ପକ୍ଷରୁ ପ୍ରାୟ ୩ ସପ୍ତାହ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପରେ ନବୀନ ନିବାସରେ ପହଞ୍ଚି ଦାବି

ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ

ଭୁବନେଶ୍ଵର: ୪୮୪୮ଟି ସରକାରୀ ହାଇସ୍କୁଲରେ ସବୁ ପଦବୀ ପୂରଣ ହେବ । ଏହିସବୁ ସ୍କୁଲରେ ନୂଆକରି ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ । ଏତେ ସଂଖ୍ୟକ ଶିକ୍ଷକଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା: ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ:ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲାରେ ଜଏଣ୍ଟ ଟାସ୍କ ଫୋର୍ସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଆସନ୍ତା ୧୫ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି ହେବ । ଜଏଣ୍ଟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ପରବର୍ତ୍ତୀ ଶୁଣାଣିରେ ଭିଡ଼ିଓ କନଫରେନ୍ସରେ ଉପସ୍ଥିତ ରହିବେ ବୋଲି

ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ

ମାହାଙ୍ଗା ୧୧/୧୧: ଗ୍ୟାସ୍‌ ଟାଙ୍କି ଫାଟି ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅଗ୍ନିକାଣ୍ଡ। ଏପରି ଏକ ଘଟଣା ମାହାଙ୍ଗା ବ୍ଲକ ଲଳିତଗିରିରେ ଦେଖିବାକୁ ମିଳିଛି। କିନ୍ତୁ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର

ଖଗେଶ୍ୱର ପାତ୍ରଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ଇଡି

ଭୁବନେଶ୍ୱର ୧୧/୧୧: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଗେଶ୍ବରଙ୍କୁ ୧୦ଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ଏହି ରିମାଣ୍ଡ ଅବଧିରେ ଖଗେଶ୍ୱରଙ୍କ ଆର୍ଥିକ କାରବାର, ବ୍ୟାଙ୍କ୍ ଟ୍ରାଞ୍ଜେକସନ, ପୈତୃକ

ପ୍ରକାଶ ପାଇଲା OJS ରେଜଲ୍ଟ

ଭୁବନେଶ୍ଵର: ପ୍ରକାଶ ପାଇଲା ଓଡିଶା ଜୁଡିସିଆଲି ସର୍ଭିସ(ଓଜେଏସ)-୨୦୨୨ର ଫଳାଫଳ। ପୁଅକୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ତିନି ଝିଅ। ଏଥର ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା