Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଉପନିର୍ବାଚନ, ପ୍ରଦୀପ ପୁରୋହିତ ହେଲେ ବିଜେପିର ବିଧାୟକ ପ୍ରାର୍ଥୀ
ଭୁବନେଶ୍ୱର ୧୨।୧ : ପଦ୍ମପୁର ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଘୋଷଣା । ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ହେଲେ ପ୍ରାର୍ଥୀ । ଏନେଇ ବିଦ୍ଧିବଧ ଭାବେ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ କମିଟି । ଡିସେମ୍ବର ୫ରେ ହେବାକୁ ଥିବା ପଦ୍ମପୁର!-->…
ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ସ୍ୱାମୀଙ୍କ ନାଁରେ ହତ୍ୟା ଅଭିଯୋଗ
ବାରିପଦା ୧୨।୧୧ : ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ । ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ । ବାରିପଦା ଟାଉନ୍ ଥାନା ହାଉସ୍କୁଲ ପାଖ ଓ୍ୱାର୍ଡ ନଂ ୪ରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମୃତ ମହିଳା ସସ୍ମିତ ଜେନା ଓ ସ୍ୱାମୀ!-->!-->!-->…
ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ
ପାଟଣା ୧୨/୧୧: କେନ୍ଦୁଝର ପାଟଣା ରେଞ୍ଜରେ ମାତିଛନ୍ତି ହାତିପଲ । ମଲ୍ଲିପଶି ବିଟ୍ ଅଞ୍ଚଳରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ବିଳମ୍ବିତ ରାତିରେ ହାତୀପଲ ମୁଷାଖୋରୀ ଗାଁ କାଶିଆ ସାହିରେ ୩ଟି ଘର ଭାଙ୍ଗି ଦେଇଛନ୍ତି ।
ଫଳରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି!-->!-->!-->…
ଟଙ୍କା ବଦଳରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିଲା ଖବର : ସୁକେଶ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ କଣ୍ଟା ସାଜିଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଥରକୁ ଥର ସେମାନଙ୍କ ଉପରକୁ ଟାର୍ଗେଟ କରୁଥିବା ସୁକେଶ ଏନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପଞ୍ଚମ ଲେଟର ଲେଖିଛନ୍ତି । ଏପରିକି ଦିଲ୍ଲୀ ସରକାର!-->…
ରାଷ୍ଟ୍ରପତି ମୁର୍ମୁଙ୍କ ରୂପକୁ ନେଇ ଟିଏମସି ନେତାଙ୍କ ତାଚ୍ଛଲ୍ୟ
ନୂଆଦିଲ୍ଲୀ: ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଚ୍ଛଲ୍ୟ କରିଛି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି। ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି।!-->…
ସିନ୍ଦେଙ୍କ କ୍ୟାମ୍ପରେ ଯୋଗେଦେଲେ ଆଉ ଜଣେ ସାଂସଦ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା ଲାଗିଛି। ମୁମ୍ବାଇର ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିବା ୭୯ ବର୍ଷୀୟ ଗଜାନନ କିରତିକର ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ଏକନାଥ!-->…
ହିମାଚଳ ପ୍ରଦେଶରେ ଭୋଟିଂ ଆରମ୍ଭ
ଶିମଲା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପାହାଡି ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ଥିବା!-->…
ସୋମବାର ଖାଡେଗଙ୍କ ଅଧ୍ୟକ୍ଷତାରେ ବସିବ କଂଗ୍ରେସ ଟାସ୍କ ଫୋର୍ସର ପ୍ରଥମ ବୈଠକ
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି କଂଗ୍ରେସ। ଦଳର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ନେବା ପରେ ପ୍ରଥମଥର ପାଇଁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଗଠନ କରିଥିବା ଟାସ୍କ ଫୋର୍ସ ବୈଠକର ଅଧ୍ୟକ୍ଷତା କରିବେ। ତାଙ୍କ!-->…
ପଦ୍ମ ପୋଖରୀରେ ବୁଡ଼ି ମହିଳାଙ୍କ ମୃତ
କାମାକ୍ଷାନଗର ୧୨।୧୧: ପୋଖରୀରେ ବୁଡ଼ି ମହିଳାଙ୍କ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ନାମ ରାଧା ଦେହୁରୀ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଶନିବାର ଭୋର ସମୟରେ ମହିଳା ଜଣକ ଘର ନିକଟରେ ଥିବା ପାଖ!-->!-->!-->…
ବିଭତ୍ସ ହତ୍ୟା : ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି, ୨ଜଣ ଅଟକ
ଉଦଳା ୧୨।୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ।
ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର!-->!-->!-->…