ମୁମ୍ବାଇ ସୀମାଶୁଳ୍କ ବିଭାଗ ପାଇଁ ପ୍ରଥମ: ଗୋଟିଏ ଦିନରେ ବିମାନବନ୍ଦରରୁ ଜବତ ହେଲା ୩୨କୋଟିର ସୁନା

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ଗୋଟିଏ ଦିନରେ ୩୨କୋଟି ମୂଲ୍ୟର ୬୧କିଲୋଗ୍ରାମ ସୁନା ଜବତ କରିଛି ସୀମାଶୁଳ୍କ ବିଭାଗ। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡ଼ିଛି। ପ୍ରଥମ କରି ମୁମ୍ବାଇ ସୀମାଶୁଳ୍କ ବିଭାଗ ବିମାନବନ୍ଦରରୁ ଏତେ କୋଟି ଟଙ୍କାର

‘ମୁଲାୟମ ସିଂହଙ୍କ ଆସନରେ ବିଜେପି ଜିତିବ, ଡିମ୍ପଲ ହାରିବେ’

ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ରାଜନୈତିକ ଜୀବନ ସହ ତାଙ୍କ ବୋହୂ ଡିମ୍ପଲ ଯାଦବଙ୍କ ରାଜନୈତିକ ସ୍ଥିତି ମଧ୍ୟରେ ଆକାଶ ପାତାଳ ପରକ କରିଛି। ଖାଲି ପଡ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଆସନରେ ବିଜେପି ଜିତିବ। ଏହା କହିଛନ୍ତି ଉତ୍ତରପ୍ରଦେଶର ମନ୍ତ୍ରୀ ଜୟବୀର

ଗୁଜୁରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଇସୁଦାନ ଗଢ଼ଭୀଙ୍କୁ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ଇସୁଦାନଙ୍କ ନିର୍ବାନମଣ୍ଡଳୀ ଘୋଷଣା କରିଛି ଦଳ। ଇସୁଦାନ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଜି ଦଳ ପକ୍ଷରୁ

ପାକିସ୍ତାନ ହାରିଲା, ଇଂଲଣ୍ଡ ଟି-୨୦ ବିଶ୍ବ ଚାମ୍ପିୟନ

ମେଲବର୍ଣ୍ଣ: ଇଂଲଣ୍ଡ ଆଗରେ ପାକିସ୍ତାନ ଚିତ୍‌ପଟାଙ୍ଗ୍‌। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଆଗରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଆତ୍ମସମର୍ପଣ କରିଛି। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ରବିବାର

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌, ୨୨ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡକ ଦୁର୍ଘଟଣା। କେନାଲକୁ ଖସିଲା ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ ୨୨ ଯାତ୍ରୀ। ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଇଜିପ୍ଟରେ।ସୂଚନା ମୁତାବକ, ଇଜିପ୍ଟର ଉତ୍ତର ଦକାହଲିଆ ଅଞ୍ଚଳରେ ଶନିବାର

ପ୍ରତିଶୃତି ପାଇଲା ପରେ ଚିତ୍ରକୋଣ୍ଡା ବ୍ଲକ ଶାଖା ଡ୍ରାଇଭର ମହା ସଂଘ ଆନନ୍ଦିତ…

ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଖୁବ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପାଇବା  ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶାଖା ଡ୍ରାଇଭର ମହା ସଂଘ ତରଫରୁ ୟୁକୋପାର୍କ ସ୍ଥିତ ଡ୍ରାଇଭର ସଂଘ କାର୍ଯ୍ୟାଳୟ ପରିସରରେ

ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଆସନ୍ତା କାଲି ଠାରୁ କଳା ବ୍ଯାଜ ପରିଧାନ କରିବାକୁ…

ଫୁଲବାଣୀ :- ୧୩/୧୧ କନ୍ଧମାଳ ଜିଲ୍ଲାର ସଦର ମହକୁମା ସ୍ଥିତ ମୋହନ ଦାସ କରମଚାନ୍ଦ ସଂସ୍କୃତିକ ପରିଷଦ କକ୍ଷରେ କନ୍ଧମାଳ ଜିଲ୍ଲାର ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ବ୍ଲକ ସାଙ୍ଗଠନିକ ସମ୍ପାଦକ ଓ ଜିଲ୍ଲା କର୍ମକର୍ତାଙ୍କ

ଖାତିଗୁଡାରେ ବ୍ୟାପୁଛି ଝାଡା ବାନ୍ତି : ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚାଲିଛି ଚିକିତ୍ସା …

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଖାତିଗୁଡା ପ୍ରକଳ୍ପ ଡାକ୍ତରଖାନା ଅଞ୍ଚଳର ପନ୍ଦର ରୁ ଉର୍ଦ୍ଧ୍ଵ ଝାଡା ବାନ୍ତି ର ଶିକାର ହୋଇ ପ୍ରକଳ୍ପ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିରନ୍ତର ଚିକିତ୍ସା

ହିଲପାଟନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ”କାର୍ଯ୍ୟକ୍ରମ…

ବ୍ରହ୍ମପୁର : ହିଲପାଟନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଧ୍ୟୟନରତ ପୂର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ 'ମୋ ସ୍କୁଲ ଶ୍ରେଷ୍ଠ ସ୍କୁଲ'କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୋ ସ୍କୁଲ ସଭାପତି ଅଶ୍ୱିନୀ ପଟ୍ଟନାୟକ ଙ୍କ ପୋୖରହିତ୍ୟି ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବିଦ୍ୟାଳୟ

୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଫୁଲବାଣୀ ଠାରେ ଅନୁଷ୍ଠିତ

ଫୁଲବାଣୀ (୧୨/୧୧) : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଆଜି ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶୀତକଣ୍ଠ ସାମଲଙ୍କ ଠାରୁ ପ୍ରାପ୍ତ ତଥ୍ୟଅନୁଶାରେ ୩ ଟି ଅର୍ଥ