Sign in
Sign in
Recover your password.
A password will be e-mailed to you.
ଚରମ ସୀମାରେ ପହଂଚିଲା ରାଜନୈତିକ ଶତ୍ରୁତା : ଫସଲ ନଷ୍ଟ କରିଥିଲେ,ଏବେ ଘର ଭାଙ୍ଗି ସମସ୍ତ ଜିନିଷ ଲୁଟିନେଲେ…
ଦାରିଙ୍ଗବାଡ଼ି,୧୨/୧୧, ନିର୍ବାଚନ ସମୟର ଶତ୍ରୁତା ପହଂଚିଲା ଚରମ ସୀମାରେ । ପ୍ରଥମେ ରାଗ ସୁଝାଇବାକୁ ଯାଇ ହଳ କରି ତିଳା ଫସଲ ନଷ୍ଟ କରିଥିଲେ ଆଉ ଏବେ ଉକ୍ତ ଜମିରେ ଥିବା ଘରକୁ ସମ୍ପୂର୍ଣ ଭାଙ୍ଗି ଘରେ ଥିବା ସମସ୍ତ ଜିନିଷ ଲୁଟିନେଲେ ପ୍ରତିବାଦୀ ଗୋଷ୍ଟି ।ଏନେଇ ଘର ମାଲିକ ସୁକଦେଵ!-->!-->!-->…
ଚିତ୍ର ବହୁତ କଥା ସୂଚୀତ କରେ: ଜିଲ୍ଲାଜର୍ଜ୍ ଶତୀକଣ୍ଠ…
ଫୁଲବାଣୀ: ସୃଜନଶୀଳତା (କ୍ରିଏଟିଭିଟି) ସାହାସ ଦେଇଥାଏ । ସେହି ସୃଜନଶୀଳତାକୁ ସମ୍ମାନ ଦେବାର ସମୟ ଏବେ ଆସିଯାଇଛି । ଆଗାମୀ ଶିଶୁ ଦିବସ, ୨୦୨୨ ପାଳନ ଉଦ୍ଦେଶ୍ୟରେ ଜିଲ୍ଲା ଅଦାଲତ ପରିସରରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଅଷ୍ଟମରୁ ଦଶମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ!-->!-->!-->…
ଛତ୍ରପୁରର ରାଜାଘର ଜଗନ୍ନାଥ ମନ୍ଦିରରୁ ତାରାତାରିଣୀ ପୀଠକୁ ଐତିହାସିକ ୫ମ ପତିତପାବନ ପଦଯାତ୍ରା
ଛତ୍ରପୁର :ଭକ୍ତି ଓ ଭବାବେଗରେ ଉଲ୍ଲସିତ ହୋଇ ହରିନାମ ସଂକୀର୍ତ୍ତନ କରି ଅବାଳ ବୃଦ୍ଧବନୀତା, ବାଳକ ବାଳିକା,ଯୁବପିଢୀ ସଭିଏଁ ଗାଁ ଦାଣ୍ଡ ହୋଇ ନଗର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ପ୍ରସିଦ୍ଧ ଶକ୍ତିପୀଠ ବିଶ୍ୱବନ୍ଦନୀୟା ମା'ତାରାତାରିଣୀ ଙ୍କ ଦର୍ଶନ କରିବା!-->!-->!-->…
ଗରିବ ରୋଗୀଙ୍କୁ ଠକିଲେ ଏନଜିଓ କର୍ମଚାରୀ, ଥାନାରେ ଫେରାଇଲେ ଟଙ୍କା…
ହିଞ୍ଜିଳିକାଟୁ ୧୨।୧୧ ଅନେକ ସମୟରେ ଗରିଵ ଵୃଦ୍ଧା ଓ ଗରିବ ଶ୍ରେଣୀର ଲୋକଙ୍କୁ ଠକେଇ, ନିର୍ଯ୍ୟାତନା ଅଭିଯୋଗ ଉପରେ ସରକାରଙ୍କ ସହାୟତା ରେ ଏନଜିଓ ମାନେ ସଚେତନତା ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ନୂତନ ଵସ ଟର୍ମିନାଲ ପରିସରରେ ଏକ ଭିନ୍ନ ପ୍ରକାରର!-->…
ବଡ ଭାଇର ଠେଙ୍ଗା ମାଡରେ ସାନ ଭାଇ ଆହତ…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଗଡ ଗ୍ରାମରେ ବଡ ଭାଇ ଦେବ ବରାଡଙ୍କ ଠେଙ୍ଗା ମାଡରେ ଆହତ ସାନ ଭାଇ ଶ୍ରୀଚରଣ ବରାଡ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେବା ସହ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ପ୍ରକାଶ ଯେ , ପୂର୍ବରୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା!-->…
ଯୁବକଙ୍କୁ ଉଠାଇ ନେବା ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ମହିଳା
ଭୁବନେଶ୍ବର ୧୨।୧୦ : ତାତିଲେ ମହିଳା । ଘେରିଲେ ଥାନା । ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଲକ୍ଷ୍ମୀସାଗର ଥାନା ଘେରିଲେ ଶତାଧିକ ମହିଳା ।
ଖବର ଅନୁଯାୟୀ, କାର୍ତ୍ତିକେଶ୍ବର ପୂଜା ଭସାଣୀ ପ୍ରୋସେସନ ସମୟରେ ଯୁବକଙ୍କୁ ଉଠାଇ ଆଣିଥିଲା ପୋଲିସ । ରାତି ୧୦ଟା ପରେ ଅଧିକ ସାଉଣ୍ଡ ଦେଇ ଡିଜେ!-->!-->!-->…
ଗୁଜରାଟ ନିର୍ବାଚନ ପୂର୍ବରୁ ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏଟିଏସର ଚଢଉ, ୬୫ ଗିରଫ
ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଖବର ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୫!-->…
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି: ଡିନ୍ଙ୍କ ବହିଷ୍କାର ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ବୁର୍ଲା : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସୁଇଟ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଛାତ୍ର କଲ୍ୟାଣ ଡିନ୍ଙ୍କ ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ଏବଂ କ୍ଷମତାର ଦୁରୁପୋଯୋଗ କରୁଥିବା ଅଭିଯୋଗ ଆଣି ଦୀର୍ଘ ୪ ଘଣ୍ଟା!-->…
ବିଏସ୍କେୱାଇରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ !
ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍ର ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ହେଉଥିବା ଅଙ୍ଗ ପ୍ରତିରୋପଣକୁ ବିଏସ୍କେୱାଇରେ ସାମିଲ କରିବା ଲାଗି ରାଜ୍ୟ ସରକାର ବିଚାର କରୁଛନ୍ତି। ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ!-->…
କଟକ ସହରରେ କୋହଳ ହେବ ଗୃହ ନିର୍ମାଣ ନିୟମ
କଟକ : ଗଳିକନ୍ଦିର ସହର କଟକରେ କୋହଳ ହେବ ଗୃହ ନିର୍ମାଣ ନିୟମ। କଟକ ସହରରେ ପୁରୁଣା ଅଣଓସାରିଆ ରାସ୍ତା ଦେଇ ସଂଯୋଗ କରୁଥିବା ଛୋଟ ଛୋଟ ଜମି ବା ୱାର୍ଡରେ ନିର୍ମାଣ କାର୍ଯ୍ୟ କରିବା କିଭଳି ସହଜ ହୋଇପାରିବ ଏବଂ ସେଥିପାଇଁ କିଭଳି ଆବଶ୍ୟକ ପ୍ଲାନ୍ ମଞ୍ଜୁର କରାଯାଇପାରିବ, ସେନେଇ ଏକ ନୂତନ!-->…